ଶୋଇବା ସମୟରେ ଯଦି ଏହି ଜିନିଷ ମୁଣ୍ଡ ପାଖରେ ରଖୁଛନ୍ତି ତେବେ ଅଧା ବୟସରେ ଯାଇପାରେ ଜୀବନ

ନମସ୍କାର ବନ୍ଧୁଗଣ, ଦିନ ସାରା କାମ କରି କିଛି ଲୋକଙ୍କୁ ଶୋଇବା ସେଜରେ ପଡୁ ପଡୁ ହିଁ ନିଦ ହେଇଯାଏ । ସେମାନେ ଆଗ ପଛ କୌଣସି କଥା ଭାବନ୍ତି ନାହିଁ । ସେତେବେଳେ ତାଙ୍କୁ ଲାଗିଥାଏ ଏବେ ଚିନ୍ତା ମୁକ୍ତ ଆଉ କୌଣସି ଜିନିଷର ଭୟ ନାହିଁ କି ଔ କିଛି ଅସୁବିଧା ମଧ୍ୟ ନାହିଁ । କିନ୍ତୁ ଆପଣ କଣ ଜାଣନ୍ତି କି ସେହି ସମୟରେ ହିଁ ଆପଣ ବଡ ଭୁଲ କରିଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେଉଁ ଜିନିଷ ରଖିବା ଅନୁଚିତ ।

ପ୍ରଥମ: ଶୋଇବା ସମୟରେ କେବେ ମଧ୍ୟ ମୁଣ୍ଡ ପାଖା ପାଖି ଜୋତା ଚପଲ ରଖନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ଏହା ମୁଣ୍ଡ ପାଖରେ ରହିବା ଦ୍ଵାରା ଆପଣଙ୍କୁ ଜୀବନରେ ଅସଫଳତାର ସାମ୍ନା କରିବାକୁ ପଡିଥାଏ । ଏହା ଆପଣଙ୍କ ମୁଣ୍ଡ ଉପରେ ନକରତ୍ମକ ପ୍ରଭାବ ପକାଇଥାଏ । ଦିତୀୟ: କିଛି ଲୋକ ତେଲକୁ ରଖିଦେଇଥାନ୍ତି । କେବେ ମଧ୍ୟ ତେଲକୁ ଆପଣଙ୍କ ମୁଣ୍ଡ ପାଖା ପାଖି ରଖନ୍ତୁ ନାହିଁ ।

କାରଣ ଏହାଦ୍ଵାରା ଆପଣ କରିଥିବା ପରିଶ୍ରମର ଉଚିତ ଫଳ ପାଇପାରନ୍ତି ନାହିଁ । ତୃତୀୟ: ଦଉଡିକୁ କେବେ ଆପଣ ନିଜ ମୁଣ୍ଡ ପାଖରେ ରଖିବେ ନାହିଁ । ବାସ୍ତୁ ଅନୁଯାୟୀ ଏହା ମଣିଷ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ଆପଣଙ୍କ କାମରେ ବାରମ୍ବାର ବାଧା ଉପୁଯାଇଥାଏ ।

ଚତୁର୍ଥ: ଲୁଣକୁ ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଅନୁଚିତ । ଶୋଇବା ସମୟରେ ସବୁବେଳେ ନିଜ ସେଜକୁ ଭଲ ଭାବରେ ଝାଡି ଦିଅନ୍ତୁ । ଯଦି ତା ଉପରେ ଲୁଣ କିମ୍ବା ଅନ୍ୟକୌଣସି ଜିନିଷ ପଡିଥିବ ତେବେ ତାହା ସଫା ହୋଇଯିବ । ଲୁଣ ମୁଣ୍ଡ ପାଖରେ ରହିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ପଞ୍ଚମ: ଝାଡୁକୁ ଆପଣ ଭୁଲରେ ମଧ୍ୟ ଶୋଇବା ବେଳେ ଆପଣଙ୍କ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ।

ଜୋତିଶଙ୍କ ଅନୁଯାୟୀ ମଣିଷଙ୍କ ମୁଣ୍ଡ ପାଖରେ ଝାଡୁ ରହିବା ଦ୍ଵାରା ମଣିଷର ଭାଗ୍ୟ କେବେ ଉଦୟ ହୋଇନଥାଏ । ଷଷ୍ଠ:ପିନ୍ଧିଥିବା ବସ୍ତ୍ରକୁ ଭୁଲରେ ସୁଖାଇବା ଉଚିତ ନୁହେଁ । ଏହାଫଳରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଅନୁଯାୟୀ ଆପଣ ଯେଉଁ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି ସେହି ଦିଗରେ କପଡା ସୁଖାଇବା ଉଚିତ ହୋଇନଥାଏ । ଏହାଦ୍ଵାରା ସବୁବେଳେ ଆପଣଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ ।

ସପ୍ତମ: ମୋବାଇଲକୁ ରାତିରେ ଶୋଇବାବେଳେ ପାଖରେ ରଖି ସୁଅନ୍ତୁ ନାହିଁ । କାରଣ ଏହାର ପ୍ରଭାବ ଆପଣଙ୍କ ମୁଣ୍ଡ ଉପରେ ପଡିଥାଏ । ତେଣୁ ଶୋଇବା ସମୟରେ ମୋବାଇଲକୁ ମୁଣ୍ଡ ପାଖରେ ରଖିବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *