ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ ଏହି 3 ନାମର ଝିଅମାନେ- Jyotisha Sashtra

ଆଜି ଆମେ ଆପଣଙ୍କୁ ଏହି ଭଳି କିଛି ମହିଳାଙ୍କ ନାମର ପ୍ରଥମ ଅକ୍ଷର କହିବା ଯେଉଁ ମାନେ କେବେହେଲେ ନିଜ ସ୍ଵାମୀ ଙ୍କୁ କିମ୍ବା ନିଜ ଭଲ ପାଇବାକୁ ଧୋକା ଦେଇ ନଥାନ୍ତି । ଏହି ନାମର ମହିଳା ମାନେ କିଏ କିଏ ଅଟନ୍ତି ଆସନ୍ତୁ ଜାଣିବା । ଲୋକମାନଙ୍କ କଥା ଅନୁସାରେ ଦେଖିବା ପାଇ ଯିବା ତ କିଛି ଜଣଙ୍କ ମତ ଅନୁସାରେ ଝିଅ ମାନାଙ୍କ ସ୍ଵଭାବ ଭଗବାନ ଜାଣି ପରି ନଥାନ୍ତି ତ ମଣିଷ କିଭଳି ଭାବେ ଜାଣିବ ।

ଆଜି ଆମେ କହିବା ପାଇଁ ଯାଉଥିବା ଅକଥା ଶୁଣିବା ପରେ ଆପଣ ଏହା ଜାଣି ପାରିବେ କି ଏହା ସମ୍ପୂର୍ଣ ଭାବେ ମିଛ ଅଟେ । ଆପଣ ମାନେ ଜାଣି ଥିବେ କି ଶାସ୍ତ୍ର ଅନୁସାରେ ପ୍ରଥମ ଅକ୍ଷର ଦ୍ଵାରା ଆମେ ତାଙ୍କ ସ୍ଵଭାବ ବିଷୟରେ ଜାଣି ପାରିବା । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା ମଧ୍ୟ କୁହାଯାଇଛି କି ଏହି ନାମର ପ୍ରଥମ ଅକ୍ଷର ରୁ ଆମେ ସେମାନଙ୍କ ସ୍ଵଭାବ ମଧ୍ୟ ଜାଣି ଯାଇ ଥାଉ ।

ଏହି ନାମର ମହିଳା ମାନେ ହେଉଛନ୍ତି “J” ନାମର ମହିଳା ମାନେ ଏମାନେ ଯାହାକୁ ଭି ଭଲ ପାଇ ଥାନ୍ତି ସେମାନଙ୍କୁ ଏମାନେ କେବେହେଲେ ଛାଡି ନଥାନ୍ତି ଏମାନେ ନିଜ ସୁନ୍ଦର ଓ ଭୋଳ ଚେହେରା ଓ ମିଠା କଥା ଅନୁସାରେ କାହାକୁ ଭି ନିଜ ଆଡକୁ ଟାଣି ଆଣି ପାରିବେ ।

ଏମାନେ ନିଜ ଜୀବନ ସାଥି କେବଳ ପାଇଁ ନୁହେଁ ନିଜ ପିଲା ମାନଙ୍କ ପାଇଁ ମଧ୍ୟ ସଚୋଟ ଥାନ୍ତି । ଏହା ପରେ ନାମ ଆସେ “K” ଏମାନଙ୍କ ଅଧିକ ଉଚତା ନଥାଏ । କିନ୍ତୁ ଏମାନେ ଭଲ ପାଇବା ଉପରେ ବିସବାଶ କରି ନଥାନ୍ତି କିନ୍ତୁ ଯଦି କେହି ୟାଙ୍କ ମନର କଥା ଜାଣି ଏମାନଙ୍କୁ ଭଲ ପ୍ପୟ ଥାଏ ଏମାନେ ତାକୁ ଛାଡି ବଞ୍ଚି ପରି ନଥାନ୍ତି ଏମାନେ ଖୁବ ଚଞ୍ଚଲ ଥାନ୍ତି ଓ ଏମାନଙ୍କ ବାଣୀ ମଧ୍ୟ ଖୁବ ଭଲ ଥାଏ । ଏହା କାହା ଉପରେ ଭି ଜାଦୁ କରି ପାରେ ।

ଏହା ପରେ ନାମ ଆସେ “M” ନାମର ମହିଳା ମାନଙ୍କ କଥା ଏମାନେ କାହା ପାଇଁ କିଛି କରନ୍ତୁ କି ନାଇ ଯଦି ଥରେ ଏମାନେ ପ୍ରେମ ରେ ପଡି ଯାଇ ଥାନ୍ତି ତ ଏମାନେ ତା ପାଇ କିଛି ଭି କରି ପ୍ରଣତୀ ଏମାନଙ୍କୁ ଏହା ମାନେ ର୍ଖେନୀ କି ଯାହାକୁ ଏମାନେ ଭଲ ପାଉଛନ୍ତି ସେ ଗରିବ କିମ୍ବା ଧନୀ ଅଟେ ।

ଏମାନେ ପଇସା ଦେଖିକି କିମ୍ବା ଧର୍ମ, ଜାତି ଦେଖିକି ଭଲ ପାଇ ନଥାନ୍ତି । ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ଓ ନିଜ ସ୍ଵପ୍ନ ରେ ଭି ଏମାନେ ଜୀବନ ସାଥି କୁ ଛାଡିବା କଥା ଚିନ୍ତା କରି ପାରନ୍ତି ନି । ଏମାନେ ଯାହାକାଉ ଭଲ ପାଇ ଥାନ୍ତି ତା ସହ ସାରା ଜୀବନ ଚୁପ ସେ ରହି ଯାଇ ପାରନ୍ତି ।

Leave a Reply

Your email address will not be published. Required fields are marked *