ପ୍ରଥମ ଥର ପାଇଁ ଦେଖନ୍ତୁ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ Mithiଙ୍କ ପୁରା ପରିବାର…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିନେଇଥାନ୍ତି । ଯାହା ପାଇଁ ସେମାନେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଦର୍ଶକ ମାନେ ସିରିଏଲ ଦୁନିଆରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ଅନେକ ସମୟରେ ସେମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ବେଶ ଚର୍ଚ୍ଚା ରେ ଆସିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ମିଠି ଅଭିନୟ ଦୁନିଆ ଛାଡିବା ପରେ କେମିତି ଅଛନ୍ତି ତାଙ୍କ ପୁରା ପରିବାର ସହ ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ତାଥା ଜଣାଶୁଣା ଅଭିନେତ୍ରୀ ମିଠି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କ୍ଯାରିୟର ଆଲବମ ଦୁନିଆରୁ ଆରମ୍ଭ କରିଥିଲେ । ତାଙ୍କର ଆଲବମ ଗୁଡିକ ଆଜି ବି ଲୋକପ୍ରିୟ ହୋଇ ରହିଛି ।

ଦର୍ଶକ ମାନେ ଆଜି ବି ତାଙ୍କର ଅଭିନୟକୁ ମନେ ରଖିଛନ୍ତି । ଅଭିନେତ୍ରୀ ଦେଖିବାକୁ ସୁନ୍ଦର ଯେମିତି ତାଙ୍କର ଅଭିନୟ ମଧ୍ୟ ଠିକ ସେତିକି ସୁନ୍ଦର ଓ ଚମତ୍କାରୀ । ସେ ଅନେକ ଓଡିଆ ସିରିଏଲ ମାନଙ୍କରେ ମଧ୍ୟ ଖୁବ ନିଖୁଣ ଭାବେ ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି ।

ତାଙ୍କର ଅଭିନୟ ଦୁନିଆର ଯାତ୍ରା ଖୁବ ଆନନ୍ଦଦାୟକ ରହିଥିଲା । ତେବେ ଆପଣ ମାନେ ଜାଣିଥିବେ ସେ ବିବାହ ପରେ ଅଭିନୟ ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ବିବାହ ପରେ ସେ ତାଙ୍କ ପୁରା ପରିବାର ସହ ବେଶ ହସ ଖୁସି ରେ ସମୟ ବ୍ଯତୀତ କରିବାର ନଜର ଆସୁଛନ୍ତି । ଅଭିନୟ ଛାଡିବା ପରେ ସେ ବିଦେଶରେ ନିଜ ସ୍ଵାମୀ ଓ ପୁଅଙ୍କ ସହ ରହୁଛନ୍ତି ।

ସେଠାରେ ମିଠି ନିଜର ପରିବାର ସହ ବେଶ ଆନନ୍ଦରେ ଜୀବନ ଅତିବାହିତ କରିବାର ନଜର ଆସୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଅଭିନେତ୍ରୀ ମିଠିଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ତାଙ୍କ ପରିବାର ସହ ବିଦେଶରେ ଅଛନ୍ତି ବୋଲି ଜଣା ପଡୁଛି । ଏହି ଭିଡିଓ ରେ ତାଙ୍କ ସ୍ଵାମୀ ଓ କୁନି ପୁଅ ମଧ୍ୟ ନଜର ଆସୁଛନ୍ତି ।

ବିଦେଶରେ ରହି ଅନେକ ଜାଗାରେ ଭ୍ରମଣ କରି ବହୁତ ମଜା ମସ୍ତିରେ ସମୟ ବ୍ଯତୀତ କରୁଛନ୍ତି ମିଠି ତାଙ୍କ ପରିବାର ସହ । ଆପଣ ମାନେ ଏହି ଭିଡିଓ ରେ ତାଙ୍କ ସ୍ଵାମୀ ଓ କୁନି ପୁଅ ର ଫୋଟୋ ମଧ୍ୟ ଦେଖି ପାରିବେ । ମିଠି ଙ୍କ ପୁଅ ଦେଖିବାକୁ ଠିକ ତାଙ୍କ ଭଳି ହୋଇଛି । ଅଭିନେତ୍ରୀ ମିଠି ଙ୍କ ଅଭିନୟ ଆଜି ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛି । ତାଙ୍କର ଅଭିନୟର ଛାପ ର ଝଲକ ଆଜି ବି ନଜର ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ମିଠି ଙ୍କ ପରିବାର ଓ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *