ପ୍ରତେକ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ଏହି 5ଟି କଥା ଲୁଚାଇ ଥାନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ଘରର ଲକ୍ଷ୍ମୀ ହୋଇଥାନ୍ତି । ତେଣୁ ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଏ । କାରଣ ପୁରା କୁଳର ଲକ୍ଷ୍ମୀ ହୋଇଥାନ୍ତି ସ୍ତ୍ରୀ । ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନଙ୍କୁ ଅଧିକ ସମ୍ମାନ ମିଳିଥାଏ । ପୁରୁଷ ମାନେ ନିଜର ଗୁପ୍ତ କଥା ଅନ୍ୟ ଆଗରେ କହିଥାନ୍ତି । କିନ୍ତୁ ନାରୀ ନିଜର ଗୁପ୍ତ ରହସ୍ୟ ସ୍ବାମୀଙ୍କ ସହ ସେୟାର କରନ୍ତି ନାହି ଯାହା କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହି ରହସ୍ୟ ଏମିତି ହୋଇଥାଏ ଯାହା ନାରିଙ୍କ ସାଗର ଭଳି ମନରେ ଗଭୀର ଭାବେ ରହିଥାଏ । କାମ ସୂତ୍ରରେ ୫ଟି ରହସ୍ୟ ବିଷୟରେ କୁହାଯାଇଛି ଯାହା ସେମାନେ ସ୍ବାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- କାମ ସୂତ୍ର ଅନୁଯାୟୀ ପ୍ରତେକ ସ୍ତ୍ରୀଙ୍କୁ ପୁରୁଷଙ୍କ ଅପେକ୍ଷା ସଂଭୋଗ କରିବା ବହୁତ ପସନ୍ଦ ଆସିଥାଏ । କିନ୍ତୁ ସେମାନେ ଏହି କଥା ନିଜ ସ୍ଵାମୀଙ୍କୁ କେବେ କୁହନ୍ତି ନାହି । ସ୍ତ୍ରୀ ମାନେ ସଂଭୋଗ କରିବା ସମୟରେ ଅଧିକ ସମୟର ଇଚ୍ଛା ରଖିଥାନ୍ତି କିନ୍ତୁ କହି ପାରନ୍ତି ନାହିଁ । ଯେଉଁ ପୁରୁଷ ସ୍ତ୍ରୀର ଏହି କଥା ନ ଜାଣିପାରେ ତାର ସ୍ତ୍ରୀ କାମନାରେ ବୁଡି ରହିଥାଏ ।

୨- କାମ ସୂତ୍ର ଅନୁଯାୟୀ ସ୍ତ୍ରୀର ଅନ୍ୟ ଏକ ରହସ୍ୟ ହେଉଛି ସେ ନିଜର ସୁନ୍ଦରତାରେ ଅନ୍ୟ ପୁରୁଷକୁ ଆକର୍ଷିତ କରିବାର କାମନା ରଖିଥାଏ । ପ୍ରତେକ ସ୍ତ୍ରୀ ସର୍ବଦା ଏଥିପାଇଁ ସଜବାଜ ପସନ୍ଦ କରିଥାଏ କାରଣ ଅନ୍ୟ ପୁରୁଷ ତାଙ୍କୁ ଦେଖି ମୋହିତ ହୋଇଯିବ । ବିବାହ ପରେ ସ୍ତ୍ରୀ ସଜବାଜ ହେବାର କାରଣ ହେଉଛି ଅନ୍ୟ ପୁରୁଷଙ୍କୁ ନିଜ ଆଡକୁ ଆକର୍ଷଣ କରିବା ଯାହା ସେମାନଙ୍କର ରହସ୍ୟ ହୋଇଥାଏ ।

୩- କାମ ସୂତ୍ର ଅନୁଯାୟୀ ସ୍ତ୍ରୀଙ୍କର ଅନ୍ୟତମ ରହସ୍ୟ ହେଉଛି ସେମାନେ ଏମିତି ପୁରୁଷଙ୍କ ସାଥ ପସନ୍ଦ କରିଥାନ୍ତି ଯାହାଙ୍କ ପାଖରେ ଅଧିକ ପଇସା ଥିବା ସହ ଯିଏ ସେମାନଙ୍କର ସବୁ ଜରୁରତ ପୁରା କରୁଥିବ । ସ୍ତ୍ରୀର ସବୁ ମନ ପସନ୍ଦର ଜିନିଷ ଆଣି ଦେଉଥିବା ପୁରୁଷ ପସନ୍ଦ କରିଥାଏ । ସ୍ତ୍ରୀ ସର୍ବଦା ସୁନ୍ଦରତା ଦେଖେ ଅନହି । ସେ ବ୍ୟକ୍ତି ପାଖରେ ଥିବା ଧନ ସମ୍ପତି ଦେଖିଥାଏ ।

୪- କାମ ସୂତ୍ର ଅନୁଯାୟୀ ସ୍ତ୍ରୀ ବିବାହ ପୂର୍ବରୁ ରଖିଥିବା ସମ୍ପର୍କ ବିଷୟରେ ନିଜ ସ୍ଵାମିକୁ କୁହେ ନାହି ଯାହା ବଡ ରହସ୍ୟ ହୋଇଥାଏ । କାରଣ ସ୍ତ୍ରୀଙ୍କୁ ଭୟ ଥାଏ ଏହି କଥାକୁ ନେଇ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଇପାରେ । ସେ ନିଜ ପରିବାର ଓ ସଂପର୍କକୁ ବଞ୍ଚିବା ପାଇଁ ଅତୀତର ସମ୍ପର୍କ ବିଷୟରେ କହିବାକୁ ପସନ୍ଦ କରେ ନାହି ।

୫- କାମ ସୂତ୍ର ଅନୁଯାୟୀ ସ୍ତ୍ରୀ ନିଜର ବନ୍ଧୁ ଓ ପରିବାରକୁ ସ୍ଵାମୀଙ୍କ ଗୁପ୍ତ ରହସ୍ୟ କହି ଦେଇଥାଏ । ସ୍ତ୍ରୀ ନିଜ ସ୍ବାମୀଙ୍କ ବିଷୟରେ ସବୁ କିଛି କହିଥାଏ ଯାହା ପାଇଁ ସ୍ଵାମିକୁ ଆଲୋଚନାର ସମାନ କରିବାକୁ ପଡିଥାଏ । ଏହି କଥା ସେ କେବେ ସ୍ବାମୀଙ୍କ ଆଗରେ କୁହେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *