ନାମର ପ୍ରଥମ ଅକ୍ଷର B ଥିଲେ ଥରେ ନିଶ୍ଚୟ ଦେଖନ୍ତୁ, ଖୁସିରେ ପାଗଳ ହେଇଯିବେ

ଆଜି ଆମେ ଆପଣ ମାନଙ୍କୁ ଯେଉଁ ପୁଅ ଓ ଝିଅ ମାନଙ୍କର ପ୍ରଥମ ଅକ୍ଷର B ରୁ ଆରମ୍ଭ ହେଉଛି ସେମାନଙ୍କ ବିଷୟରେ କିଛି ଖାସ କହିବାକୁ ଯାଉଛୁ । ପ୍ରାୟତ ବ୍ଯକ୍ତିର ନାମର ପ୍ରଥମ ଅକ୍ଷରର ବିଶେଷ ମହତ୍ଵ ରହିଥାଏ । ପ୍ରତେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଜୀବନରେ ପ୍ରଭାବ ପକାଇବା ସହ ବହୁତ କିଛି କଥା ଜାଣି ହୁଏ । ପ୍ରାୟତ ପ୍ରତେକ ବ୍ୟକ୍ତି ନାମର ପ୍ରଥମ ଅକ୍ଷରୁ ଭାଗ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଜାଣିବା B ନାମର ବ୍ୟକ୍ତିଙ୍କ ବିଷୟରେ ।

B ନାମର ଶାରୀରକ ଗଠନ ଶୈଳୀ : ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କ ଆଖି ମୁନିଆ ଆକାର ହୋଇଥାଏ । ଯାହା ପାଇଁ ଏମାନେ ଅନ୍ୟ ମାନଙ୍କୁ ବହୁତ ଜଲ୍ଦି ଆକର୍ଷଣ କରି ପାରନ୍ତି । B ନାମର ସ୍ଵଭାବ : ଏମାନେ ସର୍ବଦା ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି । ଏମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୋଇ ନ ଥାନ୍ତି । ନିଜ ରାସ୍ତା ନିଜେ ତିଆରି କରିଥାନ୍ତି ।

ଏମାନେ ଅନ୍ୟ ଉପରେ ଭରସା କରନ୍ତି ନାହି । ସେଥିପାଇଁ ଏମାନଙ୍କ ମିତ୍ର ଅମାନଙ୍କ ସଂଖ୍ୟା ବହୁତ କମ । ଏମାନେ ସୌନ୍ଦର୍ଜୀ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମାନଙ୍କୁ ପ୍ରାକୃତିକ ସ୍ଥାନ ବୁଲିବାକୁ ପସନ୍ଦ ଲାଗିଥାଏ । ଯେଉଁ ଜାଗରେ ପ୍ରକୃତିତ କିଛି ବିରଳ ଛବି ଦେଖିବାକୁ ମିଳିଥାଏ ଏମାନେ ସେହି ଜାଗାକୁ ଯିବା ପାଇଁ ଭଲ ପାଇଥାନ୍ତି ।

ଏମାନେ ନିଜ ବିଚାରକୁ ମନ ଭିତରେ ଶିକରେଟ କରି ରଖିଥାନ୍ତି । ଏମାନେ ନିଜର ବିଚାର ଉପରେ ସର୍ବଦା ଅଟଳ ରହିଥାନ୍ତି । ଏମାନେ ସାନ୍ତ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଯେବେ ଏମାନଙ୍କୁ ରାଗ ଆସିଥାଏ କାହା କଥା ଶୁଣନ୍ତି ନାହି । ଏମାନେ ନିଜର କ୍ରୋଧକୁ ପ୍ରାୟତ ଲୁଚାଇ ରଖିଥାନ୍ତି । ତର୍କ ରେ ଏମାନଙ୍କ ଠାରୁ ଜିତିବା ବହୁତ କଷ୍ଟକର ହୋଇଥାଏ । ବହୁତ ଛୋଟ କଥା ରେ ଏମାନେ ତର୍କ କରିଥାନ୍ତି ।

B ନାମର ବ୍ୟକ୍ତିଙ୍କର କ୍ଯାରିୟର ର ବିବରଣୀ : ଏମାନେ ନିଜର କ୍ଯାରିୟରକୁ ନେଇ ବହୁତ ଚିନ୍ତା କରିଥାନ୍ତି । କିନ୍ତୁ ଏହା ପୁରା କରିବାକୁ ପଛରେ ରହିଥାନ୍ତି । ଗୁପ୍ତ କଥା ଅନ୍ୟ ସହ ସେୟାର କରନ୍ତି ନାହି । ଏମାନେ ନିଜର ଯୋଜନା ନିଜ ଭିତରେ ଲୁକହାଇ ରଖିଥାନ୍ତି । ଯାହା ପାଇଁ ଏମାନେ କ୍ଯାରିୟରରେ ସଫଳତା ଆଡକୁ ଯାଇଥାନ୍ତି । ଏମାନେ ନିଜର ପ୍ରତେକ କାମ ମନ ଲଗାଇ କରିବା ସହ କାର୍ଯ୍ୟରେ ଭଲ ପଦରେ ରହିଥାନ୍ତି ।

B ନାମର ବ୍ୟକ୍ତିଙ୍କର ଭଲ ପାଇବାର ସ୍ଵଭାବ : ଏମାନଙ୍କର ବହୁତ ଭାବୁକ ସ୍ଵଭାବର ହୋଇ ଥିବାରୁ ବହୁତ ଜଲ୍ଦି ପ୍ରେମରେ ପଡିଥାନ୍ତି । ପ୍ରେମ କରିବା ପୂର୍ବରୁ ସାଥିଙ୍କର ସ୍ଵଭବା ପରୀକ୍ଷା କରିଥାନ୍ତି । ଏମାନେ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦେବା ସହ ଜଣଙ୍କୁ ଭଲ ପାଇଥାନ୍ତି । ଭଲ ପାଇବାରେ ଧୋକା ମଧ୍ୟ ଅଧିକ ପାଇଥାନ୍ତି । କିନ୍ତୁ ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚ କୋଟିର ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *