ପ୍ରେମରେ ପାଗଳ ହୋଇଥାନ୍ତି ଏହି 4ଟି ନାମର ଝିଅ- Jyotisha Shastra

ପ୍ରେମରେ ପାଗଳ ଥାନ୍ତି ଏହି ଚାରି ନାମର ମହିଳା ମାନେ । ଆଜି ଆମେ ଆଖିବା ପାଇଁ ଯାଉଥିବା ମହିଳା ମାନେ ନିଜକୁ ଅନ୍ୟ ମାନଙ୍କ ଆଗରେ ଏହି ଭଳି ରଖି ଥାନ୍ତି କି ସେମାନେ ନିଜ ଗାରେ ତାଙ୍କ ଜୀବନ ସାଥି କିମ୍ବା ନିଜ ପ୍ରେମିକ କୁ ବାଛି ନେଇ ଥାନ୍ତି । ଆମେ କହିବା ପାଇ ଯାଉଥିବା କଥା ଅନୁସାରେ ମଣିଷ ନିଜ ଜୀବନରେ କେବେ ଦୁଃଖ ତ କେବେ ସୁଖ କୁ ଭୋଗ କରିଥାଏ । ଏହାର କାରଣ ଗ୍ରହ ନକ୍ଷତ୍ର ମାନଙ୍କ ସ୍ଥିତି ପାଇଁ ହୋଇ ଥାଏ ।

ପ୍ରତେକ ଗ୍ରହର କିଛି ନା କିଛି ଜୋଡ ରହି ଥାଏଆ ନାମ ସହ କିଛି ଅକ୍ଷର ସହ । ଆମେ ଯଦି କହିବା ପାଇଁ ଯିବା ତ ଆପଣ ଜାଣି ପାରିବେ କି ଏହାର ପ୍ରଭାବ ମଧ୍ୟ ଆମ ଉପରେ ପଡିଥାଏ । ଆପଣଙ୍କ ନାମରେ ଏହା ନିଶ୍ଚିତ ହୋଇଥାଏ କି ଜୀବନରେ ସାଥି ହେବା ନିହାତି ଭାବେ ଦରକାର ।

ଆମେ ଜୀବନରେ କିଭଳି ଜୀବନ ସାଥି ପାଇବା ଓ କେଉଁ ମହିଳା ମାନେ ଏହି ଭଳି ଥାନ୍ତି କି ସେମାନେ ନିଜ ଜୀବନ ସତାହି ପାଇଁ ପାଗଳ ଭଳି ହୋଇଥାନ୍ତି । ଆମେ ନାମ ରେ ଏକ କଥା ଜାଣିବା ଦରକାର କି ଆମ ନାମ ଯଦି “K” ଅକ୍ଷର ରେ ଆରମ୍ଭ ହେଉଛି ତେବେ ଏମାନେ ସୁନ୍ଦର ଥାନ୍ତି ।

ଏମାନେ ସ୍ଵଭ୍ବ ପାଇଁ ବହୁତ ଚଞ୍ଚଲ ଥାନ୍ତି । ଏମାନେ ନିଜ ସ୍ଵଭାବ ଦ୍ଵାରା ଅନ୍ୟକୁ ଆକ୍ରୁଷ୍ଟ କରି ଦେଇ ଥାନ୍ତି । ଏମାନେ ଯଦି କାହାକୁ ଭଲ ପାଇ ଯାଇଥାନ୍ତି ତେବେ ଏମାନେ ତା ପାଇଁ ବାଫାଦାର ହୋଇଥାନ୍ତି । ଯଦି ଏହାଙ୍କୁ କେହି ଛାଡିକି ଚାଲି ଯାଇ ଥାଏ ତାଙ୍କୁ ଏହା ଶଯ୍ୟା ହୋଇ ନଥାଏ ।

ଯାହା ଦ୍ଵାରା ଏମାନେ ବହୁତ କଷ୍ଟ ପାଇ ଥାନ୍ତି । ଏହା ପର ନାମ ଆସେ “P” ନାମର ମହିଳା ଙ୍କ କଥା ଏମାନେ ଲଭ ମାରେଜ ରେ ବିଶ୍ଵାଶ କରିଥାନ୍ତି ଏମାନେ ସାନ୍ତ ସ୍ଵଭାବ ର ହୋଇଥାନ୍ତି ଅନ୍ୟ ମାନଙ୍କ ଅପେକ୍ଷା ଏହାଙ୍କ ସ୍ଵଭାବ ଖୁବ ଭଲ ଥାଏ ।

ଏହାଙ୍କୁ ଯଦି କେହି ଭଲ ଲାଗି ଥାନ୍ତି ତ ଏମାନେ ତାକୁ ଛାଡି ନଥାନ୍ତି । ମାତ୍ର ଯଦି ଏହାକୁ କେହି ଛାଡିକି ଚାଲି ଯାଇ ଥାଏ ତ ଏମାନେ ସାହି ପରି ନଥାନ୍ତି । “R” ନାମର ମହିଳା ମାନେ ବହୁତ ସୁନ୍ଦର ଥାନ୍ତି ଏମାନେ ସବୁ ବେଳେ ନିଜ ପାର୍ଟନର କୁ ବହୁତ ଭଲ ପାଇ ଥାନ୍ତି ।

ଏମାନେ ତାଙ୍କ ସହ ଇମାନ ଡାର ରହି ଥାନ୍ତି ଏମାନେ ଗଙ୍ଗାଜଳ ପରି ହୋଇ ଥାନ୍ତି । ଏହା ପର ନାମ ହେଉଛି “S” ନାମର ମହିଳାମାନେ । ଏମାନେ ନିଜ ସ୍ଵାମୀ ଙ୍କ ସହ ବଫାଦାର ହୋଇଥାନ୍ତି । ଏମାନେ କାହାକୁ କେବେହେଲେ ଧୋକା ଦେଇ ନଥାନ୍ତି ।

Leave a Reply

Your email address will not be published. Required fields are marked *