ଏହି ମାସରେ ଜନ୍ମ କନ୍ୟା ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ, ଆପଣଙ୍କ ଜନ୍ମ ମାସ ?

ଆମ ଜନ୍ମ ମାସ ରେ ଆମ୍ମା ଜନ୍ମ ଦିନ ପାଳନ କରି ଥାଉ । ଆମେ ଏହା ଜାଣିବା ନିହାତି ଭାବେ ଦରକାର କି ଆମ ଜନ୍ମ ଅନୁସାରେ ଆମେ ରାଶି ଓ ଆମ ଗ୍ରହ ମାନଙ୍କ ପ୍ରଭାବ ଆମ ଉପରେ ପଡିଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଜନ୍ମ ମାସ ଆମ ପାଇଁ ଏହା ମଧ୍ୟ ଦରକାର ଥାଏ । ଆଜି ଆମେ କହିବା କି ଆମେ ଯାହା ଭି କରୁ କିମ୍ବା ଆମେ ଯାହା ଅକରିବା ପାଇଁ ଚାହୁଁ ତାହା ଆମ ଉପରେ ନିର୍ଭର କରିଥାଏ ।

ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ଜନ୍ମ ରୁ ହିଁ ଭାଗ୍ଯବାନ ହୋଇ ଥାନ୍ତି । ଆଜି ଆମେ କହିବା କି କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ସନ୍ତାନ ମାନେ ମା ଲକ୍ଷ୍ମୀ ଙ୍କ ରୂପ ଅଟନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଝିଅ ମାନଙ୍କୁ ମା ଲକ୍ଷ୍ମୀ ଙ୍କ ରୂପ କହିଥାଉ ।

କୁହାଯାଏ କି ନାରୀ ଙ୍କ ମଧ୍ୟରେ ମା ଲକ୍ଷ୍ମୀ ଙ୍କ ଦୟା ଥାଏ । ଝିଅ ମାନଙ୍କ ଜନ୍ମ ମାସ ସେମାନଙ୍କୁ ଭଗବାନ ବନାଇ ଦେଇ ଥାଏ । ଏମାନେ ନିଜ ବାପା ଘର ସହ ନିଜ ଶାଶୁ ଘର ପାଇଁ ମଧ୍ୟ ଏମାନେ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି । ଯେଉଁ ଘରକୁ ବାହା ହୋଇକି ଯାଇ ଥାନ୍ତି ଏମାନେ ସେଇ ଜାଗାରେ ଏମାନେ ନିଜର ଭଲ ପାଇବା ଦ୍ଵାରା ସଭିଙ୍କ ମନ କିଣି ନେଇ ଥାନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ମହିଳା ମାନେ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଫେବୃଆରୀ ମାସ ରେ ଜନ୍ମ ହୋଇଥିବା ମହିଳା ମାନେ ଭାଗ୍ଯବାନ ହୋଇଥାନ୍ତି । ଏମାନେ ବିବାହ ପରେ ଭଲ ଘର ଓ ଭଲ ପରିବାର ମଧ୍ୟ ପାଇ ଥାନ୍ତି ।

ଏହି ମାସରେ ଜନ୍ମ ହୋଇଥିବା ମହିଳା ମାନେ ଯାହାକୁ ଭଲ ପାଇ ଥାନ୍ତି ସାଧାରଣ ଭାବେ ତାକୁ ହିଁ ବାହା ହୋଇଥାନ୍ତି । ଏପ୍ରିଲ ମାସରେ ଯେଉଁ ମାନେ ଜନ୍ମ ନେଇ ଥାନ୍ତି ସେମାନେ ବହୁତ ଭାଗ୍ଯବାନ ହୋଇ ଥାନ୍ତି ତାଙ୍କ ଜନ୍ମ ହେବା ମାତ୍ରେ ଏହାର ପ୍ରଭାବ ଘରେ ଦେଖିବା ପାଇଁ ପଡିଥାଏ ।

ଯେଉଁ ଆଡେ ଏମାନେ ଯାଇ ଥାନ୍ତି ସେମାନେ ସେଇ ଜାଗାରେ ନିଜର କାମ କୁ ଭଲ ଭାବେ କରିଥାନ୍ତି । ସେପ୍ଟେମ୍ବର ମାସ ରେ ଜନ୍ମ ହୋଇଥିବା ମହିଳା ମାନେ ମଧ୍ୟ ବହୁତ ଭଲ ପରିଣାମ ପାଇ ଥାନ୍ତି । ଡିସେମ୍ବର ମାସରେ ଜନ୍ମ ହୋଇଥିବା ମହିଳା ମାନେ ମଧ୍ୟ ଭାଗ୍ଯବାନ ହୋଇଥାନ୍ତି ।

ଏମାନେ ଯାହା ଚାହିଁ ଥାନ୍ତି ତାହା ପାଇ ଯାଇ ଥାନ୍ତି । ଏମାନେ ଯେଉଁ ଆଡେ ଯାଇ ଥାନ୍ତି ସେହି ଜାଗାରେ ଏମାନେ ଧନର ରାସ୍ତା ଖୋଲି ଦେଇ ଥାନ୍ତି । ତେବେ ଏହି ମହିଳା ମାନେ ସତରେ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି ଯଦି ଆପଣଙ୍କ ଜୀବନ ସାଥି ଏହି ମାସର ହୋଇଥାନ୍ତି ତେବେ ଆପଣ ଭାଗ୍ଯବାନ ଅଟନ୍ତି ।

Leave a Reply

Your email address will not be published. Required fields are marked *