ପ୍ରତ୍ୟକ କଥାରେ ରାଗି ଯାଆନ୍ତି ଏହି 6ଟି ନାମର ଝିଅମାନେ- Jyotisha Shastra

ଛୋଟ ଛୋଟ କଥାରେ ଖୁବ ରାଗି ଥାନ୍ତି ଏହି 6 ନାମର ମହିଳାମାନେ । ଆଜି ଆମେ ଆପନାଙ୍କୁ ଏହି ବିଷୟରେ କହିବା । ଜ୍ଯୋତିଷ ଶାସ୍ତ୍ର ରେ ନାମର ମହତ୍ଵ ଅଛି । ନାମର ଅନୁସାରେ ଏକ ବ୍ଯକ୍ତିର ପରିଚୟ ହୋଇ ପାରେ । କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ବିଜ୍ଞାନ ଓ ଜ୍ଯୋତିଷ ଶାସ୍ତ୍ର ମଧ୍ୟରେ ସବୁ ବେଳେ ଅନେକ ପ୍ରକାର ଯୁକ୍ତି ଛାଇ ଥାଏ କିନ୍ତୁ ଏହା ଅନେକ ମାତ୍ରାରେ ପ୍ରମାଣିତ ହୋଇ ଗଲାଣି କି ନାମର ପ୍ରଭାବ ମଧ୍ୟ ଥାଏ ।

ଜନ୍ମ ପରେ ପିଲାର ନାମ ଯାହାଭି ରକ୍ଷା ଯାଇ ଥାଏ । ଯାହାର ପ୍ରଭାବ ଏମାନଙ୍କ ଜୀବନରେ ପଡିଥାଏ । ବେଳେବେଳେ ଆମେ ଏହା ମଧ୍ୟ ଜାଣିଛୁ କି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନଙ୍କ ନାମ ଏକ ହେବ ଯୋଗୁ ସେମାନାଙ୍କ କଥା ଓ ଗୁଣ ମଧ୍ୟ ଏକା ହୋଇ ଯାଇ ଥାଏ ।

ପ୍ରଥମ ନାମ ହେଉଛି “P” ଏମାନେ ସଫା ମନର ହୋଇ ଥାନ୍ତି କିନ୍ତୁ ଛୋଟ ଛୋଟ କଥା ରେ ରାଗି ଯାଇ ଥାନ୍ତି । ଏହା ପରେ “H” ଏମାନେ ସବୁ ବେଳେ ନିଜ ଅପରିବାର ସମ୍ମାନ ପାଇଁ ଲଢେଇ କରିଥାନ୍ତି । ଏମାନେ ନିଜ ରାଗ ପାଇଁ ସବୁ ବେଳେ କ୍ଷତି ସାହି ଥାନ୍ତି ।

ଏହା ପରେ ନାମ ଆସେ “L” ନାମର ମହିଳା ମାନେ ଏମାନେ ସବୁ ବେଳେ ରାଗି ହୋଇଥିବା ବେଳେ ଏମାନେ ସବୁ ବେଳେ ଛୋଟ ଚ୍ଚୋଟ କଥା ରେ ରାଗି ଯାଇଥାନ୍ତି । କିଛି ମହିଳା ମାନେ ଏହି କାମ ପାଇଁ ଏମାନେ ସବୁ ବେଲେ ଭଲ ପାଇବା ପାଇ ଥାନ୍ତି । ଆଜି ଆମେ କହିବା କି ଆଉ ଏକ ନାମର ମହିଳା ଙ୍କ ମାନ ହେଉଛି “B” ନାମର ମହିଳା ମାନେ ।

ଏହି ମହିଳା ମାନେ ମନ ଖୋଲିକି ସବୁ କହିଥାନ୍ତି କିନ୍ତୁ ଏମାନେ ପ୍ରାୟ ସମୟରେ ରାଗି ଯାଇ ଥାନ୍ତି । ଏହା ପରେ ନାମ ଆସେ “R” ନାମର ମହିଳା ମାନେ ଏହି ମହିଳାମାନେ ସବୁ ବେଳେ ରାଗି ଥାନ୍ତି କିନ୍ତୁ ଏମାନେ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ରେ ଥାନ୍ତି ।

ଏହା ପରେ ନାମ ଆସେ “G” ନାମର ଅକ୍ଷର ଆମେ ଆଜି କହିବା କି ଏହି ନାମର ମହିଳା ମାନେ ମଧ୍ୟ ରାଗି ଥାନ୍ତି । ଯଦି କେହି କିଛି ଭି କହିଲେ ଏମାନେ ସାଧାରଣ ଭାବେ ରାଗୀ ଯାଇ ଥାନ୍ତି । ଏହି ଭଳି ମହିଳା ମାନେ ସବୁ ବେଳେ ନିଜ କାମରେ ବ୍ୟସ୍ତ ରେ ଥାନ୍ତି ।

ଆଜି ଆମେ କହିବା ପାଇଁ ଚାହୁଁଛୁ କି ମହିଳାମାନେ କେଉଁ ଭଳି ହୋଇଥାନ୍ତି । ତେବେ ଆପଣ ନିଶ୍ଚିତ ଭାବେ ଦେଖିବେ । ଆପଣ ମାନେ ଏହାର ସତ୍ୟତା ପ୍ରମାଣିତ ହୋଇଯିବ ।

Leave a Reply

Your email address will not be published. Required fields are marked *