ନମସ୍କାର ବନ୍ଧୁଗଣ, ସବୁବେଳେ ଆମ ସହ କିଛି ଖରାପ ବା ଭଲ ଘଟିବା ପୂର୍ବରୁ ଆମକୁ ଏହାର ସଙ୍କେତ ମିଳିଥାଏ । କିନ୍ତୁ ଆମେ ସେଥି ପ୍ରତି ଧ୍ୟାନ ଦେଇ ନଥାଉ ବା ଜାଣିପାରୁନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ନବରାତ୍ରି ସମୟରେ କେଉଁ ସବୁ ସଂକେତରୁ ଆପଣ ଜାଣିପାରିବେ କି ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ଫଳ ଆଣିଦେବ ବା ଖରାପ । ତେବେ ଆସନ୍ତୁ ଜାଣିବା ସେହିସବୁ ବିଷୟରେ ସମ୍ପୂର୍ଣ ଭାବରେ ।
ପ୍ରଥମ ସଙ୍କେତ: ନବରାତ୍ରି ପୂଜା ସମୟରେ ଯଦି ଆପଣଙ୍କୁ ଏହା ଅନୁଭବ ହୋଇଥାଏ କି ମାଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଛନ୍ତି ବା ଅଚାନକ ଲାଗେ ମା ଦୂର୍ଗା ଆପଣଙ୍କୁ ଦେଖୁଛନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଦିତୀୟ ସଙ୍କେତ: ଯଦି ନବରାତ୍ରି ସମୟରେ ଆପଣଙ୍କ ଘର ଦ୍ଵାରାରେ କୌଣସି କନ୍ୟା ଲାଲ ବସ୍ତ୍ର ଧାରଣ କରି ଠିଆ ହୋଇଥାଏ ଏବଂ ଆପଣ ତାଙ୍କୁ ଦେଖି ବହୁତ ଖୁସି ହୁଅନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ ।
ଆପଣଙ୍କୁ ସେହି କନ୍ୟାକୁ କୌଣସି ଉପହାର ଦେବା ଦରକାର । ଏହାଦ୍ବାର ସାକ୍ଷାତ ମା ଦୁର୍ଗା ହିଁ ସେହି କନ୍ୟା ରୂପରେ ଆପଣଙ୍କୁ ସଙ୍କେତ ଦିଅନ୍ତି । ଯଦି ସ୍ଵପ୍ନରେ ଆପଣ ଦେଖନ୍ତି କୌଣସି କନ୍ୟା ଆପଣଙ୍କୁ ଦେଖି ହସୁଛି ତେବେ ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ଜାଣନ୍ତୁ ।
ତୃତୀୟ ସଙ୍କେତ: ଯଦି ଆପଣ ସ୍ଵପ୍ନରେ ମାଙ୍କ ପଦ ଚିହ୍ନ ଦେଖି ତାହାର ପିଛା କରୁଛନ୍ତି କିନ୍ତୁ ମା ଦୂର୍ଗାଙ୍କୁ ପାଉନାହାନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହାଫଳରେ ଘରେ ଯଦି କିଏ ରୋଗଗ୍ରସ୍ତ ଥିବେ ତେବେ ସିଏ ସମ୍ପୂର୍ଣ ଭଲ ହୋଇଯିବେ । ଚତୁର୍ଥ ସଙ୍କେତ: ମା ଦୂର୍ଗାଙ୍କ ଆଳତି କରୁଥିବା ସମୟରେ ଯଦି ଅଚାନକ ଆପଣଙ୍କ ଆଖିରେ ଲୁହ ଆସିଯାଏ ତେବେ ଏହା ମାଙ୍କ ସଙ୍କେତ ହି ହୋଇଥାଏ ।
ଏବଂ ଆପଣଙ୍କର ସମସ୍ତ ଇଚ୍ଛା ଏବେ ପୂର୍ଣ ହେବ । ପଞ୍ଚମ ସଙ୍କେତ: ଜସଡି ନବରାତ୍ରି ସମୟରେ ମା ଦୂର୍ଗାଙ୍କ ପ୍ରିୟ ବସ୍ତୁ ବାରମ୍ବାର ଆପଣଙ୍କ ଆସେ ତେବେ ଏହାକୁ ଶୁଭ ସଙ୍କେତ ବୋଲି ଭାବନ୍ତୁ । ଯଦି ଆପଣ ମାନଙ୍କୁ ମଧ୍ୟ ନବରାତ୍ରି ସମୟରେ ଏହିସବୁ ସଙ୍କେତ ମିଳେ ତେବେ ଜାଣିରଖିବେ କି ମାତା ଦୂର୍ଗା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ।
ଯାହା ଫଳରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଏବଂ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢିଥିବାରୁ ଧନ୍ୟବାଦ ।