ଲୁଣ ଆଣିବ ଆପଣଙ୍କ ଘରକୁ ଟଙ୍କା, ଆଜି ହିଁ ଘରର ଏହି ଜାଗାରେ ରାଖୀ ଦିଅନ୍ତୁ ଲୁଣ… ତା ପରେ ଦେଖନ୍ତୁ ଚମତ୍କାର  

ଲୁଣର ମହତ୍ଵ ଲୋକମାନେ କେବଳ ଜାଣିଛନ୍ତି କି ଖାଦ୍ୟର ସ୍ଵାଦ ପାଇଁ ଉପଯୋଗୀ ହୋଇଥାଏ । କିନ୍ତୁ ଲୁଣର ଆଉ ଅନେକ ମୁଖ୍ୟ ଭୂମିକା ବିଷୟରେ ଜଣା ନଥାଏ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ ।  ଲୁଣର ପ୍ରଭାବ ମଧ୍ୟ ଘର ଉପରେ ପଡିଥାଏ । ଆପଣଙ୍କ ଆୟୁଷ ସହ ମଧ୍ୟ ଲୁଣର ସାମଞ୍ଜସ୍ୟ ରହିଛି । ତେଣୁ ଜାଣନ୍ତୁ ଲୁଣର ଠିକ ଉପଯୋଗ ସମ୍ପର୍କରେ ଯାହା ଆପଣଙ୍କ ଜୀବନରେ ପଡୁଥିବା କୁପ୍ରଭାବକୁ ଦୁରେଇ ଦେବାରେ ସହାୟ ହୋଇଥାଏ ।

ଆପଣ ଅଳ୍ପ ଲୁଣ ଆଣି ତାହାକୁ ଲାଲ କପଡାରେ ବାନ୍ଧି ଦିଅନ୍ତୁ । ଏହାକୁ ଆପଣ ନିଜ ଘରର ମୁଖ୍ୟ କବାଟ ସମ୍ମୁଖରେ ଟାଙ୍ଗୀ ଦିଅନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘର ଉପରେ ଖରାପ ନଜର ପଡିନଥାଏ । କିମ୍ବା କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିପାରନ୍ତି ନାହିଁ । ଆପଣ ଏହି ଲୁଣର ପୁଟୁଳିକୁ ଯଦି ନିଜର ଧନ ରଖୁଥିବା ଜାଗାରେ ଟଙ୍ଗାଇ ଦିଅନ୍ତୁ ତେବେ ଏହାଦ୍ୱାରା ଆପଣଙ୍କ ଧନର ବୃଦ୍ଧି ହେବାକୁ ଲାଗିଥାଏ ।

ଆପଣଙ୍କ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବାକୁ ଲାଗିଥାଏ । ଆପଣ ଏକ କାଚ ପାତ୍ରରେ ଆଲ୍ଫା ଲୁଣ ନେଇ ନିଜ ଗାଧୁଆ ଘରେ ରଖନ୍ତୁ । ତେବେ ଏହା ଆପଣଙ୍କ ଘରର ବାସ୍ତୁ ଦୋଷକୁ କାଟିଥାଏ । ଏବଂ ଆପଣଙ୍କ ଘରେ ସୁଖ ଶାନ୍ତି ଲାଗିରହିଥାଏ । ଘରର ଯେକୌଣସି କୋଣରେ ଏକ କାଚ ପାତ୍ରରେ ଲୁଣ ରଖନ୍ତୁ । ଏହା ଫଳରେ ଆପଣଙ୍କ ଘରର ମୁଖ୍ୟ ସଦସ୍ୟଙ୍କର ସମସ୍ତ ଅସୁବିଧାର ସାମାଧାନ ହୋଇଯାଇଥାଏ ।

ଆପଣ ବ୍ୟବହାର କରୁଥିବା ଲୁଣକୁ କେବେ ମଧ୍ୟ ଷ୍ଟିଲ, ଲୁହା ଜାଗାରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ଘର ପାଇଁ ବହୁତ କ୍ଷତିକାରି ସାବ୍ୟସ୍ତ ହୋଇପାରେ । ଆପଣଙ୍କ ଘରକୁ ରୋଗ ଆକ୍ରାନ୍ତ କରିଥାଏ ସମସ୍ତ ସଦସ୍ୟ ରୋଗଗ୍ରସ୍ତ ହୋଇପଡନ୍ତି । ଆପଣଙ୍କ ଘରେ ଏହା ଫଳରେ ଅଯଥା ଧନ ମଧ୍ୟ ଖର୍ଚ ହେବାକୁ ଲାଗିଥାଏ । ଲୁଣକୁ ଆପଣ ସର୍ବଦା କାଚ ପାତ୍ରରେ ରଖିବା ଦରକାର ।

ଲୁଣ ତଳେ ଢାଳିବା ବହୁତ ଅଶୁଭ ହୋଇଥାଏ । ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଆପଣଙ୍କ ଘରେ କରଜ ବଢିବାକୁ ଲାଗିଥାଏ । ଆପଣ ଗୁରୁବାର ଦିନକୁ ଛାଡି ଅନ୍ୟ ଦିନ ଘର ପୋଛୁଥିବା ପାଣିରେ ଅଳ୍ପ ଲୁଣ ପକାଇ ଘର ପୋଛନ୍ତୁ । ଏହାଦ୍ୱାରା ଆପଣଙ୍କ ଘରର ଦାରିଦ୍ରତା ଦୂର ହୋଇଥାଏ ।

ଆପଣଙ୍କୁ ଧନ କମେଇବାର ନୂଆ ରାସ୍ତା ମଧ୍ୟ ମିଳିଥାଏ । ଛୋଟ ପିଲାଙ୍କୁ କାହା ନଜର ଲାଗିଥିଲେ ଅଳ୍ପ ଲୁଣ ଆଣି ଶିଶୁର ମୁଣ୍ଡ ଚାରିପଟେ ବୁଲାଇ ଦିଅନ୍ତୁ । ଏହାପରେ ଆପଣ ସେହି ଲୁଣକୁ ନେଇ ବୋହୁଥିବା ପାଣିରେ ନେଇ ପକାଇ ଦିଅନ୍ତୁ । ଏହା ପିଲାର ନଜର ଦୋଷକୁ କାଟିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *