ମେଷ ରାଶି ବ୍ୟକ୍ତି ଙ୍କର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ 8ଟି ସଠିକ ରହସ୍ୟ, ଜାଣିଲେ ଉଡିବ ହୋସ

ବନ୍ଧୁଗଣ ଆଜି ଆମେ ଚର୍ଚ୍ଚା କରିବୁ ମେଷ ରାଶିର ବ୍ୟକ୍ତିଙ୍କ ବିଷୟରେ ଯାହା ସେମାନଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ରଖିଦେବ । ଅଶ୍ଵିନୀ, ଦ୍ଵିଜା, କୃତିକା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ମେଷ ରାଶିର ହୋଇଥାନ୍ତି । ଏମାନଙ୍କର ରାଶିର ପ୍ରଥମ ଅକ୍ଷର ଚେ, ଚା, ଚୁ, ଚୋ, ଲ, ଲୋ, ଲି ରୁ ନିଶ୍ଚିତ ହୋଇଥାନ୍ତି । ଏମାନଙ୍କର ପ୍ରକୃତି ତାମ୍ବ ବର୍ଣ୍ଣର ଓ ଆକୃତି ମେଶ ବର୍ଣ୍ଣର ହୋଇଥାନ୍ତି । ଏମାନେ ଭ୍ରମଣପ୍ରିୟ, ଧନଶାଳୀ, ସେବାକାରୀ, ବଳବାନ, ନେତୃତ୍ଵ ନେବାର କ୍ଷମତାର ହୋଇଥାନ୍ତି । ଏମାନେ କେଉଁ ଠାରେ ହାରନ୍ତି ନାହିଁ । ଜୀବନରେ ଏମିତି କିଛି ସାହସିକତା କାମ କରିଥାନ୍ତି ଯାହା ସାଧାରଣ ବ୍ୟକ୍ତି କରିବାକୁ ଭୟ କରିଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଚକ୍ଷୁ ରକ୍ତବର୍ଣ୍ଣ, ସୁନ୍ଦର, ମୁଖ ମଣ୍ଡଳରେ କଳାଜାଇ ଦେଖାଯାଏ । ଏମାନେ ଭାବ ପ୍ରବଣତା ଅଧିକ ରହିଥାଏ ।

ଶତ୍ରୁଙ୍କୁ ପରାସ୍ତ କରିବେ ଏମାନେ ଧୁରନ୍ଧର ହୋଇଥାନ୍ତି । ଶୃଙ୍ଖଳିତ ଜୀବନ ଏମାନଙ୍କୁ ପସନ୍ଦ ହୋଇଥାନ୍ତି । ଏମାନେ ଫଳର ଅପେକ୍ଷା ନ କରି କର୍ମ କରି ଚାଲିଥାନ୍ତି । ନିଜ ସ୍ତ୍ରୀ ବା ସ୍ବାମୀଙ୍କ ଅନ୍ୟ ସହ ବନ୍ଧୁତାକୁ ସହ୍ୟ କରି ପାରନ୍ତି ନାହିଁ । ଏମାନେ ଅନେକ ଯୋଜନାରେ ଉପାର୍ଜନ କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ସେହି ଅନୁଯାୟୀ କାର୍ଯ୍ୟ କରନ୍ତି ନାହିଁ ।

କେହି ଉପଦେଷ୍ଟା ଠିକ ସମୟରେ ଉପଦେଶ ଦିଅନ୍ତି ତେବେ ଅନେକ ସମୟରେ ଆପଣଙ୍କର ଦୁଶ୍ଚିନ୍ତା ଦୂର ହୋଇଥାଏ । ସର୍ବଦା ଚିନ୍ତା କରନ୍ତୁ ନାହିଁ । ମେଷ ରାଶିର ବ୍ୟକ୍ତି ଜୀବନସାଥୀଙ୍କୁ ଆନ୍ତରିକତାର ସହ ଭଲ ପାଇଥାନ୍ତି । ପ୍ରେମିକ, ପ୍ରେମିକାଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ । ସନ୍ଦେହ କାରଣରୁ ଦାମ୍ପତ୍ୟ ଜୀବନରତେ ମନୋମାଳିନ୍ୟ ଘଟିଥାଏ ।

ସୁଖରେ ଜୀବନଯାପନ କରିବେ ତାହା ପ୍ରତି ସତର୍କ ରହିବା ଉଚିତ । ଯୌବନ ସମୟରେ ମେଷ ରାଶିର ପୁଅ ବା ଝିଅଙ୍କ ଉପରେ ଅନ୍ୟ ମାନେ ଆକ୍ରୁଷ୍ଟ ହୋଇଥାନ୍ତି । ଆପଣ ଯେଉଁ ପ୍ରେମ କରିବାକୁ ଚାହିଁଲେ ତାହା ଯେମିତି ଲୋକଲୋଚନକୁ ନ ଆସେ ସେଥିପାଇଁ ସତର୍କତା ରହିଥାନ୍ତି । ଆପଣ ସାଧାରଣତଃ ବିପ୍ଳବୀ, ସ୍ପଷ୍ଟବାଦୀ, ଉଚ୍ଚଭିଳାଷୀ, ମାନି, ଗୁଣୀ, ଜ୍ଞାନୀ ଅଟନ୍ତି ।

ସମାଜ ଓ ପରିବାରରେ ରହିବାକୁ ଭଲ ଲାଗେ ନାହିଁ । କାହା ଉପରେ ଭରସା କରନ୍ତି ନାହିଁ । ଏମାନଙ୍କର ବ୍ୟାପାର ବାଣିଜ୍ୟ କ୍ଷେତ୍ର ବହୁତ ଭଲ ହୋଇଥାଏ । ଆପଣ ଯାହା ସହ ବନ୍ଧୁତା ରଖିଥାନ୍ତି ତାଙ୍କୁ ସାହାର୍ଯ୍ୟ କରିଥାନ୍ତି । ବନ୍ଧୁ ମାନେ ଆପଣଙ୍କୁ ପରିତ୍ୟାଗ କରିଥାନ୍ତି । ଯଦି କେହି ଶତ୍ରୁ ଥାନ୍ତି ତାହା ସହ ସମଧାନ କରିଥାନ୍ତି ।

ମେଷ ରାଶିର ବ୍ୟକ୍ତିଙ୍କର ଜୀବନର ଲକ୍ଷ୍ୟ ହେଉଛି ଶୀର୍ଷ ସ୍ଥାନକୁ ଯାଇଥାନ୍ତି । ସ୍ଥିତି ଦେଖି ବ୍ୟବସ୍ଥା କରନ୍ତି । ଏମାନେ ନିରିହ, ଗରିବ, ମଜୁରିଆଙ୍କ ନେତୃତ୍ଵ ନେଇଥାନ୍ତି । ଏମାନଙ୍କର ଚାକିରି କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି । ଏମାନେ ଲୋକପ୍ରିୟତା ଅର୍ଜନ କରି ସମାଜରେ ପ୍ରତିଷ୍ଠା ଲାଭ କରିଥାନ୍ତି । ଏମାନେ ବ୍ୟବସାୟରେ ଅଗ୍ରଣୀ, ରାଜନୀତିରେ ପ୍ରଭୁତ୍ଵ ବିସ୍ତାର କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *