ନିମ୍ବ ତେଲର 5ଟି ଫାଇଦା, ଯାହା ଜାଣି ଆପଣ ବିଶ୍ଵସ୍ସ କରି ପରିବେନି- ଭଲ କରେ ଏହି ବଡ ରୋଗ

ଲିମ୍ବ ତେଲ ଆମ ଶରୀର ପାଇଁ ବହୁତ ଲାଭ ଦାୟକ । ବହୁତ ରୋଗର ନିବାରଣ ପାଇଁ ଏହକୁ ବ୍ୟବହାର କରାଯାଏ । ଯେଉଁ ପ୍ରକାରେ ଲିମ୍ବ ତେଲ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ସେହି ପରି ୟାକୁ ବ୍ୟବହାର କରି ଚେହେରା ରେ ସୁନ୍ଦରତ ଆଣିପାରିବ । କିନ୍ତୁ  ବହୁତଲୋକ ଏହି ତେଲର ଫାଇଦା ବିଷୟରେ କମ ଜାଣିଛନ୍ତି । ସହଜରେ ମିଳୁଥିବା ଏହି ତେଲ ରେ ନିଜର ସ୍ବନ୍ଦାର୍ଯା ବଢାଇ ପାରିବେ ।

ଆସନ୍ତୁ ଜାଣିବା ଏହି ତେଲ ର ଫାଇଦା

୧ । ବୟସ ବଢିବାର ଚିହ୍ନ କୁ ରୋକେ

ଲିମ୍ବ ତେଲରେ ଥିବା ଆଣ୍ଟିୟକ୍ସିଡେଣ୍ଟ ବଢୁଥିବା ବୟସକୁ ରୋକୀ ଥାଏ,ଓ ଚେହେରାକୁ ତେଜ ରଖି ଥାଏ । ବୟସକୁ ରୋକିବା ପାଇଁସପ୍ତାହରେ ଦୁଇ ଦିନ 10 ମିନିଟ୍ସ ପର୍ଯନ୍ତ ଚେହେରା ଓ ଗଲରେ ମାଲିସି କରନ୍ତୁ । ଏମିତି ନିୟମିତ କରିବା ଦ୍ଵାରା ଶୀଘ୍ର ବୁଢୀ ହେବେନି,ଓ ତେଜ ଦେଖା ଯିବେ ।

୨ । ବାଳ ଝାଡିବା ରିକୀ ଥାଏ

ଲିମ୍ବ ର ତେଲ କୁ ୪-୪ ବୁନ୍ଦା ନାକରା ଦୁଇଛେଦ ରେ ନିୟମିତ ଭାବେ ପକାନ୍ତୁ । ଏହା ସହିତ ଖାଇବା ବାରେ ନିୟମିତ ରୂପେ କ୍ଷୀରରେ ସେବନ କରନ୍ତୁ । ଏହା  କରିବା ଦ୍ଵାରା  ବଳ ଝଡିବା କାମେ, ଓ ମଜଭୁତ ଗହଳ ବନେ ।

3 । ବ୍ରଣ ରୁ ମୁକ୍ତି ମିଳେ

ଲିମ୍ବ ରୁ ମିଳୁଥିବା ଆଣ୍ଟି-ଏନ୍ଫ୍ଳେମେଟେରୀ ଓ ପୀଡାନସକ ବ୍ରଣ କୁ କମ କାରିବାରେ ସାହାଯ୍ୟ କରେ ।   ଲିମ୍ବ ରେ ମିଳୁଥିବା ଆଣ୍ଟି-ବ୍ୟାକ୍ଟେରିଆ  ଗୁଣ  ଚେହେରା ରେ ବ୍ରଣ ବାହାରୁଥିବା ବ୍ୟାଟେରୀଆକୁ ଖତମ କରିଥାଏ । ଏହି ତେଲ ବ୍ରଣ ରେଲଗେଇବା ଦ୍ଵାରା ଫୁଲିବା ଓ ରେଡ କମିଥାଏ ।

୪ । ଲିମ୍ବ ତେଲ ରେ ବିଟବିନ ଇ ଓ ଫ୍ୟାଟି ଏସିଡ ପର୍ଯପ୍ତ ପରିମାଣରେ ରହିଛି,ଆମର ଚେହେରା ର ସୌନ୍ଦର୍ଯ୍ୟ ବଢାଇଥାଏ । ଖାସକରି ସିତ ଦିନେ ଗାଧୋଇବା ପରେ ଲିମ୍ବ ତେଲକୁ ୧ ଭାଗ ନଡିଆ ତେଲରେ ମିଶାଇ ପୁରା ଶରୀରରେ ଲଗାନ୍ତୁ ।

.୫ । ଆଇବ୍ରୋ ଓ ଆଖିପତା ର ସ୍ୱାସ୍ଥ୍ୟ ପାଇଁ

ଯିଏ  ଚେହେରାରେ ଲିମ୍ବ ତେଲ ଲଗାଏ ତାର ଆଇବ୍ରୋ ଓ ଆଖିପତା ସୁସ୍ଥ ରହେ । ତେବେ ପ୍ରତୀକ ଦିନ କିଛି ଅଳ୍ପ ପରିମାଣର ତେଲ ମୁହଁରେ ମସଜ କରି ସୁଅନ୍ତୁ ଦେଖିବେ ଅପଙ୍କ ଚେହେରାରେ କେତେ ପରିବର୍ତ୍ତନ ଆସିବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *