ନବରାତ୍ରିରେ ମିଳିଲେ ଏହି 9 ଟି ସଂକେତ ମା ଦୂର୍ଗା ଅଛନ୍ତି ଆପଣକ ଉପରେ ପ୍ରସନ୍ନ, ଆପଣଙ୍କ ସହ ନିଶ୍ଚୟ କିଛି ଭଲ ହେବ

ହିନ୍ଦୁ ଧର୍ମରେ ନବରାତ୍ରିରେ ଘଟ ସ୍ଥାପନ କରାଯାଏ । ଏହି ନଅ ଦିନରେ ମା ଦୂର୍ଗାଙ୍କର ଭକ୍ତି ଭାବର ସହ ବିଧି ବିଧାନ ଅନୁଯାୟୀ ପୂଜା ପାଠ କରାଯାଏ । ଏହି ସମୟରେ ପୂଜା ବା ବ୍ରତ କରିଲେ ଭଲ ଫଳ ମିଳିଥାଏ । ଏହି ନବରାତ୍ରିରେ ମା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ତାଙ୍କ ଭକ୍ତ ମାନଙ୍କ ଉପରେ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଭଲ ସମୟ ଆସିବାକୁ ଯାଉଛି । ଏହି ସଂକେତ ଗୁଡିକ ପଶୁପକ୍ଷୀ ବା ପ୍ରକୃତି ଦ୍ଵାରା ଜଣା ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ କଣ ରହିଛି ।

୧- ଯଦି ଆପଣ ନବରାତ୍ରିରେ ଘଟ ସ୍ଥାପନ କରି ସେଥିରେ ଧାନ ଗଛ ଲାଗନ୍ତି ତେବେ ଏହା ଶୁଭ ହୋଇଥାଏ । ଯଦି ଗଛ ଠିକ ବାହାବେ ବଢିଥାଏ ତେବେ ଏହା ଧନ ଆସିବାର ସୂଚନା ଦେଇଥାଏ । କିନ୍ତୁ ଯଦି ଗଛ ବଢେ ନାହି ତେବେ ଏହା ଧନ ହାନିର ସଙ୍କେତ ଦେଇଥାଏ ।

୨- ଯଦି ଏହି ଗଛରେ ଭଲ ଭାବେ ଅଙ୍କୁର ହୋଇଥାଏ ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ଖୁସି ଖବର ଆସିବାର ସୂଚନା ମିଳିଥାଏ । ଯଦି ଅଙ୍କୁର ଗଛରେ ଠିକ ଭାବେ ନ ରୁହେ ତେବେ ଏହା ସୂଚନା ମିଳିଥାଏ କି ବ୍ୟକ୍ତି ଜୀବନରେ ଭଲ ଖରାପ ସମୟ ମିଶି କରି ରହିବ ।

୩- ଯଦି ନବରାତ୍ରିରେ ଆପଣଙ୍କ ମନ ପ୍ରସନ୍ନ ତୁହେ ବା ସକାଳେ ଜଲ୍ଦି ନିଦ ଭାଙ୍ଗିଯାଏ ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହା ସହ ଯଦି ଆମ ଦୂର୍ଗାଙ୍କ ପୂଜା ପାଠରେ ଆପଣଙ୍କ ମନ ସର୍ବଦା ଚଳ ଚଞ୍ଚଳ ରୁହେ ତେବେ ଏହା ସୂଚନା ଦେଇଥାଏ କି ମା ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି ।

୪- ଯଦି ନବରାତ୍ରିରେ ଗୋ ମାତା ବାରମ୍ବାର ଆସନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ଖୁସି ଆସିବାର ସଂକେତ ମିଳିଥାଏ । ଏହା ଦ୍ଵାରା ଜୀବନରେ କିଛି ପରିବର୍ତ୍ତନ ମଧ୍ୟ ହୋଇଥାଏ ।

୫- ଯଦି ସ୍ଵପ୍ନରେ ନବରାତ୍ରିରେ ବାରମ୍ବାର ସିଂହ ଦେଖାଯାଏ ତେବେ ମା ଦୂର୍ଗାଙ୍କର ଆଶୀର୍ବାଦ ରହିବା ସହ ଆପଣଙ୍କର ଶତ୍ରୁ ଦମନ ହୋଇଥାଏ । ଏହା ସହ ଆପଣଙ୍କର କୌଣସି ମନସ୍କାମନା ପୂରଣ ହେବାକୁ ଯାଉଛି । କାରଣ ମା ଦୂର୍ଗାଙ୍କର ବାହନ ହେଉଛି ସିଂହ ।

୬- ଯଦି ଆପଣଙ୍କ ସ୍ଵପ୍ନରେ ଛୋଟ କନ୍ୟା ଦେଖାଯାଏ ତେବେ ଏହା ମା ଦୂର୍ଗାଙ୍କର ସ୍ୱରୂପ ବୋଲି ମାନାଯାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଭଲ ସମୟ ଆସିବା ସହ ଘରେ ସୁଖ ସମୃଦ୍ଧି ଆସିବାର ସଂକେତ ମିଳିଥାଏ ।

୭- ଯଦି ଆପଣଙ୍କ ଘରେ ପେଚା ନବରାତ୍ରିରେ ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଧନ ବୃଦ୍ଧି ହେବାର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *