600 ବର୍ଷ ପରେ ଖୁସି ହୋଇଛନ୍ତି ରାହୁ କେତୁ, ଏହି 5 ରାଶିକୁ 2023 ରେ କରିବେ ମାଲାମାଲ 

ନମସ୍କାର ବନ୍ଧୁଗଣ, ରାହୁ କେତୁ ଦୁଇଟି ଗ୍ରହ ଯେଉଁମାନେ କି ପାପୀ ଗ୍ରହ ଭାବରେ ପରିଚିତ । ତେବେ ଏହି ଦୁଇ ଗ୍ରହ ଆସନ୍ତା ୨୦୨୩ ବର୍ଷରେ କିଛି ରାଶିରେ ଶୁଭ ଅବସ୍ଥିତିରେ ରହିବାକୁ ଯାଉଛନ୍ତି । ତେବେ ରାହୁ କେତୁଙ୍କ ୬୦୦ ବର୍ଷ ପରେ କେଉଁ ୫ ରାଶି ଉପରେ ଖୁସି ହେବାକୁ ଯାଉଛନ୍ତି ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ତୁଳା ରାଶି: ଆପଣ ନିଜ ମନରେ ଥିବା ଭଲ ଭାବନା ଦ୍ଵାରା ନିଜ ଚାରିପାଖରେ ଥିବା ଲୋକଙ୍କୁ ପ୍ରଭାବିତ କରିବେ । ନିଜ ଭିତରେ ଲୁଚି ରହିଥିବା କଳାର ପ୍ରଦର୍ଶନ କରିବା ପାଇଁ ଆପଣଙ୍କୁ ଏହି ସମୟରେ ଭଲ ସୁଯୋଗ ମିଳିବାକୁ ଯାଉଛି । ଆପଣ ଯେଉଁ କାମରେ ହାତ ଦେବେ ତାହା ପୁରା ହେବ ।

ବିଛା ରାଶି: ଏହି ସମୟ ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କ ସହ ସମୟ ବିତାଇବାର ସୁଯୋଗ ଦେବ । ଆପଣ ଯଦି କୌଣସି କ୍ଷେତ୍ରରେ ଟଙ୍କା ନିବେଶ କରିବା ପାଇଁ ଚହୁଁଛନ୍ତି ତେବେ ଏହି ସମୟଟି ଆପଣଙ୍କ ପାଇଁ ଉତ୍ତମ ସମୟ ଅଟେ । ମେଷ ରାଶି: ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବାକୁ ଯାଉଛି । ଆପଣଙ୍କ ଭାଗ୍ୟରେ ଥିବା ସମସ୍ତ ଜିନିଷ ଏବେ ଆପଣଙ୍କୁ ମିଳିବାକୁ ଯାଉଛି । ଜୀବନରେ ଧନ ରୋଜଗାର କରିବାର ଯୋଗ ରହିଛି ।

ସିଂହ ରାଶି: ଆପଣ ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଏହି ରାଗ ହିଁ ଆପଣଙ୍କୁ ହଇରାଣରେ ପକାଇଥାଏ । ଆପଣ ନିଜ କାର୍ଯ୍ୟ ଆରମ୍ଭ କରିବାର ନିସ୍ପତି ଭାବି ଚିନ୍ତି ନିଅନ୍ତୁ । ବ୍ୟସ୍ତ ବିବ୍ରତ ହୋଇ ନେଇଥିବା ନିସ୍ପତି ଆପଣଙ୍କୁ ଅସୁବିଧାରେ ପକାଇପାରେ ।  ଧନ ଲାଭ ହେବାର ବହୁତ ଭଲ ସୁଯୋଗ ମିଳିବାକୁ ଯାଉଛି ।

ଧନୁ ରାଶି: ଆପଣଙ୍କ ଜୀବନରେ ଚାଲିଥିବା ସବୁ ଅସୁବିଧା ଏବେ ଦୂର ହେବାକୁ ଯାଉଛି । ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି । ବୈବାହିକ ଜୀବନରେ ସୁଖ ଆସିବାକୁ ଯାଉଛି । ଆପଣଙ୍କ ଜୀବନସାଥି ଆପଣଙ୍କର ସମ୍ପୂର୍ଣ ସାଥ ଦେବେ । ଘର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ।

କନ୍ୟା ରାଶି: ଆପଣ କରିଥିବା ପ୍ରୟାସର ବହୁତ ଭଲ ଫଳ ମିଳିବାକୁ ଯାଉଛି । ଧନ ସହ ଜଡିତ ହୋଇ ରହିଥିବା ସବୁ ଅସୁବିଧା ଏବେ ଶେଷ ହେବ । ଆପଣଙ୍କ ମନରେ ରହିଥିବା ସମସ୍ତ ଇଚ୍ଛା ଏବେ ପୁରା ହେବାକୁ ଯାଉଛି । ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ମନ ନିବେଶ କରିବେ । ଯାହାର ଫଳ ସ୍ୱରୂପ ପରୀକ୍ଷାରେ ଭଲ ରେଜଲ୍ଟ ସେମାନେ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *