ନୂଆବର୍ଷରେ ଘରକୁ ଆଣନ୍ତୁ 2ଟଙ୍କାର ଏହି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆସୁଅଛି ନୂଆବର୍ଷ ୨୦୨୩ । ଏହି ଦିନ ଲୋକମାନେ ବହୁତ ଶୁଭ ଦିନ ଭାବି ଅନେକ ଜିନିଷ କିଣିକି ଘରକୁ ଆଣିଥାନ୍ତି । ଏହି ସାମଗ୍ରୀ ଆଣିବା ଦ୍ଵାରା ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ଜୀବନରେ ଏମିତି ମୋଡ ଆସିଥାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଏହି ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ଜୀବନରେ ସୁଖ, ସମୃଦ୍ଧି, ଧନ ସମ୍ପତି ହେବା ସହ ଆଧ୍ୟାତ୍ମ ରେ ପରି ପୂର୍ଣ୍ଣ ହୋଇଥାଏ ।

ତେବେ ଏହି ୫ରୁ ୭ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ନୂଆବର୍ଷ ଦିନ ଘରକୁ ଆଣିଲେ ଧନର ବୃଦ୍ଧି ହୋଇଥାଏ ଆସନ୍ତୁ ଜାଣିବା । ୧- ଶୁଆର ଚିତ୍ର : ନୂଆବର୍ଷ ଦିନ ଘରକୁ ଶୁଆ ଥିବା ଏକ ଫୋଟୋ ଆଣନ୍ତୁ । ଯଦି ଆପଣଙ୍କର ପାଠ ପଢାରେ ମନ ଲାଗୁ ନାହି ବା ଚାକିରିରେ ସମସ୍ଯା ହେଉଛି ତେବେ ନୂଆବର୍ଷ ଦିନ ଶୁଆ ର ଚିତ୍ର ଆଣି ଘରର ଉତ୍ତର ଦିଗରେ ଲଗାନ୍ତୁ । ଏହା ଦ୍ଵାରା ପଢୁଥିବା ପିଲାଙ୍କର ମନ ପଢା ରେ ବିଶେଷ ଭାବେ ଲାଗିବା ସହ ଘରେ ସୁଖ ସମୃଦ୍ଧି ଆସିଥାଏ ।

୨- ଶଙ୍ଖ : ହିନ୍ଦୁ ଧର୍ମରେ ଶଙ୍ଖକୁ ବହୁତ ପବିତ୍ର ମାନାଯାଏ । ସମୁଦ୍ର ମନ୍ଥନ ସମୟରେ ଶଙ୍ଖର ଉତପତି ହୋଇଥିଲା । ନୂଆବର୍ଷ ଦିନ ଶଙ୍ଖ ଘରକୁ କିଣି ଆଣିଲେ ଶୁଭ ମାନାଯାଏ । ଭଗବାନ ବିଶୁଣୁ ସ୍ଵୟଂ ଶଙ୍ଖ ଧାରଣ କରିଥାନ୍ତି । ଶଙ୍ଖ ଆଣିବା ଦ୍ଵାରା ଖରାପ ଶକ୍ତି ଦୂର ହେବା ସହ ମା ଲକ୍ଷ୍ମୀ ସ୍ଥାୟୀ ଭାବେ ଘରେ ରହିଥାନ୍ତି ।

୩- ଭଗବାନ ଗଣେଶଙ୍କ ମୂର୍ତ୍ତି : ନୂଆବର୍ଷ ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ । କାରଣ ଭଗବାନ ଗଣେଶ ପୂଜନୀୟ ଓ ଆରାଧ୍ୟ ଦେବତା ଅଟନ୍ତି । ଯେଉଁ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଥାଏ ସେଠାରେ ସୁଖ ସମୃଦ୍ଧି ରହିଥାଏ ।

୪- ତୁଳସୀଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ମାନାଯାଏ ଏହା ଆପଣ ଜାଣିଥିବେ । ପ୍ରତିଦିନ ତୁଳସୀ ଗଛକୁ ପୂଜା କରିଲେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପା ଲାଭ ହୁଏ । ଯେଉଁ ମାନଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇପାରୁ ନାହି ବା ନୂଆବର୍ଷ ଭଲରେ କାଟିବା ପାଇଁ ଘରେ ତୁଳସୀ ଗଛ ଲଗାନ୍ତୁ ।

୫- ମୟୁର ପର : ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହେଉଛି ମୟୁର ପର । ମୟୁର ପରକୁ ନୂଆବର୍ଷ ଦିନ ଘରକୁ ଆଣି ଉତ୍ତର ଦିଗରେ ଲଗାନ୍ତୁ । ଏହା ଦ୍ଵାରା ଯେତେ ବି ନେଗେଟିଭ ଶକ୍ତି ଥାଏ ତାହା ଦୂର ହୁଏ । ଧନର ବୃଦ୍ଧି ହୋଇଥାଏ ।

୬- ଚାନ୍ଦିର ହାତୀ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନୂଆବର୍ଷ ଦିନ ଚାନ୍ଦିର ଅଟାଇ ଘରକୁ କିଣି ଆଣିଲେ ବ୍ୟାପାର ଓ ଚାକିରିରେ ବହୁ ମାତ୍ରାରେ ଉନ୍ନତି ହୋଇଥାଏ ।

୭- ଧାତୁରେ ତିଆରି କଇଁଛ : ନୂଆବର୍ଷ ଦିନ ଧାତୁରେ ତିଆରି କଇଁଛ ଘରକୁ ଆଣିଲେ ଶୁଭ ହୋଇଥାଏ । ଏହାକୁ ଉତ୍ତର ଦିଗରେ ରଖିଲେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *