ମୀନ ରାଶିର December ମାସର ମାସିକ ରାଶିଫଳ, କେମିତି କଟିବ ଏହି ମାସ କଣ କରିବେ ପ୍ରତିକାର ଦେଖନ୍ତୁ

ମିନ ରାଶିର ଲୋକମାନଙ୍କ ପାଇଁ ଏହି ସମୟ କିଭଳି ରହିବା ଏହି ଡିସେମ୍ବର ମାସ । ଦେଖନ୍ତୁ ଯେଉଁ ମାନଙ୍କ ନାମ ଚ, ଦି, ଦ, ଚି, ଚା, ନିଅଁ, ଆଦି ହୋଇ ଥାଏ ତେବେ ଏମାନେ ମିନ ରାଶିର ଲୋକମାନେ ଅଟନ୍ତି । ଏହା ପରେ ଆମେ କହିବା କି ମୀନ ରାଶିର ଲୋକମାନଙ୍କର 3 ଟି ନକ୍ଷତ୍ର ଅଛି ତାହା ହେଉଛି ପୂର୍ବଭାଦ୍ରବ ନକ୍ଷତ୍ର, ଉତ୍ତରଭାଦ୍ରବ ନକ୍ଷତ୍ର, ଦେବ ନକ୍ଷତ୍ର । ଏହାର ମାନେ 25/12, 26/12, 27/12 । ଏହି ରାଶିର ଲୋକମାନେ ମୀନ ଅଟନ୍ତି ।

ଏହି ରାଶିର ଶୁଭ ରଙ୍ଗ ହେଉଛି ହଳଦିଆ ଅଟେ । ଶୁଭ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବ । ଆପଣ ଯଦି ଏହି ରାଶିର ଲୋକ ଅଟନ୍ତି ତେବେ ଆପଣ କିଭଳି ଭାବେ ଏହାକୁ ପୂଜା କରିବେ ଜାଣିବା କଥା । କିଛି ଭୁଲ ହେବା ଦ୍ଵାରା ସବୁ କିଛି ନଷ୍ଟ ହୋଇ ଯାଇ ଥାଏ । ରାଶିର ଭଲ ଦିନ ହେଉଛି ଗୁରୁବାର ।

ଏହି ମାସ କିଭଳି ରହିବା ଆପଣଙ୍କ ଦିନ । ଆପଣ କିଛି ଦିନ ଖରାପ ସମୟ କାଟି ପାରନ୍ତି । ଆଜି ଆମେ କହିବା କି ଏହି ମାସରେ ଆପଣଙ୍କ ପାଇଁ ଭଲ ସମୟ ଅଛି । ଯେଉଁ ମାନେ ଚାକିରି କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ ।

ଯେଉଁ ମାନେ ବେପାର କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଭଲ ସମୟ ପାଇବା ପାଇଁ ଯାଉଛନ୍ତି । ପରିବାରରେ ଆପଣଙ୍କ ପାଇଁ ସମୟ ଖୁବ ଭଲ ଅଛି । ସାମାନ୍ଯ ଜୀବନ ବଞ୍ଚିବାର ଦିନ ସେଶ ହୋଇ ଗଲା ଆପଣଙ୍କ ପାଇଁ । ଯେଉଁ ମାନେ ନିଜ ଜାଗାରେ ବ୍ୟବଶାୟ କିମ୍ବା ଯେଉଁ ମାନେ ନିଜ ଜମିରେ ପୂଜା କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଏହି ଜାଗାରେ ଆସି ପାରିବେ ।

ଯେଉଁ ମାନେ ନିଜର ଧାର ଉଧାର କରିଛନ୍ତି ସେମାନେ ଏବେ ସବୁ କିଛି ସୁଝି ଦେବେ । ଆଜି ଆମେ କହିବା କି ଭଗବାନ ଯାହାଭି କରନ୍ତି ମଣିଷ ଙ୍କ ଭଲ ପାଇଁ । ଆପଣ ଯଦି ମୀନ ରାଶିର ଲୋକ ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ଏବେ ଭଲ ଜାଗାକୁ ପ୍ରମୋଶନ ହେବେ ନିଶ୍ଚିତ ଭାବେ ।

କିଛି ଶୁଭ ହେବା ପାଇଁ ଯାଉଛି ମାଙ୍ଗଳିକ କର୍ମ ମଧ୍ୟ ହୋଇ ପାରେ ଆପଣଙ୍କ ଘରକୁ କିଛି ନୂଆ ଖୁଶି ମଧ୍ୟ ଆଶିପାରେ । ଯେଉଁ ମାନେ ବିବାହ କରିବା ପାଇଁ ଚାହୁଁ ଥିଲେ ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ସନ୍ତାନ ମାନଙ୍କ ପାଇଁ ଯେଉଁ ମାନେ ଆସା କରିଥିବେ ସେମାନେ ଏବେ ସନ୍ତାନ ମଧ୍ୟ ପାଇବେ । ଡିସେମ୍ବର ମାସରେ ଶୁଭ ପରିଣାମ ପାଇବା ପାଇଁ ଯାଉଛନ୍ତି ଏହି ରାଶିର ଲୋକମାନେ ।

Leave a Reply

Your email address will not be published. Required fields are marked *