ପ୍ରେମରେ ପାଗଳ ଏହି 4ଟି ନାମର ଝିଅମାନେ, ସବୁବେଳେ ଖାଇଥାନ୍ତି ଧୋକା- Jyotisha Shastra

ଏହି ଚାରି ନାମର ମହିଳାମାନେ ଭଲ ପାଇବାରେ ଅନ୍ଧ ଥାନ୍ତି ଓ କିଛି ବି କରି ପାରନ୍ତି । ଆପଣ ମାନେ ଜାଣିଥିବେ କି ମଣିଷ ଜୀବନରେ କେବେ ସୁଖ ଦୁଃଖ କୁ ସାମନା କରିବା ପାଇଁ ପଡିଥାଏ । ଏହାର ପରଭାବ ଏହାଙ୍କ ଗ୍ରହ ଉପରେ ପଡିଥାଏ । ଗ୍ରହମାନଙ୍କ ର ଚଳନ ଯେଉଁ ଭଳି ହେଲେ ମଧ୍ୟ ଏମାନଙ୍କ ଜ୍ଜୀବନରେ ଏମାନେ ଏକ ସିଦ୍ଧାନ୍ତବାଦି ଲୋକ ହୋଇ ଥାନ୍ତି । ଆଜି ଆମେ ଖିବା କି ଆମେ ଦେଉଥିବା ନାମରେ ଏହି ଅକ୍ଷର ଆମ ଗ୍ରହ ସହ ଜଡିତ ହୋଇ ଥାଏ ।

ଆଜି ଆମେ ଆପଣଙ୍କୁ କହିବ ଏହି ଭଳି ଝିଅ ମାନଙ୍କ ନାମ ଯେଉଁ ମାନେ ଅଣଢଭାବେ ଭଲ ପାଇ ଥାନ୍ତି କିନ୍ତୁ ଏମାନେ ଅନେକ ସମୟରେ ଧୋକା ଖାଇ ଥାନ୍ତି । ଏହି ନାମର ମହିଳା ମାନଙ୍କ ନାମର ପ୍ରଥମ ନାମ ହେଉଛି “K” । ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥାନ୍ତି ।

କେବଳ ସେତିକି ନୁହେଁ ଏମାନେ ଖୁବ ସରଳ ଥାନ୍ତି ଏମାନେ ନିଜ ଭଲ ପାଇବା ରେ ସବୁ ବେଳେ ନିଜକୁ ଆଗକୁ ରଖୀ ଥାନ୍ତି । ଏହା ପରେ ଆସେ “P” ନାମର ମହିଳା ମାନେ ଏହି ନାମର ମହିଳା ମାନେ ଏମାନେ ଭଲ ପାଇ ବିବାହ କରିବା ପାଇଁ ସବୁ ବେଳେ ଚାହିଁ ଥାନ୍ତି ଓ ବିଶ୍ଵାଶ କରି ଥାନ୍ତି । ଏମାନେ ସବୁ ବେଳେ ନିଜଉ ବନ୍ଦ କରି ରଖିବା ପାଇଁ ପସନ୍ଦ କରି ଥାନ୍ତି ।

କିନ୍ତୁ ଏମାନେ କେବେହେଲେ ନିଜକୁ ସବୁଙ୍କ ଆଗରେ ଖୋଲି ନଥାନ୍ତି । ଏମାନେ ଠାରେ ଯାହାକୁ ଭଲ ପାଇ ଯାଇ ଥାନ୍ତି ସେମାନଙ୍କୁ ଏମାନେ କେବେହେଲେ ଛାଡି ନଥାନ୍ତି । ଏମାନଙ୍କ ସହ ଯଦି କେହି ଧୋକା ଦେଇ ଥାଏ ଏମାନଙ୍କୁ ଏହା ଅଧିକ ବାଧି ଥାଏ । ଏମାନେ ଜୀବନସାରା ଏମାନେ ଏହି କଥାକୁ ଭାବି ଦୁଃଖୀ ରହି ଥାନ୍ତି ।

ଏହା ପରେ “R” ନାମର ମହିଳା ମାନେ ଏହି ନାମର ମହିଳା ମାନେ ଭଲ ପାଇବା ସହ ନିଜ ଜୀବନସାଥି କୁ ଖୁଶିରେ ରଖିବା ପାଇଁ ଚାହିଁ ଥାନ୍ତି ଏମାନେ ସବୁ ବେଳେ ନିଜ ଜୀବନସାଥିର ଖୁବ ସେବା କରି ଥାନ୍ତି । ଏମାନେ କିନ୍ତୁ ନିଜ ଭଲ ପାଇବାକୁ ହରାଇ ସାରିବା ପରେ ସବୁଠାରୁ ଅଧିକ ଭନଗି ଯାଇ ଥାନ୍ତି ।

ଏହା ଅପରେ ଆସେ “S” ନାମର ମହିଳାଙ୍କ ନାମ । ଏହି ନାମର ମହିଳା ମାନେ ସବୁ ବେଳେ ନିଜ ଜୀବନସାଥୀ କୁ ଖୁବ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କ ସହ ଖୁବ ସମ୍ମାନ ର ସହ ରହି ଥାନ୍ତି ଓ ନିଜ ଧର୍ମ କୁ ଏମାନେ ସବୁ ବେଳେ ସେବା ଦ୍ଵାରା ପୂରଣ କରି ଥାନ୍ତି ।

ଏହି ଭଳି ଝିଅ ମାନେ ଥରେ ଯାହାକୁ ଭି ଭାଲ ପାଇ ଯାଇଆ ଥାନ୍ତି ସେମାନେ ଯଦି ଏମାନଙ୍କୁ କେବେହେଲେ ଛାଡି ଦେଇ ଥାନ୍ତି ସେମାନେ ଏହା ପରେ ଆଊ କାହା ଉପରେ ଅଧିକ ସହଜରେ ବିଶ୍ଵାଶ କରି ପାରନ୍ତି ନି । ତେବେ ଏହି ଝିଅ ମାନେ ଅନ୍ଧଭଳି ଭଲ ପାଇ ନ୍ନିଜ ପାର୍ଟନର ର ଖରାପ ଗୁଣକୁ ନ ଦେଖିବା ଦ୍ଵାରା ଅଧିକା ସମୟରେ ଧୋକା ଖାଇଥାନ୍ତି ।

Leave a Reply

Your email address will not be published. Required fields are marked *