ନାମର ପ୍ରଥମ ଅକ୍ଷର ଏହା ଥିଲେ 2023 ରେ ଏମାନଙ୍କୁ ମିଳିବ ବଡ ଖୁସି, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ଜନ୍ମ ସମୟ ଅନୁଯାୟୀ ରାଶି ନିରୂପଣ କରଯାଇଥାଏ । ଜନ୍ମ ସମୟରେ ଗ୍ରହ ନକ୍ଷତ୍ର ମାନଙ୍କ ଚଳନ ଇତ୍ୟାଦିକୁ ଲକ୍ଷ କରି ଜନ୍ମ ସମୟରେ ଶିଶୁଟିର ନାମକାରଣ କରଯାଇଥାଏ । ତେଣୁ ନାମର ସାମଞ୍ଜସ୍ୟ ଗ୍ରହ ନକ୍ଷତ୍ରଙ୍କ ସହ ରହିଥିବାରୁ ନାମରୁ ହିଁ ବ୍ୟକ୍ତିର ଜୀବନରେ ଆସିବାକୁ ଯାଉଥିବା ସମୟ ବିଷୟରେ ଜାଣିବାକୁ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ନାମର ଲୋକଙ୍କୁ ମିଳିବାକୁ ଯାଉଛି ବଡ ଖୁସି ଖବର ।

S: ଏହି ନାମର ଲୋକମାନେ ବହୁତ ପରଶ୍ରମ କରିଥାନ୍ତି । ଏମାନେ ବହୁତ ସୁନ୍ଦର ହୋଇଥିବା ହେତୁ ବହୁତ ଶୀଘ୍ର ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଲାଜ କରିଥାନ୍ତି । ପ୍ରେମକୁ ନେଇ ଏମାନେ ବହୁତ ଗମ୍ଭୀର ସ୍ଵଭାବର ହୋଇଥାନ୍ତି । ନିଜର ମନ କଥାକୁ ସାମ୍ନାରେ ଥିବା ସାଥୀକୁ କେବେ ମଧ୍ୟ କହିପାରନ୍ତି ନାହିଁ । ନିଜ ଜିନିଷକୁ କାହା ସହ ବାଣ୍ଟିବା ପସନ୍ଦ ନଥାଏ ।

R: ଏହି ନାମର ଲୋକ ମାନେ ନିଜ ଜୀବନରେ ବହୁତ ଶୀଘ୍ର ଉନ୍ନତି ଆଡକୁ ଅଗ୍ରସର କରିଥାନ୍ତି । ଧନ ସମ୍ପତ୍ତିର ଅଭାବ ଏମାନଙ୍କୁ କେବେ ମଧ୍ୟ ହୋଇନଥାଏ । ଦେଖିବା ପାଇଁ ଏମାନେ ବହୁତ ଆକର୍ଷଣୀୟ ହୋଇଥାଏ । ନିଜ ପରିବାର ହିଁ ଏମାନଙ୍କ ପାଇଁ ସବୁକିଛି ହୋଇଥାଏ । କେହି କରିପାରୁନଥିବା କାର୍ଯ୍ୟ କରିବା ପାଇଁ ଏମାନଙ୍କୁ କରିବା ପସନ୍ଦ ହୋଇଥାଏ ।

B: ଏହି ନାମର ଲୋକ ନୂତନ ମାର୍ଗ ଖୋଜିବାରେ ରୁଚି ରଖିଥାନ୍ତି । ନିଜ ଜୀବନରେ ରହିଥିବା ରହସ୍ୟକୁ କାହାକୁ ଜାଣିବାର ସୁଯୋଗ ଦେଇନଥାନ୍ତି । ବେଶି ସାଙ୍ଗ ନିଜ ଜୀବନରେ ତିଆରି କରିବା ପାଇଁ ପସନ୍ଦ କରିନଥାନ୍ତି । ଏମାନେ ବହୁତ ନରମ ସ୍ଵାଭାବର ଲୋକ ହୋଇଥାନ୍ତି । P: ଏହି ନାମର ଲୋକ ପ୍ରାୟ ସମସ୍ୟାରେ ଘେରି ହୋଇଯାନ୍ତି । ନିଜ ବିଚାର ଅନ୍ୟ ଉପରେ ପକେଇବା ଦ୍ଵାରା ଏମାନଙ୍କୁ ସମସ୍ୟା ଭୋଗ କରିବା ପାଇଁ ପଡିଥାଏ ।

ଏମାନେ ନିଜ ନିଜକୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କୁ ନିଜ ପସନ୍ଦର ସାଥିଟିଏ ମଧ୍ୟ ମିଳିଥାଏ । ବେଳେ ବେଳେ ନିଜ ସାଥି ସହ ଝଗଡା ମଧ୍ୟ କରିଦେଇଥାନ୍ତି । M: ଏମାନେ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ବୁଝି ବିଚାରୀ ଖର୍ଚ କରିଥାନ୍ତି । ଏମାନେ ସମସ୍ତଙ୍କ ଠାରୁ ବହୁତ ଭଲ ହୋଇଥାଏ । ଯେ କେହି ବି ଏମାନଙ୍କୁ ଦେଖି ଆକର୍ଷିତ ହୋଇଯିବେ ।

N: ଏହି ନାମର ଲୋକ ବହୁତ ଖୋଲା ମନ ଓ ଖୋଲା ବିଚାରର ହୋଇଥାନ୍ତି । କେତେବେଳେ କଣ କରିବା ଉଚିତ ଏମାନଙ୍କୁ ଜଣାନଥାଏ । ଅଯଥା କଳି ଝଗଡାରେ ଏମାନେ ପଡନ୍ତି ନାହିଁ । ଏମାନଙ୍କ ଜୀବନରେ କୌଣସି ପ୍ରକାର ଅଭାବ ଆସିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *