ଜାଣନ୍ତୁ ଘରେ କାହା ପାଦ ଧୁଳି ପଡିଲେ ବ୍ୟକ୍ତି ଧନୀ ହୋଇଥାଏ? Ajira Anuchinta

ଘରେ କାହାର ପାଦ ଧୁଳି ଅପଡିଲେ ମଣିଷ ଧନୀ ଥିଲେ ମଧ୍ୟ ଗରିବ ହୋଇ ଯାଇ ଥାନ୍ତି । କିଛି ଏହି ଭଳି ଜୀବ କିମ୍ବା ଲୋକଙ୍କ ପାଦ ଅଛି ଯାହାର ପାଦ ଧୁଳି ପଡିଲେ ସେମାନେ ଗରିବ ଥିଲେ ଭି ଧନୀ ହୋଇ ଯାଇଆ ଥାନ୍ତି । ଏହି ସମସ୍ତ କଥା ଆମକୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା କୁ ଆମେ ଯଦି ଜାଣି ଜାଣି କରିବା ତାହା ଠିକ ହୋଇ ନଥାଏ ଆମେ ଯଦି ଏହା କେତେବେଳେ ଅଜାଣତରେ ହୋଇ ଯାଇ ଥାଏ ତେବେ ଏହା କାମ ଦେଇ ଥାଏ ।

ତେବେ ଆଜି ଆମେ କହିବା କି କେଉଁ ଭଳି ଓ କାହର ପାଦ ଧୁଳି ଆମ ଘରକୁ ଆସିଲେ ଆମେ ଧନୀ କିମ୍ବା ଗରିବ ହୋଇ ଥାଉ । ହଠାତ କୌଣସି ଗାଈ ଆପଣଙ୍କ ଘରକୁ ଆସି ଯାଇ ଥାଏ । ତେବେ ତାହାର ପାଦ ଧୁଳି ପଡିବା ମାତ୍ରେ ଘରେ ଧନ ର ଅଭାବ ହୋଇ ନଥାଏ ।

ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଦ୍ଵାରା ଆମର ସମସ୍ଯା ମାନ ମଧ୍ୟ ଦୂର ହୋଇ ଯାଇ ଥାଏ । ଘରେ ଯଦି ଧାନର ଧୁଳି ପଡିଥାଏ ତାହା ମଧ୍ୟ ଭଲ ହୋଇଥାଏ । ଯଦି ଧନର ସମସ୍ଯା ଥାଏ ତାହା ମଧ୍ୟ ଦୂର ହୋଇଥାଏ । ଅର୍ଥାତ ଯଦି କେହି ଖଳାରେ ଧାନ ଉଡାଉ ଥାଏ ।

ଏହା ଆସିକି ଆପଣଙ୍କ ଘରେ ପଡିଥାଏ ତେବେ ଆପଣ ଧନୀ ନିଶ୍ଚିତ ଭାବେ ହୋଇ ପାରିବେ । ଆପଣ ଯଦି କେଉଁ ବ୍ରାହ୍ମଣ ଙ୍କୁ ନିଜ ଘର ଦେଇ ଯିବାର ଦେଖୁ ଛନ୍ତି ତେବେ ଆପଣ ଜାଣି । ଆପଣ ଯଦି ଭଣଜା ଯଦି ଘରକୁ ବାରମ୍ବାର ଆସିଥାଏ ତେବେ ଏହା ଧନୀ କରିବାର ଲକ୍ଷଣ ।

ଏହା କରିବା ଦ୍ଵାରା ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ । ଏହା ସହ ଯଦି ମାମୁ ର ପାଦ ଧୁଳି ଘରେ ବାର ପଡିଲେ ଏହାର ବିପରୀତ ହୋଇଥାଏ ଏହା ହେବା ଦ୍ଵାରା । କାରଣ ଭଣଜା ଶାଳଗ୍ରାମ ସହ ସମାନ ହୋଇଥାଏ । କିନ୍ତୁ ଏହାର ବିପରୀତ ଯଦି ମାମୁ ବାର ବାର ଘରକୁ ବାର ବାର ଆଶୂଥାଏ ତେବେ ଘର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ ।

ତେଣୁ କରି ମାମୁ ମାନେ ଘରକୁ ଆସିବା ଭଲ ହୋଇ ନଥାଏ । ଯଦି ଛେଳି ର ପାଦ କିମ୍ବା ପାଦ ଧୁଳି ପଡିଥାଏ ତେବେ ଧନୀ ଥିଲେ ମଧ୍ୟ ଗରିବ ହୋଇଥାନ୍ତି । ଏହା ସହ ଘରେ ଯଦି ଘୁଷୁରି ର ପାଦ ଧୁଳି ପଡେ ତେବେ ଏହା ଦ୍ଵାରା ଗରିବ ହୋଇଥାନ୍ତି ।

ଛାଞ୍ଚୁଣି ର ଧୁଳି ଯଦି ପୁଣି ଥରେ ବାହାରକୁ ଆସି ଯାଇ ଥାଏ ତେବେ ଏହା ଆମକୁ ଭଲ ଧନହାନି ର କାରଣ ବନାଇ ଦେଇ ଥାଏ । ତେଣୁ ଆପଣ ଆପଣ ଏହାକୁ ଘର ର ଅଗଣାରେ ଏହାକୁ ଝାଡବା ଖରାପ ହୋଇଥାଏ । ଆମେ ଏହାକୁ ବାହାରେ ନେଇକି ଝାଡିବା କଥା ।

Leave a Reply

Your email address will not be published. Required fields are marked *