ଏହି ୫ଟି ନାମ ଯୋଡି କେବେ ବି ଭାଙ୍ଗି ନଥାଏ- ଆପଣଙ୍କ ଯୋଡି ନାହି ତ ଏଥିରେ?

ସମସ୍ତେ ନିଜ ଜୀବନରେ ଥରେ କାହାକୁ ଭଲ ପାଇଥାନ୍ତି ଓ କେହି ସଫଳ ହୁଅନ୍ତି କେହି ହାରି ଯାନ୍ତି, କିନ୍ତୁ ଭଲ ପାଇବା ସମସ୍ତଙ୍କ ମନରେ ରହିଥାଏ, ସମସ୍ତଙ୍କୁ ଏମିତି ଗୋଟେ ସଚ୍ଚା ଜୀବନସାଥି ଦରକାର ଯିଏ ତାଙ୍କୁ କେବେ ଧୋକା ଦବ ନାହିଁ ଏବଂ କେବେ ତାଙ୍କୁ ଅଧା ବାଟରେ ଛାଡି ଯିବ ନାହିଁ ଏମିତିକା ଅତୁଟ ସମ୍ପର୍କ ସମସ୍ତଙ୍କୁ ଦରକାର କିନ୍ତୁ ସମସ୍ତଙ୍କୁ ଏହା ପ୍ରାପ୍ତ ହୋଇନଥାଏ,

ଆଜି ଆମେ ଜ୍ଯୋତିଷ ଶାସ୍ତ୍ର ଏବଂ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହା ଯାଇଥିବା କିଛି କଥା କହିବାକୁ ଯାଉଛୁ ତେବେ ତାଙ୍କ ଦ୍ଵାରା ଏହି ନାମ ଯୋଡି କେବେ ଅଲଗା ହୁଅନ୍ତି ନାହିଁ ଓ ସବୁବେଳେ ନିଜ ସାଥିକୁ ଖୁସି ରେ ରଖନ୍ତି ।

ଏ ଓ ଏସ :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଯଦି ଆମେ ଏହା କହୁ ଯେ ଏ ଓ ଏସ ଯୋଡି ସ୍ଵର୍ଗରୁ ବନା ହୋଇକି ଆସିଛି ତେବେ ଏହା ମିଛ ହବ ନାହିଁ କାହିଁକିନା ତାଙ୍କ ଜୀବନରେ ସେ ଦୁହେଁ ଏକାଠି ହେଲା ପରେ କୌଣସି ଅସୁବିଧା ହୋଇନଥାଏ ଏହି ଯୋଡି କେବେ ବି ଅଲଗା ହବା ଦୂର ର କଥା ଝଗଡା ମଧ୍ୟ ବହୁତ କମ କରନ୍ତି ।

ଈ ଓ ବି :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଈ ଆଉ ବି ନାମ ଯୋଡି ଆଖି ବନ୍ଦ କରି ଦୁହେଁ ଦୁହିଙ୍କୁ ଭରସା କରିଥାନ୍ତି ତେବେ ଏହି ଯୋଡି ଲୋକ ଏକାଠି ରହିଲେ ବହୁତ ସୁଖ ଏବଂ ଶାନ୍ତି ଅନୁଭବ କରିଥାନ୍ତି, ଏହି ନାମ ଲୋକ ସବୁବେଳେ ଏକାଠି ରୁହନ୍ତି ଏବଂ ସୁଖ ଜୀବନ ବ୍ଯତୀତ କରନ୍ତି । ତେବେ ଯେଉଁ ସମ୍ପର୍କରେ ଭରସା ହୋଇଥାଏ ସେହି ଯୋଡି କେବେ ଭାଙ୍ଗି ନଥାଏ ସେଥିପାଇଁ ଏହି ଯୋଡି ପାଇଁ ଚିନ୍ତା କରିବା ଉଚିତ ନୁହ ସେ କେବେ ଅଲଗା ହୋଇ ପାରିବେ ନାହିଁ ।

କେ ଓ ଡି :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଏହି ଯୋଡି ମଧ୍ୟରେ ଅଟୁଟ ପ୍ରେମ ହୋଇଥାଏ କେହି ଚାହିଁଲେ ମଧ୍ୟ ଏହି ନାମ ଯୋଡି ଭାଙ୍ଗି ପାରନ୍ତି ନାହିଁ କାହିଁକିନା ଏହି ଯୋଡି ମଧ୍ୟରେ ମନ ବନ୍ଧନ ହୋଇଥାଏ ଯାହା ଏହି ଯୋଡିକୁ ସବୁବେଳେ ଏକାଠି ରଖିଥାଏ ।

ବି ଓ ଏମ :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ବି ଓ ଏମ ନାମ ଯୋଡି ବହୁତ କମ ହୋଇଥାଏ କିନ୍ତୁ ଯୋଡି ଥରେ ସମ୍ବନ୍ଧରେ ଆସିଲା ପରେ କେବେ ଭାଙ୍ଗି ନଥାଏ ଏହି ନାମ ଯୋଡି ଲୋକ ବହୁତ ସରଳ ଏବଂ ଶାନ୍ତ ପ୍ରକୃତି ର ଥାନ୍ତି ତାଙ୍କ ଅନୁଯାଇ ସେ କେବେ ବି କାହାକୁ କଷ୍ଟ ଦବା କଥା ବିଚାର ମଧ୍ୟ କରନ୍ତି ନାହିଁ ।

ଏଚ ଓ ଯେ :

ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଏଚ ଓ ଯେ ନାମକ ଯୋଡି ସତ ଭଲ ପାଇବାର ପ୍ରତୀକ ହୋଇଥାନ୍ତି ତାଙ୍କ କହିବା ଅନୁଯାଇ ଏହି ନାମ ଯୋଡି ଜୀବନରେ କେବେ ଝଗଡା କରନ୍ତି ନାହିଁ ଯଦି ଝଗଡା ହୋଇଯାଏ ତେବେ ବହୁତ ଶୀଘ୍ର ମାନି ଯାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *