ନିଜ ଘରର ନାମ ଉଜ୍ଵଳ କରିଥାନ୍ତି, ଏହି 3 ନାମର ଝିଅ- Jyotisha Shastra

ଆମେ ସମସ୍ତେ ନିଜର ଭବିଷ୍ୟତ ସମ୍ଭନ୍ଧ ରେ ଜାଣିବାକୁ ଉସ୍ଥାହିତ ନିଶ୍ଚୟ ହୋଇଥାଉ । ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ସେ ନିଜର ଭବିଷ୍ୟତ ସମ୍ଭନ୍ଧ ରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାଏ । ତେବେ ଆମେ ଜାଣିଚୁ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆମେ ନିଜ ର ଭବିଷ୍ୟତ , ଅତୀତ, ଵର୍ତମାନ ଆଦି ସମ୍ପର୍କରେ ଜାଣିପାରୁ । ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ଆଂଶିକ ଭାବେ ଆମେ ଜାଣି ଥାଉ । ବିଶେଷ କରି ଆମେ କୌଣସି ବ୍ୟକ୍ତିଙ୍କ ସ୍ଵଭାଵ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ର ସାହାର୍ଯ୍ୟ ନେଇଥାଉ ।

ତେବେ ସେହି ଭଳି ଜ୍ୟୋତିଷ ଶାସ୍ତ୍ର ରେ ଅନେକ ଉପାୟ ରହିଥାଏ ଯାହା ଦ୍ୱାରା ଆମେ ଜାଣିଥାଉ କି କେଉଁ କେଉଁ ବ୍ୟକ୍ତି ମାନେ ବହୁତ ଭାଗ୍ୟବାନ ଅଟନ୍ତି କେଉଁମାନେ ନୁହନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ମଣିଷ ର ଅତୀତ, ବର୍ତ୍ତମାନ, ଭବିଷ୍ୟତ ରେ ହେବାକୁ ଥିବା ପରିଣାମ ସମ୍ଭନ୍ଧ ରେ ଜଣା ଯାଇଥାଏ ।

ତେଣୁ ଜ୍ୟୋତିଷ ଶାସ୍ତ୍ର ରେ ଅନେକ ପ୍ରକାରର ଉପାୟରେ ମଣିଷର ବ୍ୟକ୍ତିତ୍ୱ ସମ୍ପର୍କ ରେ ଓ ସ୍ଵଭାଵ ସମ୍ପର୍କ ରେ ଜାଣିହୁଏ । ଯେପରି ଜାତକ , ହାତ ରେଖା , କପାଳ ରେଖା , ଓ ମଣିଷ ର ନାମର ପ୍ରଥମ ଅକ୍ଷର ରୁ ଜଣାପଡ଼ିଥାଏ । ତେବେ ସେହି ଭଳି କିଛି ନାମର ପ୍ରଥମ ଅକ୍ଷରର ଲୋକମାନଙ୍କ ମଧ୍ୟରୁ ଆମେ କିଛି ଝିଅ ମାନଙ୍କ ସମ୍ପର୍କ ରେ କହିବୁ ।

ଯେଉଁମାନଙ୍କ ପ୍ରଥମ ଅକ୍ଷର ଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱ ସମ୍ପର୍କ ଓ ସ୍ଵଭାଵ ବିଷୟରେ ରେ ଜଣାଯିବ । ଏହି ଝିଅ ମାନେ ନିଜ ପରିବାର ପାଇଁ ବହୁତ ଗର୍ବ ଓ ଗୌରବ ର କାର୍ଯ୍ୟ କରିଥାନ୍ତି । ଏହି ଝିଅ ମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନଙ୍କ ପାଇଁ ସେ ଘରେ କେବେବି କୌଣସି ଅସୁବିଧା ଓ କଷ୍ଟ ଆସି ନ ଥାଏ ।

ତେବେ ପ୍ରଥମ ଅକ୍ଷର ହେଉଛି D ଏହି ଅକ୍ଷରରେ ପଡୁଥିବା ନାଁ ର ଝିଅ ମାନେ ବହୁତ ପ୍ରତିଭାବାନ ଅଟନ୍ତି । ଏମାନେ ଯେକୌଣସି କଳା କୌଶଳକୁ ନିଜ ପ୍ରତିଭାରେ ସାମିଲ କରିଥାନ୍ତି । ଏମାନେ ନିଜ ପ୍ରତିଭା ରେ ନିଜ ଘରର ମାନ ସମାନ ବୃଦ୍ଧି କରନ୍ତି ।

ଦ୍ଵତୀୟ ଅକ୍ଷର ହେଉଛି S ଏହି ଅକ୍ଷରରେ ପଡୁଥିବା ନାମର ଝିଅ ମାନେ ଯେକୌଣସି କଳା କୌଶଳ କୁ ବହୁତ ଶୀଘ୍ର ଶିଖିଥାଆନ୍ତି । ଏମାନେ ବହୁତ ଚତୁର ସ୍ଵଭାଵ ର ଅଟନ୍ତି । ଏମାନେ ବ୍ୟବସାୟ ରେ ବହୁତ ଲାଭବାନ ହୋଇଥାନ୍ତି । ଏମାନେ ନିଜ କଳା ଓ କୌଶଳ ରେ ଅର୍ଥ ଉପାର୍ଜନ ର ରାସ୍ତା ମଧ୍ୟ କାଢ଼ିଥାନ୍ତି । ତୃତୀୟ ଅକ୍ଷରର ଟି ହେଉଛି A ଏହି ନାମ ର ଝିଅ ମାନଙ୍କ ର ବୁଦ୍ଧି ବହୁତ ଭଲ ଅଟେ ।

ଏମାନେ ସର୍ବଦା ନିଜକୁ ନିଜେ ପ୍ରେରିତ କରିଥାନ୍ତି । ଏମାନେ ନିଜ କାର୍ଯ୍ୟ ଓ କୌଶଳରେ ନିଜର ବୁଦ୍ଧି ମଧ୍ୟ ପ୍ରୟୋଗ କରିଥାନ୍ତି । ଏମାନେ କେବେବି କାହା ସହିତ ନିଜକୁ ତୁଳନା କରିବାକୁ ପସନ୍ଦ କରନ୍ତିନି । ଏମାନେ ନିଜର ଓ ନିଜ ଘର ପାଇଁ ବହୁତ ସମ୍ମାନ , ଗୌରବ ଓ ଧନ ଉପାର୍ଜନ କରିଥାନ୍ତି । ଏହି ୩ ଟି ଅକ୍ଷରର ଝିଅ ମାନେ ବହୁତ ଭାଗ୍ୟବାନ, ପ୍ରତିଭାଶାଳୀ, ଅଟନ୍ତି ।

Leave a Reply

Your email address will not be published. Required fields are marked *