ନାମର ପ୍ରଥମ ଅକ୍ଷର “B” ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନାମର ପ୍ରଥମ ଅକ୍ଷର ରେ ଆମେ ଜାଣି ପାରିବା କି ଯାହାର ନାମର ପ୍ରଥମ ଅକ୍ଷର “B” ନାମ ଥାଏ । ଆମେ ତାକୁ କିଭଳି ଜଣାଇବା କି ସେ କେଉଁ ଭଳି ମଣିଷ ଅଟନ୍ତି । ଆଜି ଆମେ କହିବା କି “B” ନାମର ଲୋକମାନେ ସବୁ ବେଳେ ଚେଷ୍ଟା କରି ଥାନ୍ତି କି ନିଜକୁ କାହା ଆଗରେ ନ ଦେଖାଇବା ପାଇଁ । ଏମାନେ ବହୁତ ସରଲ ସ୍ଵଭାବ ର ହୋଇ ଥାନ୍ତି । ଏମାନେ ସଭିଙ୍କ ଉପରେ ଟିକେ କଥାରୁ ଭରଷା କରି ଯାଇ ଥାନ୍ତି ।

ଏହି ଘଟଣା ପାଇଁ ସବୁ ବେଳେ ଲୋକମାନେ ଏହାଙ୍କ ଫାଇଦା ଉଠାଇ ଥାନ୍ତି । ଏମାନେ ଖୁବ ସ୍ମାର୍ଟ ଅଟନ୍ତି । ମାତ୍ର ଏମାନେ ନିଜ କାମ ରେ ବହୁତ ବ୍ୟସ୍ତ ରହିବା ପାଇ ଭଲ ପାଇ ନଥାନ୍ତି ଏହାଙ୍କ ସହ କେହି କେତେ ଖରାପ କାଲେ ମଧ୍ୟ ଏମାନେ ଯଦି ତା ପ୍ରତି କିଛି ଚିନ୍ତା ଧାରା ରଖୀ ଥାନ୍ତି ତେବେ ଏମାନେ ଯଦି ଚାହିଁ ଥାନ୍ତି ତାକୁ ବାହା ସାହାଜ୍ଯ କରି ଥାନ୍ତି ।

ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ଥାନ୍ତି । ଏମାନେ ଦେଖିବା ପାଇଁ ଭଲ ପାଇ ନଥାନ୍ତି ଏମାନେ ଯାହାକୁ ଭି ଦେଖି ଥାନ୍ତି ତାକୁ ନିଜର ମତ ଦେବା ପାଇଁ ଚାହିଁ ଥାନ୍ତି । ଏହି ନାମର ଲୋକମାନେ ବହୁତ ସାହାଶୀ ହୋଇ ଥାନ୍ତି ଏମାନେ ଯଦି କିଛି କାମ କରିବା ପାଇଁ ଚିନ୍ତା କରି ନେଇ ଥାନ୍ତି ।

ଏହି ନାମର ଲୋକମାନେ ନିଜ ପରିବାର ପାଇଁ ବହୁତ ଚିନ୍ତା କରି ଥାନ୍ତି । ଏମାନେ ସବୁ ବେଳେ ନୂଆ କାମ କରିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ଦେଖବା ପାଇଁ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ଚେହେରା ସବୁ ବେଳେ ହସ ହସ ହୋଇଥାଏ । ମାତ୍ର ଏମାନେ ଏହାଙ୍କ ମନ ହିସାବରେ କାମ ନହେଲେ ରାଗି ଯାଇ ଥାନ୍ତି ।

ଏମାନେ କାହାକୁ ଦେଇ ଥିବା କଥା ଉପରେ ବହୁତ ଭରସା କରି ଥାନ୍ତି । ଯାନକ ଭଲ ପାଇବା କଥା ଯଦି କହିବବା ଏମାନେ ବହୁତ ବାଛି କି ଭଲ ପାଇ ଥାନ୍ତି ମାତ୍ର ଏମାନେ ଯାହାକୁ ଭି ଭଲ ପାଇ ଥାନ୍ତି ତାକୁ ନିଜ ଜୀବନରୁ ଯିବା ପାଇଁ ଦେଇ ନଥାନ୍ତି ।  ଏମାନେ ସବୁ ବେଳେ ନୂଆ ରାସ୍ତା ଖୋଜିବା ପାଇଁ ଚେଷ୍ଟା କରିଥାନ୍ତି ।

ଏମାନେ ଏକ କାମରେ ସନ୍ତୁଷ୍ଟ ରହି ନଥାନ୍ତି ଏମାନେ ଅଲଗା ଅଲଗା କାମ କରିବା ପାଇଁ ଚେଷ୍ଟା କରି ଥାନ୍ତି । ଏମାନେ ବହୁତ କମ ଲୋକଙ୍କୁ ନିଜ ସାଙ୍ଗ କରିଥାନ୍ତି । ଏମାନେ ସୁନ୍ଦରତା ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନେ ପ୍ରାକୃତିକ ପରିବେଶ ରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ଅଯଥା ବିବାଦରେ ପଡିବା ପାଇଁ ଭଲ ପାଇ ନଥାନ୍ତି ।

ପ୍ରାୟତଃ ଏମାନେ ଯୁକ୍ତି ଭଲ କରିଥାନ୍ତି । ଏମାନେ ନିଜ କ୍ଯାରିୟର କୁ ଭଲ କରିବା ପାଇଁ ଚେଷ୍ଟା କରିଥାନ୍ତି ମାତ୍ର ଅନେକ ସମୟରେ ଅନେକ ଜାଗାରେ ସେମାନେ ଏହା କରିବା ପାଇଁ ଡରି ଯାଇ ଥାନ୍ତି । ଏମାନେ ନିଜ କଥାକୁ ନିଜ ଭିତରେ ରଖିବା ପାଇଁ ଭଲ ପାଇ ଥାନ୍ତି । ନିଜ କାମରେ ଏମାନେ ଭଲ ଜାଗାରେ ରହି ଥାନ୍ତି । ଏମାନେ ବହୁତ ଭାବୁକ ସ୍ଵଭାବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *