Jyotish Shastra- ଦୀର୍ଘ ୧୫ ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଉଛନ୍ତି ଏହି ୬ ଟି ରାଶି, ମିଳିବ ଶନିଦେବ ଙ୍କ କୃପା, ଜୀବନରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହ ଦିଶା ରେ ଅଦଳ ବଦଳ ହୋଇଥାଏ ତେବେ ସେତେବେଳେ ନିଶ୍ଚିତ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ । କିନ୍ତୁ ଆମେ ଏହି ପ୍ରଭାବ କି ବୁଝି ପାରି ନଥାଉ । ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । କିନ୍ତୁ ଏହା ଜାଣିବା ଉଚିତ କି ପ୍ରତ୍ୟେକ ଗ୍ରହ ର ପ୍ରଭାବ ଆମ ଜୀଵନ ଉପରେ ପଡିଥାଏ ।

ଆମ ହିନ୍ଦୁ ଧର୍ମ ରେ ଶନିଦେବ ଙ୍କୁ ନ୍ୟାୟ ର ଦେଵତା କୁହାଯାଏ । ଯେତେବେଳେ ଶନିଦେଵ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତେବେ ସେବେ ସେହି ବ୍ୟକ୍ତି ର ଭଲ ସମୟ ଆରମ୍ଭ ହୋଇ ଯାଇଥାଏ । ଏବଂ ଶନିଦେବ ଙ୍କ ପ୍ରକୋପ ଯଦି କୌଣସି ବ୍ୟକ୍ତି ଉପରେ ପଡେ ତେବେ ସେ ଦରିଦ୍ରତା, ରୋଗ ଆଦି ଏଭଳି ଅନେକ ସମସ୍ୟାରେ ପଡ଼ିଥାଏ । ଶନିଦେଵ କାହାର ଶତ୍ରୁ ନୁହଁନ୍ତି । ସେ ସମସ୍ତଙ୍କର ମିତ୍ର ଅଟନ୍ତି । ଶନିଦେଵ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି ।

ସେ ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଅନୈତିକ ଏବଂ ଅନ୍ୟାୟ କରିଥାଏ ସେହି ବ୍ୟକ୍ତି କି ଶନିଦେଵ କଠୋର ଦଣ୍ଡ ମଧ୍ୟ ଦେଇଥାନ୍ତି । ଯେତେବେଳେ ଶନିଦେଵ ନିଜ ଚଳନ କୁ ବଦଳାଇ ଥାଆନ୍ତି ସେତେବେଳେ ଏହାର ପ୍ରଭାବ କାହା ଉପରେ ଭଲ ଟ କାହା ଉପରେ ଖରାପ ପ୍ରଭାବ ପଡିଥାଏ । ଏବଂ ବାରଟି ରାଶି ମାନଙ୍କ ଉପରେ ଶନିଦେଵ ଙ୍କର ପ୍ରଭାବ ରହିଥାଏ । କିନ୍ତୁ ଏବେ ଜ୍ୟୋତିଷ ଙ୍କ ଅନୁସାରେ କିଛି ଏହି ଭଳି ରାଶି ରହିଛି ଯିଏ ଆସନ୍ତା୨୧ ବର୍ଷ ପର୍ଯ୍ୟନ୍ତ ଖୁସି ଏବଂ ଆନନ୍ଦ ରେ ରହିବେ । ତେବେ ଚାଲନ୍ତୁ ଜାଣିନେବା ସେହି ରାଶି ଗୁଡିକ କିଏ ଏବଂ କଣ ପ୍ରଭାବ ରହିଛି ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶି ଉପରେ ଶନିଦେଵ ଙ୍କର ଅଶେଷ କୃପା ଯୋଗୁଁ । ଏହି ରାଶି ମାନଙ୍କ ଉପରେ ୨୧ ବର୍ଷ ପର୍ଯ୍ୟନ୍ତ କୌଣସି ସମସ୍ୟା ଆସିବ ନାହିଁ । ସେମାନେ ଧନ ର ଅଭାବ ଦେଖିବେ ନାହିଁ । ଏବଂ ଭଲ ଭଲ ନୂତନ ସୁଯୋଗ ମଧ୍ୟ ମିଳିବ । ଏବଂ ଆପଣ ଚିନ୍ତା କରିବା ଉଚିତ ନୁହେଁ । ସର୍ଵଦା ଶନିଦେଵ ଙ୍କ ଉପରେ ଭରସା ବିଶ୍ୱାସ କରିବା ଉଚିତ ।

୨- ଦ୍ୱିତୀୟ ରାଶି ହେଉଛି ସିଂହ ରାଶି । ଏହି ରାଶି ଙ୍କ ଉପରେ ଶନିଦେଵ ଙ୍କର ହିଁ ଆଶୀର୍ବାଦ ରହିଛି । ଏମାନେ ମଧ୍ୟ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ । ଆପଣଙ୍କ ର ସମସ୍ତ ମନୋକାମନା ମଧ୍ୟ ପୂର୍ଣ ହେବ । ଧନ ର କୌଣସି ଅଭାବ ରହିବ ନାହିଁ । ଆପଣ ଶନିଦେଵ କୁ ପୂଜା ଓ ବିଶ୍ୱାସ କରିଥାନ୍ତୁ ।

୩-“ତୃତୀୟ ରାଶି ହେଉଛି କନ୍ୟା ରାଶି । ଏହି ରାଶି ମାନଙ୍କ ଉପରେ ଶନିଦେଵ ବହୁତ ପ୍ରସନ୍ନ ହୋଇ ଛନ୍ତି ଏବଂ ଆପଣ ଙ୍କୁ ମଧ୍ୟ ଧନ ର ଲାଭ ହେବ । ବ୍ୟବସାୟ ରେ ଉନ୍ନତି ହେବ । ଚାକିରୀ ରେ ପଦୋନ୍ନତି ଘଟିବ । ଏବଂ ଆପଣ ଦୁଃଖ କିମ୍ବା ସମସ୍ୟା ଦେଖିବେ ନାହିଁ ।

୪- ଚତୁର୍ଥ ରାଶି ହେଉଛି ରାଶି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଶନିଦେଵ ଙ୍କ କୃପା ରହିଛି । ଆପଣଙ୍କ ର ସମସ୍ତ ମନୋକାମନା ପୁରଣ ହେବ । ଆପଣ ଅନେକ ଖୁସି ଖବର ଶୁଣିବେ । କିନ୍ତୁ ଆପଣ କଳହ ଏବଂ ବାଦ ବିବାଦ ରୁ ଦୁରେଇ ରହିବେ ।

୫- ପଞ୍ଚମ ରାଶି ହେଉଛି କର୍କଟ ରାଶି । ଏହି ରାଶି ମାନଙ୍କ ଉପରେ ମଧ୍ୟ ଶନିଦେଵ ଙ୍କ ର ଅଶେଷକରୁଣା ରହିଛି । ଏମାନ ଙ୍କର କେବେବି ଧନ ର ଅଭାବ ରହିବ ନାହିଁ । ସମସ୍ତ ସୁଖ ସୁବିଧା ରେ ଜୀଵନ ଯାପନ କରିବେ । ଏବଂ ଶନିଦେଵ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ।

୬- ଷଷ୍ଠ ରାଶି ହେଉଛି କୁମ୍ବ ରାଶି । ଶନିଦେଵ ଙ୍କର ଅଶେଷ କୃପା ରହିଛି ଏହି ରାଶିର ବ୍ୟକ୍ତି ଉପରେ । ଏମାନ ଙ୍କର ଅଟକି ଯାଇଥିବା କାମ ପୂରଣ ହୋଇଯିବ । ବ୍ୟବସାୟ ଏବଂ ଚାକିରୀ ରେ ଲାଭ ହେବ ଏବଂ ଉନ୍ନତି କରିବେ । ଏବଂ ଧନ ର ମଧ୍ୟ କୌଣସି ଅଭାବ ରହିବ ନାହିଁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *