ନାରୀର ବାମ ସ୍ତନରେ କଳାଜାଇ ରହିଥାଏ ସେମାନଙ୍କ ସ୍ଵଭାବ କିପରି ହୋଇଥାଏ ? Jyotisha Shastra

ବନ୍ଧୁଗଣ ଯଦି ଆପଣ ଜୀବନରେ କିଛି ନୂଆ କଥା ଶିଖିବାକୁ ଚାହୁଁଥାନ୍ତି ତେବେ ଜାଣି ନିଅନ୍ତୁ କିଛି ଅନୁଚିନ୍ତା । ୧- ଯେଉଁ ମହିଳାଙ୍କର ଆଖି ପାରା ଆଖି ଭଳି ହୋଇଥାଏ ସେମାନେ କପଟୀ ସ୍ଵଭାବର ହୋଇଥାନ୍ତି । ୨- ଯେଉଁ ମହିଳାଙ୍କର ଆଖି ରକ୍ତବର୍ଣ୍ଣ ସେମାନେ ସ୍ବଭାବରେ ଚିର ଦୁଖୀନୀ ହୋଇଥାନ୍ତି । ଯେଉଁ ମାନଙ୍କର ନାକ ଛେପତା ସେମାନେ ବୁଦ୍ଧିମତୀ ଓ ଗୁଣମତି ହୋଇଥାନ୍ତି ।

୩- ଯେଉଁ ନାରିଙ୍କର ଚାଲିବା ହାତୀ ଭଳି ସେମାନେ ସୌଭାଗ୍ୟଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମାନଙ୍କର ଆଖି ଟେରା ସେମାନେ ଦୁନିଆରେ କିଛି ଖୋଜି ନ ଥାନ୍ତି ।

୪- ଯେଉଁ ନାରୀଙ୍କର ମୁଖରେ କେତେବେଳେ ହସ ପ୍ରକାଶ ପାଏ ନାହିଁ ସେମାନେ ଦୁଃଖ ଓ ଦାରିଦ୍ର୍ଯ ଭୋଗ କରନ୍ତି ।

୫- ଯେଉଁ ନାରିଙ୍କର ବାମ ସ୍ଥାନରେ, ଗଣ୍ଠିରେ କଣ୍ଠରେ। କର ରେ, କର୍ଣ୍ଣରେ କଳାଜାଇ ଥାଏ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି ।

୬- ଯେଉଁ ନାରିଙ୍କର ପେଟ ସାପ ପରି ସଦୃଶ ହୋଇଥାଏ ସେମାନେ ଭୋଜନ ପ୍ରିୟା ହୋଇଥାନ୍ତି ।

୭- ଯେଉଁ ନାରିଙ୍କର ଜିଭ ଅତି ବଡ ସେମାନେ ଦୁର୍ଭାଗିନୀ ସ୍ଵହବାର ହୋଇଥାନ୍ତି । ଯେଉଁ ମାନଙ୍କର ଦାନ୍ତ ବଡ ସେମାନେ ରାଗି ସ୍ଵଭାବର ହୋଇଥାନ୍ତି ।

୮- ଯେଉଁ ନାରିଙ୍କର ଓଠ ଲାଲ ପରି ଦିଶେ ସେମାନେ ଶାନ୍ତି ଓ ବୈଭବ ପାଇଥାନ୍ତି । ଯେଉଁ ମାନଙ୍କର ଆଖି କୋଇଲି ଭଳି ସେମାନେ ବୁଦ୍ଧିମତୀ ହୋଇଥାନ୍ତି ।

୯- ଯେଉଁ ନାରିଙ୍କର ମୁହଁ ଗୋଲାକାର ହୋଇଥାଏ ସେମାନେ ସୁଲକ୍ଷଣୀ ସ୍ଵଭାବର ଅଟନ୍ତି । ଯେଉଁ ମାନଙ୍କର ମୁଖ ଅତି ସରୁ ବା ଗୋଜିଆ ସେମାନେ ଜିଦଖୋର ସ୍ବଭାବର ହୋଇଥାନ୍ତି ।

୧୦- ଯେଉଁ ମହିଳାଙ୍କର ଗାଲ ଉଚ୍ଚା ଦେଖାଯାଏ ସେମାନେ ସ୍ଵଭାବରେ ସୁଖୀନୀ ହୋଇଥାନ୍ତି । ଯେଉଁ ମାନଙ୍କର ପାଦ ଛୋଟ ସେମାନେ ସବୁବେଳେ ମଇଥୁନରେ ପ୍ରିୟ ହୋଇଥାନ୍ତି ।

୧୧- ଯେଉଁ ମହିଳାଙ୍କ ନାକର ଅଗ୍ର ଭାଗରେ କଳାଜାଇ ଦେଖାଯାଏ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମାନଙ୍କର କପାଳରେ କଳାଜାଇ ଥାଏ ସେମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି ।

୧୨- କନ୍ଯାର ବିବାହ ଜଲ୍ଦି ହେବା ପାଇଁ ଶୁକ୍ଳ ପକ୍ଷ ସୋମବାରରେ ଭଗବାନ ନାରାୟଣଙ୍କୁ ଝିଅର ବାପା ମା ପୂଜା କରିବା ଉଚିତ । ପୂଜାରେ ନାରାୟଣ ଙ୍କୁ ହଳଦୀ ରଙ୍ଗ ରେଶମ ଚଦର ଓ ଘିଏ ତିଆରି ଲଡୁ ଅର୍ପଣ କରିବା ଉଚିତ ।

୧୩- ନାରୀମାନେ କିଛି କାମ କରିବା ପୂର୍ବରୁ ଆଗ ପଛ ବିଚାର କରିବା ଉଚିତ । କେବେ ବି ନିଜ ମନ ଇଚ୍ଛା କାମ କରିବା ଅନୁଚିତ ।

୧୪- ଶ୍ଵଶୁର ଘରେ ସ୍ଵାମୀ ରହିଲେ ଜୀବନ ଦୁଖମୟ ହୋଇଥାଏ । ବିବାହ ପରେ କୌଣସି ନାରୀ ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖିଲେ ଜୀବନ ଦୁଖମୟ ହୋଇଥାଏ ।

୧୫- ଯେଉଁ ମହିଳାଙ୍କର ସ୍ତନ ବଡ ସେମାନେ ସାରା ଜୀବନ ସୁଖୀନୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *