ମରିଗଲେ ବି ମଙ୍ଗଳବାର ଦିନ ଏହି 3ଟି କାମ କେବେବି କରନ୍ତୁ ନାହିଁ, ପୁରା ପରିବାର ବର୍ବାଦ ହୋଇଯିବ

ଆପଣ ମାନେ ପ୍ରତେକ ଦିନ ଭଲ ଭାବେ ବଞ୍ଚିବା ପାଇଁ ଚାହୁଁ ଥିବେ । ଯଦି ଆପଣ ଜାଣିଥିବେ କି ଆପଣ ଯଦି କଲି ଯୁଗରେ ହନୁମାନ ଜି ଙ୍କୁ ପୂଜା କରିବେ ତାହେଲେ ଆପଣ ନିଶ୍ଚିତ ଭାବେ ସବୁ କାମରେ ସଫଳତା ପାଇବେ ।

ଆପଣ ମାନେ ଜାଣି ରଖନ୍ତୁ କି ଆପଣ ଯଦି ହନୁମାନ ଜି ଙ୍କୁ ପ୍ରସନ୍ନ କରିବେ ତେବେ ଯଦି ଆପଣଙ୍କ ଶନି ଦଶା ଚାଲିଥିବ ତାହେଲେ ଏହା ନିଶ୍ଚିତ ଭାବେ ଆପଣଙ୍କ ଉପରେ ଖୁବ ଭଲ ଫଳ ପ୍ରଦାନ କରିବ କାରଣ ହେଉଛି ଯେତେବେଳେ ରାବଣ ଭଗବାନ ଶନି ଙ୍କୁ ବନ୍ଦୀ କରିଥିଲା ହନୁମାନ ଜି ତାଙ୍କୁ ମୁକ୍ତ କରିଥିଲେ ସେହି ଦିନ ଠାରୁ ଯେଉଁ ମାନେ ହନୁମାନ ଜି ଙ୍କୁ ଆରାଧନା କରନ୍ତି ସେମାନେ ନିଶ୍ଚିତ ଭାବେ ଶନି ମହାରାଜ ଙ୍କ କୃପା ମଧ୍ୟ ପାଇ ଥାନ୍ତି ।

ହନୁମାନ ଜି ଙ୍କର ବାର ହିସାବରେ ଦୁଇଟି ବାର ଅଛି । ଏହି ଗୁଡିକ ହେଲା ମଙ୍ଗଲ ବାର ଓ ଶନି ବାର ଏହହୀ ଦୁଇ ଦିନକୁ ହନୁମାନ ଜି ଙ୍କ ବାର ଭାବେ ତାଙ୍କୁ ସମର୍ପିତ କରା ଯାଇଛି । ଆପଣ ଜାଡୀ ହନୁମା ଜି ଙ୍କୁ ଆରାଧନା କରିବେ ଆପଣଙ୍କ ଆଖ ପାଖରେ ସବୁ ବେଳେ ସାକାରତ୍ମକ ଶକ୍ତି ଘୁରି ବୁଲିବ । ଆପଣ ସବୁ ବେଳେ ନିଜକୁ ଏକ ସୁସ୍ଥ ଓ ନୀଡର ବ୍ୟକ୍ତି ଭାବେ ଜାଣି ପାରିବେ । ଆପଣ ଏହି ଦିନ ପୂଜା କରିବା ସହ କିଛି କଥା କୁ ଧ୍ୟାନ ରେ ରଖିବେ ।

କାରଣ ଆପଣ ଏହି ଦିନ ପୂଜା କରୁଥିଲେ କିଛି ନିୟମ କୁ ମନୟ ଚାଲିବେ । ଆଜି ଆମେ ଆପଣଙ୍କୁ ଏହି ନିୟମ ଗୁଡିକ କହିବା ପାଇଁ ଯାଉଛେ । ଆପଣ ଏହି ଦିନ ଶାରୀରିକ ସମ୍ପର୍କ ସ୍ଥାପନା କରିବା ଆଦୌ ଉଚ୍ଚିତ ନୁହେଁ । ଆପଣ ଏହି ଦିନ କ୍ଷୀର ଜାତୀୟ ମିଠା କିମ୍ବା କ୍ଷୀର ଖାଇବା ଅନୁଚିତ କାରଣ ହେଉଛି ଆପଣ ଯଦି କ୍ଷୀର ଜାତୀୟ ଦ୍ରବ୍ଯ ଖାଇବେ ଏହା ମଙ୍ଗଳ ଓ ଚନ୍ଦ୍ରମାର ପରିପୂରକ ହୋଇ ଥିବାରୁ ଏହି ଦିନ ଆପଣ କ୍ଷୀର କିମ୍ବା ସେଥିରେ ତିଆରି ହୋଇଥିବା ଦ୍ରବ୍ଯ କୁ ଖାଇବା ଅନୁଚ୍ଚିତ ।

ଆପଣ ଏହି ଦିନ କଳା କପଡା ନ ପିନ୍ଧିବା ଉଚ୍ଚିତ ନୁହେଁ । ଏହି ଦିନ ଆପଣ ନାଲି ବସ୍ତ୍ର ପିନ୍ଧି ପାରିବେ । ଏହି ଦିନ ଆପଣ ସାଉକୀ ଜିନିଶ ମାନେ ସାଜ ସଜା ର ଜିନିଷ ଉଚ୍ଚିତ ନୁହେଁ । ଆପଣ ଏହାକୁ ସୋମବାର ଦିନ ଆଣିଲେ ଭଲ ହୋଇ ଥାଏ । ଆପଣ ଏହି ଦିନ ଲୁହା ଜିନିଷ ଦାନ କରିବା କିମ୍ବା କିଣିବା ଉଚ୍ଚିତ ନୁହେଁ । ଆପଣ ଏହି ଦିନ ମାଛ, ମାଂସ, ନିଶା ଦ୍ରବ୍ଯ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଏହି ଦିନ ଆପଣ ଏଭଳି କରିବା ଦ୍ଵାରା ଆପଣ ହନୁମାନ ଜି ଙ୍କୁ ଖୁବ ଅସନ୍ତୁଷ୍ଟ କରିବେ । ଆପଣ ଏହି ଦିନ ସକାଳୁ ଗାଧୋଇ ପାଧୋଇ ପ୍ରଥମେ ଭଗବାନ ଆରାଧନା କରନ୍ତୁ ଦେଖିବେ ଆପଣଙ୍କୁ ଖୁବ ଭଲ ପରିଣାମ ମିଳିବ । ଆପଣ ଏହି ଦିନ କିଛି ସିନ୍ଦୁର ଆଣିକି ହନୁମାନ ଜି ଙ୍କୁ ଅର୍ପଣ କରନ୍ତୁ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *