Odia GK: ମୃତ୍ୟୁ ପରେ ବି ଠିଆ ହୋଇପାରେ ସେ କିଏ ? ଏହା ସହ ଆହୁରି ୨୦+ ପ୍ରଶ୍ନଉତ୍ତର

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏମିତି କିଛି ପ୍ରଶ୍ନ ଯାହାର ଉତ୍ତର ଆପଣ ଖୋଜି ପାଉନଥିଲେ । ଆପଣଙ୍କ ମନରେ ଥିବା ସେହି ସବୁ ପ୍ରଶ୍ନର ଉତ୍ତର ଜାଣି ନିଜ ଜ୍ଞାନ ବଢେଇବା ସହ ପିଲାମାନଙ୍କର ପାଠ ପଢାରେ ମଧ୍ୟ ସହାୟ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ଅଜଣା ପ୍ରଶ୍ନର ଉତ୍ତର ।

1: ଓଡିଶାର କ୍ଷୁଦ୍ରତମ ଜିଲ୍ଲା କିଏ ? ଉତ୍ତର: ଜଗତସିଂପୁର । 2: ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ କେଉଁଟି ? ଉତ୍ତର: ଭଦ୍ରକ(ବାର୍ଷିକ ବୃଷ୍ଟିପାତ ଅନୁଯାୟୀ ଭଦ୍ରକ ସର୍ବାଧିକ ବୃଷ୍ଟପାତ ଅଞ୍ଚଳ) । 3: ଓଡିଶାର ବୃହତ୍ତମ ପର୍ବ କଣ ? ଉତ୍ତର: ରଜ ପର୍ବ ଓ ଦଶହରା । 4: ଓଡିଶାର ବୃହତ୍ତମ ଜିଲାର ନାମ କଣ? ଉତ୍ତର: ଗଞ୍ଜାମ । 5: ଓଡିଶାର ବୃହତ୍ତମ ଉଷ୍ମ ପ୍ରସବଣ ? ଉତ୍ତର: ଅଟ୍ରୀ ( ବାଘମାରୀ ଖୋର୍ଦ୍ଧା ) ।

6: ଓଡିଶାର ବୁହତ୍ତମ ଜିଲା( ଆୟତନ ତୁଳନାରେ ) ଉତ୍ତର: ମୟୂରଭଞ୍ଜ । 7: ଓଡିଶାର ବଡ ସହର ନାମ କଣ କଣ ? ଉତ୍ତର: କଟକ, ଭୁବନେଶ୍ଵର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ଵର । 8: ଓଡିଶାର ବୃହତ୍ତମ ଦୁଗ୍ଧ ଶୀତଳିକରଣ କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଉତ୍ତର: ପାଇକମାର( ବରଗଡ ) । 9:ବିଜୁ ଜନତା ଦଳ( ବିଜେଡି) ଏହାର ସଭାପତି କିଏ ଅଟନ୍ତି ? ଉତ୍ତର: ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

10: ଛତ୍ରପତି ଶିବାଜି ଅନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ ? ଉତ୍ତର: ମୁମ୍ବାଇ । 11: ଏନୋର ପୋୱ୍ବେର ଷ୍ଟେସନ କେଉଁଠାରେ ଅବସ୍ଥିତ? ଉତ୍ତର: ତାମିଲନାଡୁ । ଗଙ୍ଗା ନଦୀର ଉଚ୍ଚତା କେତେ? ଉତ୍ତର: ୮୩୮୪ ମିଟର । 12: କାଞ୍ଚନଜଙ୍ଗା ଶୃଙ୍ଗର ଉଚ୍ଚତା କେତେ? ଉତ୍ତର: ୮୫୩୮ ମିଟର । 13: ଭାରତର ଜାତୀୟ ଆନ୍ଦୋଳନ କାହାକୁ କୁହାଯାଏ ? ଉତ୍ତର: ଭାରତଛାଡ ଆନ୍ଦୋଳନ ।

14: ଜାତୀୟ ଗଛ କାହାକୁ କୁହାଯାଏ ? ଉତ୍ତର: ବରଗଛ । 15: କେଉଁ ଦେଶରେ ସୁନାର ଗାଡି ଚାଲିଥାଏ ? ଉତ୍ତର: ସାଉଦି ଆରବ । 16: କେଉଁ ଜିନିଷ ଆମେ ଥରେ କିଣି ବର୍ଷେ ବ୍ୟବହାର କରିଥାଉ ? ଉତ୍ତର: କ୍ୟାଲେଣ୍ଡର । 17: ph.d ଫୁଲଫର୍ମ କଣ ? ଉତ୍ତର: ଡକ୍ଟର ଅଫ ଫିଲୋସୋଫି । 18: ମୃତ୍ୟୁ ପରେ ବି ଠିଆ ହୋଇପାରେ ସେ କିଏ ? ଉତ୍ତର: ଗଛ । 19: କାହାର ପଞ୍ଚୋଟି ଆଙ୍ଗୁଠି ଥାଏ ହେଲେ ହାତ ନଥାଏ ? ଉତ୍ତର: ଗ୍ଲୋବ ।

20: ଭାରତର କେଉଁ ରାଜ୍ୟରେ କୁକୁର  ମାଂସ ଖାନ୍ତି ? ଉତ୍ତର: ନାଗାଲାଣ୍ଡ । 21: ଏକ ଠାରୁ ଶହେ ପର୍ଯ୍ୟନ୍ତ ଗଣନା କାଲେ ସମୁଦାୟ କେତୋଟି 0 ଆସିଥାଏ । ଉତ୍ତର: 11ଟି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲଇକ ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *