ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ କିଛି କଟୁ ସତ୍ୟ, ଯଦି ଆପଣଙ୍କ ପାଖରେ କେହି ମୀନ ରାଶି ବ୍ୟକ୍ତି ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ମୀନ ରାଶିର ବ୍ୟକ୍ତିଙ୍କ ସ୍ଵଭାବ କିପରି ହୋଇଥାଏ । ଏହା ସହ ମୀନ ରାଶିର ବ୍ୟକ୍ତିଙ୍କର କିଛି ରୋଚକମୟ କଥା ମଧ୍ୟ ଆଲୋଚନା କରିବୁ । ମୀନ ରାଶିର ସ୍ଵାମୀ ବୃହସ୍ପତି ଦେବ ହୋଇଥାନ୍ତି । ବୃହସ୍ପତି ଦେବ ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ହୋଇଥାନ୍ତି । ଏଥିପାଇଁ ଏହାଙ୍କୁ ଦେବତାଙ୍କ ଗୁରୁ ବିଚାର କରାଯାଏ । ବୃହସ୍ପତି ଦେବ ଧର୍ମ, ଜ୍ଞାନ, ଆଧ୍ୟାମ ର କାରକ ହୋଇଥାନ୍ତି ।

ଏହି କାରଣରୁ ମୀନ ରାଶିର ବ୍ୟକ୍ତି ଧର୍ମ, ଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥାନ୍ତି । ଏମାନେ ଧାର୍ମିକ ହେବା ସହ ବୁଦ୍ଧିମାନ ବି ହୋଇଥାନ୍ତି । ଏମାନେ ସ୍ଵଭାବରେ ଭାବୁକ ଓ କଳା ପ୍ରିୟ ହୋଇଥାନ୍ତି । ଏମାନେ ଉଦାର, ଦୟାଳୁ, ସମସ୍ତଙ୍କ ଚିନ୍ତା କରିଲା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜର ଆଦର୍ଶବାଦୀ ଦୁନିଆରେ ରହିଥାନ୍ତି । ଏହି ପ୍ରକାରର ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥାନ୍ତି ।

ଏମାନେ ସହଜରେ ଅନ୍ୟ ବ୍ୟକ୍ତିର ଭାବନାକୁ ବୁଝି ପାରନ୍ତି । ସଂବେଦନଶୀଳ ଓ ଦୂର ଦ୍ରୁଷ୍ଟି ର ଏମାନେ ହୋଇଥାନ୍ତି । ଏହି ରାଶି ମୀନ ସଦୃଶ ଅଟେ । ଏହି ରାଶିର ବିଶେଷତ୍ଵ ଏହା ଯେ ଏମାନଙ୍କ ଠାରେ ସହାନୁଭୁତି ଓ ଭାବନାତ୍ମକ କ୍ଷମତା ଅଧିକ ରହିଥାଏ । ମୀନ ରାଶିରେ ଜନ୍ମ ହୋଇଥିବା ଜାତକ ରାଶିଚକ୍ରରେ ସବୁଠାରୁ ସହଜ ହୋଇଥାନ୍ତି । ଏହି ରାଶିର ଜାତକ ନୂଆ ପରିବେଶ ଓ ବିଚାର ଧାରାରେ ସହଜରେ ମିସିଥାନ୍ତି ।

ଏମାନଙ୍କ ବ୍ୟବହାରରେ ଚଞ୍ଚଳତା ଅଧିକ ରହିଥାଏ । ଏମାନେ ପ୍ରାୟତଃ ଛୋଟ ପିଲାଙ୍କ ସହ ଛୋଟ ଓ ବଡ ପିଲାଙ୍କ ସହ ବଡ ହୋଇ ଯାଇଥାନ୍ତି । ଏମାନେ ଉଦାର ଓ ଭଲ ସ୍ଵଭାବ ସମ୍ପନ୍ନ ହୋଇଥାନ୍ତି । ଏମାନଙ୍କୁ କୌଣସି ପ୍ରକାରର ବନ୍ଧନ ପସନ୍ଦ ନୁହେଁ । ଏମାନେ ବହମୁଖି ପ୍ରତିଭାର ଧନୀ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ କୌଣସି କଥାର ଅହଂକାର ରୁହେ ନାହି ।

ଯେବେ ଭଲ ପାଇବା କଥା ସେ ଏମାନଙ୍କ ଠାରେ ଦୟା ଓ ପ୍ରେମ ରହିଥାଏ । କିନ୍ତୁ ଏମାନେ ଅଳ୍ପ ଲାଜ କୁଳା ହୋଇଥାନ୍ତି । ଏମାନେ ନିଜ ସାଥିଙ୍କ ସହ ସଂପୂର୍ଣ୍ଣ ବିଶ୍ଵସ୍ତ ହୋଇଥାନ୍ତି । ଏହି ଜାତକ ବ୍ୟକ୍ତି ବିଶ୍ଵାସୀ ଓ ଦୟାଳୁ ହୋଇଥାନ୍ତି । ଏମାନେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ପାଇଁ ସହାୟକ ହୋଇଥାନ୍ତି । ଏମାନେ କରୁଣା ଓ ଦୟାରେ ପୂର୍ଣ୍ଣ ରହିଥାନ୍ତି । ଏମାନେ ନିଜ ଲକ୍ଷ୍ୟ ପ୍ରତି ସର୍ବଦା ସଚେତନ ରହିଥାନ୍ତି ।

ଏମାନଙ୍କୁ ନୂଆ ଜିନିଷ ଶିଖିବାକୁ ପସନ୍ଦ ହୋଇଥାଏ । ଏମାନେ ସର୍ବଦା ନିଜର ମାନ ସମ୍ମାନକୁ ଜଗି କାମ କରିଥାନ୍ତି । ଏମାନେ କଳାତ୍ମକ ସମ୍ପନ୍ନ ହୋଇଥାନ୍ତି । ଏମାନଙ୍କ ଠାରେ ପରିସ୍ଥିତି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାର କ୍ଷମତା ରହିଥାଏ । ଏମାନେ ରଚନାତ୍ମକ, କଳା, କବିତା ଦ୍ଵାରା ନିଜର ଭାବନାକୁ ପ୍ରକାଶ କରନ୍ତି ।

ଏମାନେ ପ୍ରତେକ କାର୍ଯ୍ୟ କରିବାରେ ବିଶେଷ ସକ୍ରିୟତା ଦେଖାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *