ନଡିଆ ତେଲରେ ଏହି 1 ଜିନିଷ ମିଶାଇ ଲଗାଇଲେ କେଶ ଝଡିବା ବନ୍ଦ ହେବା ସହ କେଶ ଘନ ଓ ଏତେ ଲମ୍ବା ହେବକି ସମ୍ଭାଳି ପାରିବେନି- Hair Care  

ଆଜିକାଲି ବଜରରେ ମିଳୁଥିବା କେମ୍ପକାଲ ଯୁକ୍ତ ଶ୍ୟାମ୍ପୋ ବା ତେଲ ଲଗାଇବା ଦ୍ଵାରା କେଶ ଝଡିବା ସମସ୍ୟା ଦେଖା ଯାଉଛି । ଯାହା ଫଳରେ ପୁରୁଷ ହେଉ ବା ଝିଅ ହେଉ ସମସ୍ତଙ୍କ କ୍ଷେତ୍ରରେ କେଶ ଝଡିବା କାରଣରୁ ଅନେକ ସମସ୍ୟାମାନ ଦେଖା ଯାଉଛି । ଏମିତିକି ଖାଦ୍ୟପେୟ ରେ ଅନିୟମିତତା କାରଣରୁ ମଧ୍ୟ କେଶ ଜନିତ ସମସ୍ୟା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିଲେ କେଶ ଘନ, ଲମ୍ବା ଓ ମଜବୁତ ହେବାରେ ଲାଗିବ ।

ଏହି ରେମଡି ତିଆରି କରିବା ପାଇଁ ଆଲୋଭେରା ଜେଲ ଦରକାର ଯାହା ବହୁ ପୁରାତନ କାଳରୁ ସ୍କିନ ଜନିତ ସମସ୍ୟା ଦୂର କରିବାରେ ବ୍ୟବହାର କରାଯାଉଛି । ଫେସରେ ଆଲୋଭେରା ଲଗାଇଲେ ସ୍କିନରେ ଗ୍ଲୋ ଆସିବା ସହ କେଶରେ ଲଗାଇଲେ ମଧ୍ୟ କେଶ ଝଡିବା ବନ୍ଦ ହୋଇଥାଏ । ପ୍ରଥମେ ଆଲୋଭେରା ଜେଲକୁ ଦୁଇ ପାଖରେ କାଟି ଛୋଟ ଛୋଟ ଖଡା କରି ଏହାର ଜେଲ ବାହାର କରନ୍ତୁ ।

ଆଲୋଭେରା ଚୋପାକୁ ନ ଫୋପାଡି ଏହାର ରସ ବାହାର କରିପାରିବେ । ଏହା ପରେ ଆବଶ୍ୟକ ରହିଛି ମେଥି ଦାନା ଯାହା କେଶକୁ ଧଳା ହେବାକୁ ଜଲ୍ଦି ଦିଏ ନାହି । ମ୍ୟାଜିକାଲ ତେଲ ତିଆରି କରିବା ପାଇଁ ନଡିଆ, ତେଲ, ରାଶି ତେଲ ନେଇ ପାରିବେ । ଏକ ପ୍ୟାନରେ ନଡିଆ ତେଲ ନିଜର କେଶ ଅନୁଯାୟୀ ନେଇପାରିବେ ।

ଏହା ପରେ କଟା ଯାଇଥିବା ଆଲୋଭେରା ସହ ଏକ ଚାମଚ ମେଥି ଦାନା ପକାଇ ୩ରୁ ୪ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହି ତେଲକୁ ଗୋଟେ ମାସ ଯାଏଁ ଷ୍ଟୋର କରି ରଖିପାରିବେ । ସପ୍ତାହକୁ ଦୁଇ ଥର କେଶରେ ତେଲ ଲଗାଇବା ଉଚିତ । ତେଲ ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଛାଣି ଦିଅନ୍ତୁ । ଏହାକୁ ଆପଣ ଡବାରେ ଷ୍ଟୋର କରି ରଖିପାରିବେ ।

ଏହି ତେଲକୁ କେଶର ମୂଳରେ ଭଲ ଭାବେ ମଶାଚ କରିବା ସହ ଚୁଟିରେ ଭଲ ଭାବେ ଲଗାନ୍ତୁ ସପ୍ତାହ ଯାଏଁ । କେଶ ଝଡିବା କମ ହେବ ସହ କେଶ ବଢିବାକୁ ଲାଗିବ । ଏହି ତେଲ ଲଗାଇବା ଦ୍ଵାରା କେଶ କଳା ହୋଇଯିବ । ଆପଣ ଏହି ତେଲକୁ ରାତିରେ ଲାଗି ସକାଳୁ କେଶ ଧୋଇ ପାରିବେ ।

ଯଦି ଆପଣ ଏହି ତେଲ ତିଆରି କରିପାରିବେ ନାହି ତେବେ ଆଲୋଭେରା ଜେଲରେ ଏକ ଚାମଚ ମେଥି ଆଡ କରି ଏହାର ପେଷ୍ଟ ପ୍ରତସୁତ କରି ଏହକୀ ହେୟାରରେ ଆପ୍ଳାଏ କରିପାରିବେ । ତେଲ ଲଗାଇବା ସହ ହେୟାରରେ ଏହି ପ୍ୟାକ ଲଗାଇଲେ କେଶ ଜନିତ ସବୁ ସମସ୍ୟା ଦୂର ହୋଇଯିବ ।

ଆପଣ ମାନେ ଏହିପରି ଭାବେ ତେଲ ତିଆରି କରିବା ସହ ପ୍ୟାକ ପ୍ରସ୍ତୁତ କରି ନିଜ ହେୟାର ରେ ଲଗାଇ ପାରିବେ । ଦେଖିବେ ଆପଣଙ୍କର ହେୟାର ଲମ୍ବା, ଘନ ଓ ସିଲକି ହେବାରେ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *