ପିତୃ ପକ୍ଷରେ ଯଦି ଏହି 3ଟି ପ୍ରାଣୀ ଘରକୁ ଆସନ୍ତି, ତେବେ ମିଳେ ଏହି ସଂକେତ- Pitru Paksha

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା କେଉଁ ପ୍ରାଣୀ ଆସି ପିଣ୍ଡକୁ ଗ୍ରହଣ କଲେ ଆତ୍ମାକୁ ସ୍ଵର୍ଗ ଗତି କରିବାରେ ସହାୟ ହୋଇଥାଏ । ଶ୍ରାଦ୍ଧ ଦିନ ନାନା ପ୍ରକାର ଭୋଜନ କରି ପିଣ୍ଡ ଦାନ କାହିଁକି କରାଯାଏ ଏବଂ ଏହାକୁ କେଉଁ ଜୀବ ମାନଙ୍କୁ ଖାଇବା ପାଇଁ ଦେବେ ତେବେ ଆସନ୍ତୁ ଆଜି ଏହାକୁ ବିସ୍ତାର ରୁପେ ଜାଣିବା । ଆତ୍ମାକୁ ଯମ ଲୋକକୁ ଯିବା ପାଇଁ ଅନେକ ସମୟ ଲାଗିଥାଏ ।

ତେଣୁ ପିଣ୍ଡ ଦାନ କରି ଭୋଜନ ବାଢିଲେ ଏହାକୁ ଜୀବ ମାନେ ଖାଇଲେ ତାଙ୍କ ପାଖରେ ପହଞ୍ଚିଥାଏ ଯାହା ଦ୍ଵାରା ଯମ ଲୋକ ଯିବାବେଳେ ତାଙ୍କୁ ଭୋକ ଲାଗିନଥାଏ । ଏହି ବାୟୁ ରୂପୀ ଆତ୍ମା ପ୍ରାଣୀଙ୍କ ଦେହ ଧାରଣ କରି ପୃଥିବୀକୁ ଆସନ୍ତି । କୁହାଯାଏ କି ପିଣ୍ଡ ଦାନ ଦିନ ଦ୍ଵାରକୁ ଆସିଥିବା କୌଣସି ପ୍ରାଣୀଙ୍କୁ ଅନାଦର କରିବା ଉଚିତ ନୁହେଁ

କାହିଁକି ନା ତାଙ୍କ ଭିତର ଆପଣଙ୍କ ପିତୃଙ୍କ ବାସ ହୋଇଥାଇପାରେ । ସର୍ବ ପ୍ରଥମ ପ୍ରାଣୀ ହେଉଛି କାଉ: ପୁରାଣ ଅନୁସାରେ ପୂର୍ବ ପୁରୁଷ ମାନେ କାଉ ଙ୍କ ରୂପ ଧାରଣ କରି ନିଜ ପ୍ରିୟ ଲୋକଙ୍କୁ ଭେଟିବା ପାଈଁ ଆସନ୍ତି । ପିତୃ ପକ୍ଷ ସମୟରେ ଯଦି ବର ଗଛରେ କାଉ ବସିଥିବା ଦେଖିବେ ତ ଏହାକୁ ବହୁତ ଶୁଭ ହୋଇଥାଏ । ଯଦି ସେହି କାଉ ଆସି ବୋବାଏ ଏବଂ ଦିଆ ଯାଇଥିବା ଖାଦ୍ଯ ଖାଏ ତେବେ ଏହା ଏକ ଅତ୍ୟନ୍ତ ଶୁଭ ସଙ୍କେତ ।

ଦିତୀୟ ପ୍ରାଣୀ ହେଉଛି କୁକୁର: ଯଦି ସେହି ଦିନ ଅଚାନକ କୌଣସି କୁକୁର ଆସିଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କ ପିତା ସେହି କୁକୁର ରୂପରେ ଆପଣଙ୍କୁ ଆଶ୍ରିବାଦ ପ୍ରଦାନ କରନ୍ତି । ଆସିଥିବା କୁକୁର ଖରାପ ବ୍ୟବହାର ଭୁଲରେ ବିଇ କରନ୍ତୁ ନାହି କି ତାକୁ ବାଡିରେ ପିଟନ୍ତୁ ନାହିଁ । ଦ୍ଵାରକୁ ଆସିଥିବା କୁକୁରକୁ ପ୍ରଣାମ କରି କରି ତାକୁ ଖାଇବାକୁ ଦିଅନ୍ତୁ ଏହା ଶୁଭ ହେବ ଆପଣଙ୍କ ପାଇଁ ।

ତୃତୀୟ ପ୍ରାଣୀ ହେଉଛି ଗାଈ: ଯଦି ଏହି ଗାଈ ରୂପରେ ଆସି ଆପଣଙ୍କ ଦ୍ଵାରରେ ସେହି ଦିନ ଠିଆ ହୁଅନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ମାନେ ହୋଇଥାଏ କି ଆପଣଙ୍କ ପୂର୍ବ ପୁରୁଷ ବହୁତ ପୂଣ୍ୟ କମାଇଛନ୍ତି । ଏହାକୁ ସୁଖ ସବୃଦ୍ଧିର ସଙ୍କେତ ବୋଲି କୁହାଯାଏ । ସେହିଭହାଳି ଯଦି ପିତୃ ପକ୍ଷ ଦିନ କୌଣସି ପ୍ରାଣୀ ମନୁଷ୍ୟ ଭଳି କଥା କୁହେ ତେବେ ଏହାକୁ ଏକ ବଡ ଅଶୁଭ ସଙ୍କେତ ହୋଇଥାଏ ।

ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ପିତା ଆପଣଙ୍କ ପ୍ରତି ବହୁତ ଅଶାନ୍ତି ଅଛନ୍ତି । ଏବଂ ତାଙ୍କ ଆତ୍ମାକୁ ଶାନ୍ତି ମିଳି ନାହିଁ । ତେବେ ଆପଣଙ୍କୁ ପିତୃ ପକ୍ଷରେ ତରପଣ କରିବା ଉଚିତ । ଆପଣମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *