ମରିଗଲେ ବି ମଙ୍ଗଳବାର ଦିନ ଭୁଲରେ ବୁ କରନ୍ତୁ ନାହିଁ ଏହି 3ଟି କାମ, ଘାରକୁ ଆସିଥାଏ ଦାରିଦ୍ର୍ୟତା

ନମସ୍କାର ବନ୍ଧୁଗଣ, ପ୍ରତ୍ୟକ ବାରର ମହତ୍ଵ ରହିଛି ଆମ ହିନ୍ଦୁ ଧର୍ମରେ । ସବୁ ବାର ଉପରେ ଗ୍ରହ ମାନଙ୍କର ନଜର ରହିଥାଏ । ତେଣୁ ଆମେ କରୁଥିବା ଭଲ ଖରାପ ଇତ୍ୟାଦିର ପ୍ରଭାବ ଆମ ଉପରେ ସେହି ବାରର ଗ୍ରହ ମାନଙ୍କ ହେତୁ ପଡିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇନଥାଏ । କାରଣ ମଙ୍ଗଳ ବାରର ସ୍ଵାମୀ ହନୁମାନ ହୋଇଥିବାରୁ ତାଙ୍କ ପ୍ରଭାବ ଆମ ଉପରେ ପଡିଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ:ଯଦି ଆପଣ ନିଜ ଉପରୁ କୁପ୍ରଭାବ ହଟେଇବା ପାଇଁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ସ୍ଵାମୀ ସ୍ତ୍ରୀ ସମ୍ବନ୍ଧ ସ୍ଥାପନ କରିବା ଅନୁଚିତ । ନଚେତ ଆପଣଙ୍କ ଉପରେ ବଜରଙ୍ଗବଲି ହନୁମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ଏହିଦିନ ସମ୍ବନ୍ଧ ରଖିଲେ କିନ୍ନର ସନ୍ତାନ ଜନ୍ମ ହୋଇଥାଏ । ତେଣୁ ଆପଣ ସାବଧାନ ହୋଇଯାନ୍ତୁ ।

ଦିତୀୟ: ମଙ୍ଗଳବାର ଦିନ କ୍ଷୀରରୁ ତିଆରି ହୋଇଥିବା ଜିନିଷ ବା ମିଠା ଇତ୍ୟାଦି ଖାଇବା ଅନୁଚିତ ହୋଇଥାଏ ।କାରଣ କ୍ଷୀରକୁ ଚନ୍ଦ୍ରର କାରକ ବୋଲି ମନାଯାଇଥାଏ । ଚନ୍ଦ୍ର ଓ ମଙ୍ଗଳ ପରସ୍ପରର ବିରୋଧୀ ଅଟନ୍ତି । ତେଣୁ ଏହିଦିନ କ୍ଷୀର ସହ ଜଡିତ ଥିବା ଖାଦ୍ୟ ଖାଇବା ଅନୁଚିତ । ତୃତୀୟ: ମଙ୍ଗଳବାର ଦିନ ଲୁହାର ଜିନିଷ କିଣିବା ବହୁତ ଅଶୁଭ ହୋଇଥାଏ ।

ଏହିଦିନ ଷ୍ଟିଲ କିମ୍ବା ଧାରୁଆ ଜିନିଷ ଇତ୍ୟାଦି କିଣି ଘରକୁ ଆଣିବା ଉଚିତ ହୋଇନଥାଏ । ଯଥା କଇଁଚି, ଛୁରି, ପନିକି, ନେଲ କଟର ଇତ୍ୟାଦି । ମଙ୍ଗଳବାର ଦିନ ନଖ, ଚୁଟି କେବେ ମଧ୍ୟ କାଟିବା ଉଚିତ ନୁହେଁ । ଏହା କରିବାଦ୍ଵାରା ପ୍ରଭୁ ହନୁମାନ ରୁଷ୍ଟ ହୋଇଥାନ୍ତି । ଚତୁର୍ଥ: ମଙ୍ଗଳବାର ଦିନ ଶିଂଗାର ଜିନିଷ କିଣନ୍ତୁ ନାହିଁ । ଏହିଦିନ କଳା ରଙ୍ଗର କପଡା ମଧ୍ୟ ପିନ୍ଧନ୍ତୁ ନାହି ।

ଏବଂ କଳା ରଙ୍ଗର କପଡା କିଣିବା ଅଶୁଭ ହୋଇଥାଏ । ଏହିଦିନ ଲାଲ ରଙ୍ଗର କପଡା ପିନ୍ଧିବା ଦ୍ଵାରା ମଙ୍ଗଳଦୋଷର ପ୍ରଭାବ କମ ହୋଇଯାଇଥାଏ । ପଞ୍ଚମ: ମଙ୍ଗଳବାର ଦିନ ମାଛ ମାଂସ, ନିଶା ଦ୍ରବ୍ୟ ସେବନ ଇତ୍ୟାଦିରୁ ଦୂରେଇ ରୁହନ୍ତୁ । ମଙ୍ଗଳବାର ଦିନ ଏହିସବୁ ଖାଦ୍ୟ ଖାଉଥିବା ଲୋକଙ୍କ ଉପରେ ହନୁମାନଙ୍କ କୋପ ଦୃଷ୍ଟି ପଡିଥାଏ ।

ହନୁମାନଙ୍କ ଶୁଭ ଦୃଷ୍ଟି ନିଜ ଉପରେ ପକାଇବା ପାଇଁ ଚାହୁଁଥିଲେ ମଙ୍ଗଳବାର ଦିନ ଏହିସବୁ ଠାରୁ ଦୂରେଇ ରୁହନ୍ତି । ଏହା ଥିଲା ମଙ୍ଗଳବାର ଦିନ ବାରଣ କରିବାର କିଛି ଉପାୟ । ଏହାକୁ ଧ୍ୟାନର ସହ ନିଶ୍ଚୟ ପାଳନ କରନ୍ତୁ ଆପଣଙ୍କ ଘରେ ସୁଖ ଶାନ୍ତିର ଆଗମନ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *