ପାଦର ଆକାର ରୁ ଜାଣନ୍ତୁ ବ୍ୟକ୍ତିର ଭାଗ୍ୟ ଓ ସ୍ଵଭାବ

ଆମେ ଜାଣିଛେ କି ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମେ ଅନେକ କଥା ଶିଖି ପାରିବ । ଜେଭଳିକି ଆମେ ଆପଣଙ୍କୁ କହି ପାରିବା କି ଆମେ ଏହି ଶାସ୍ତ୍ର ଦ୍ଵାରା ଶରୀର ରେ ରହିବା ବିଭିନ୍ନ ଅଙ୍ଗ ଦ୍ଵାରା ଆମେ ଏହାର ପ୍ରଭାବ ବିଷୟରେ କହି ପାରିବା । ଆମେ ସାଧାରଣତଃ ଭାବି ଥାଉ କି ମଣିଷ ର ସ୍ଵଭାବ ଏହାର ଥିବା ଜାତକ ଠାରୁ ହି ମିଳି ଥାଏ । ଯାହା ଦ୍ଵାରା ଆମେ ତାକୁ ଜାଣି ଥାଉ । କିନ୍ତୁ ଏହା ଭି ସତ୍ୟ ଅଟେ କି ଆମେ ଶରୀର କୁ ଦେଖିକି ଏହାକୁ କରି ପାରିବା ।

ଆଜି ଆମେ କହିବା ପାଇଁ ଯାଉଛେ କି ଆମେ ମାନେ ପାଦ ଦ୍ଵାରା କିଭଳି ନିଜକୁ ଦେଖି ପାରିବା ନିଜର ସ୍ଵଭାବକୁ । ଆସନ୍ତୁ ଜାଣିବା । ଯେଉଁ ବ୍ୟକ୍ତିଙ୍କ ପାଦରେ ଥିବା ବୁଢା ଆଙ୍ଗୁଳିର ପର ଆଙ୍ଗୁଳି ବଡ ଥାଏ ଅନ୍ୟ ଆଙ୍ଗୁଳି ଅପେକ୍ଷା । ଏହାକୁ ସେଟିକ ପାଦ ବୋଲି କୁହାଯାଏ । ଏହି ଲୋକମାନେ ଖୁବ ଶୀଘ୍ର କିଛି ଜିନିଷକୁ ବୁଝି ନେଇ ଥାନ୍ତି ଏମାନେ ଖୁବ ସରଲ ଓ ସାଧାରଣ ଜୀବନ ବଞ୍ଚିବା ପାଇଁ ଚାହାନ୍ତି ଏମାନେ ଯେଉଁ ଭି କାମ ହେଉ ତାକୁ ପ୍ରଫେସନ ଭଳି କରି ଥାନ୍ତି ଏମାନଙ୍କ ସନ୍ତାନ ମାନେ ମଧ୍ୟ ଖୁବ ଭଲ ସ୍ଵଭାବର ହୋଇ ଥାନ୍ତି । ଏମାନେ କିଛି ଭି କରିବା ଆଗରୁ ବହୁତ ଚିନ୍ତା କରି ଥାନ୍ତି ।

ଏମାନେ ମାନଶୀକ ସ୍ତରରେ ଖୁବ ଭଲ ହୋଇ ଥାନ୍ତି କିନ୍ତୁ ଏମାନେ ଶାରୀରିକ ସ୍ତରରେ ଅଧିକ ଭଲ ନଥାନ୍ତି ତେଣୁ ଏମାନେ ସାମାନ୍ଯ ଭାଗ୍ୟ ବଞ୍ଚନ୍ତି ବୋଲି କୁହାଯାଏ । ଏହା ପରେ ଜର୍ମାନିକ ଆକୃତି ଆଶୀ ଥାଏ । ଯେଉଁ ମାନଙ୍କ ବୁଢା ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ମାନଙ୍କ ଅପେକ୍ଷା ବଡ ଥାଏ । ତାଙ୍କୁ ବୁଢା ଆଙ୍ଗୁଳି ଅପେକ୍ଷା ବାକି ଆଙ୍ଗୁଳି ଛୋଟ ଓ ସମାନ ଥାଏ । ଏମାନେ ବହୁତ ବୁଦ୍ଧି ମାନ ଅଟନ୍ତି । ଏମାନେ ଯାହାଭି କାମ କରିବା ପାଇଁ ଚାହାଁନ୍ତି ତାକୁ କରି ନିଅନ୍ତି କେଉଁ ଭି କମ ଏମାନଙ୍କ ପାଇଁ କଷ୍ଟ ନଥାଏ ଚାହେଁ ଏହି କାମ ପ୍ରଥମ ଥର କଲେ ମଧ୍ୟ ଏମାନେ ଏହାକୁ ସହଜରେ କରି ନେଇଥାନ୍ତି ।

ଏମାନେ ନିଜ ଜୀବନରେ ଯାହା ଭି କମାନତି ସେହି ତିରେ ଖୁଶି ରହିବା ପାଇଁ ଚେଷ୍ଟା କରନ୍ତି ଏମାନେ ଯାହା ଭି କରନ୍ତି ନିଜ ଜୀବନରେ ସବୁ ବେଳେ ଖୁଶି ଆଣିବା ପାଇଁ ଚେଷ୍ଟା କରନ୍ତି । କିଭଳି ନିଜକୁ ସେତିକିରେ ଚଳାଇବେ ସେମାନେ ଜାଣି ଥାନ୍ତି । ଗ୍ରୀକ ଆଙ୍ଗୁଳି ବାଲା ଲୋକ ଯେଉଁ ମାନଙ୍କ ପାଦର ଶେପ ଏକ ପାହାଡ ଭଳି ହୋଇ ଥାଏ ସବୁ ସମାନ ଭାବରେ ଥାଏ । ଏମାନେ ଅଧିକ କଥା ହେବା ପାଇ ଚାହିଁ ନଥାନ୍ତି । ଏମାନେ ନିଜ କାମ ଦ୍ଵାରା ସବୁ ଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇ ଥାନ୍ତି ।

ନିଜ ବୁଦ୍ଧି ଓ କମ ଦ୍ଵାରା ସବୁ ଜାଗାରେ ସମାନ ପାଇ ଥାନ୍ତି ଓ ସବୁ ଜାଗାରୁ ସମାନ ମଧ୍ୟ ପାଇ ଥାନ୍ତି । ଏହା ପରେ ଆସେ ଇଯିପ୍ଟ ଭଳି ପାଦ ଥିବା ବ୍ୟକ୍ତି ମାନେ ଏମାନଙ୍କ ଆଙ୍ଗୁଳି ଏକ ଖସଡା ଭଳି ସଜେଇ ହୋଇଥାଏ । ଏମାନେ ସାମାଜିକ କାମରେ ଅଧିକ ସମୟ ଦେଇ ଥାନ୍ତି । ଏମାନେ ନିଜ ଜୀବନରେ ଅନେକ ଲୋକ ସହ ମିଶିବା ଓ ସେମାନଙ୍କ ବିଶୟରେ ଜଣାଇବା ଅପାଇନ ଆଗ୍ରହୀ ଥାନ୍ତି ଏମାନେ ରାଜନୀତି ରେ ଅଧିକ ଭାଗ୍ୟଶାଳି ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *