ପୁରୁଷଙ୍କୁ ନିଜ ଦିବାନା କରିଥାନ୍ତି ଏହି 3ଟି ନାମର ଝିଅ- Jyotisha Shastra

ପ୍ରତେକ ବ୍ୟକ୍ତିଙ୍କ ଜୀବନରେ କେହି ନା କେହି ନାରୀ ରହିଥାନ୍ତି । ପୁରୁଷଙ୍କୁ ଆକର୍ଷଣ କରିବାରେ ନାରୀ ମାନେ ମାହିର ହୋଇଥାନ୍ତି ଓ ଏହା ପଛରେ ଅନେକ କାରଣ ମଧ୍ୟ ରହିଥାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ନାରିଙ୍କର ଚରିତ୍ର, ସ୍ଵଭାବ ଓ ତାଙ୍କର ଆକର୍ଷଣ କରିବାର କଳା ଯାହା ପୁରୁଷଙ୍କୁ ବେଶ ପ୍ରଭାବିତ କରିଥାଏ । କେହି ନାରୀ ସୁନ୍ଦର ହେଉ ବା ନରମାଲ ଦେଖିବାକୁ ହେଉ ଯଦି ଅଟା ପାଖରେ ପର୍ଶନାଲିଟି ଭଲ ରହିଥିବ ଓ ତାର ଅନ୍ଦାଜ ଅନ୍ୟ ନାରିଙ୍କ ଠାରୁ ଅଲଗା ହୋଇଥିବ ତେବେ ପୁରୁଷ ସେମାନଙ୍କୁ ଦେଖିକି ହିଁ ରହି ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅ ଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପୁରୁଷଙ୍କୁ ନିଜର ଆଶିକ କରି ରଖିଥାନ୍ତି ।

୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର କଥା କହିବାର ଶୈଳୀ ଅନ୍ୟ ମାନଙ୍କ ଠାରୁ ଅଲଗା ଓ ଭିନ୍ନ ହୋଇଥାଏ । ଏମାନେ ଯାହା ସହ ଯେବେ କଥା ହୋଇଥାନ୍ତି ସାମନା ବାଲା ବ୍ୟକ୍ତି ନଜର ହଟାଇ ପାରନ୍ତି ନାହି । ବରଂ ପୁରୁଷର ନଜର ଏମାନଙ୍କର କଥା କହିବାର ଷ୍ଟାଇଲ ବା ଅନ୍ଦାଜ ଉପରେ ଆକର୍ଷିତ ହୋଇଥାଏ । ଏହି ନାମର ଝିଅ ମାନେ ବହୁତ ହସମୁଖ ସ୍ଵଭାବର ହୋଇଥାନ୍ତି । ସାଧାରଣତ ଏମାନେ ଯାହା ସହ ବି ମିସିଥାନ୍ତି ସବୁବେଳେ ହସ ହସ ମୁହଁ ରେ ମିସିଥାନ୍ତି । ସେଥିପାଇଁ ଏମାନଙ୍କ ସହ କେହି ବି ମିଶିବାକୁ ପସନ୍ଦ କରିଥାନ୍ତି ।

୨- J ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମାନଙ୍କର ଅନ୍ଦାଜ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ । ଏମାନଙ୍କର ପ୍ରତେକ ହାବ ଭାବ କିଛି ହଟକେ ହୋଇଥାଏ । ଏମାନେ ଯେଉଁ ମହୋଲ କୁ ଯାଇଥାନ୍ତି ସେଠାରେ ସମସ୍ତଙ୍କର ହୃଦୟ ଜିଣିଥାନ୍ତି । ଏମାନଙ୍କର ପ୍ରତେକ ହାବ ଭାବ ବହୁତ ଆକର୍ଷକ ହୋଇଥାନ୍ତି । ଏହି କାରଣରୁ ଏମାନଙ୍କର ମିତ୍ର ମାନଙ୍କର ସଂଖ୍ୟା ବହୁତ ଅଧିକା ରହିଥାଏ । ଏମାନେ ସମସ୍ତଙ୍କ ଆଗରେ ପ୍ରଶଂସାର ପାତ୍ର ହୋଇଥାନ୍ତି ।

୩- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମାନଙ୍କର ଆଲୋଚନା କରିବାର ଅନ୍ଦାଜ ଓ କଥା କହିବାର ଶୈଳୀ ବଡ ପ୍ୟାରା ଓ ଅନୋଖା ହୋଇଥାଏ । ଏମାନେ ଯେବେ କଥା କହିବ ଆରମ୍ଭ କରିଥାନ୍ତି ସାମନାରେ ଥିବା ବ୍ୟକ୍ତି ତାଙ୍କ କଥାରେ ହଜି ଯାଇଥାନ୍ତି । ଏମାନେ ସ୍ଵଭାବରେ ବହୁତ ମଜାଳିଆ ହୋଇଥାନ୍ତି । ଏମାନେ ଯାହା ସହ ବି ମିସିଥାନ୍ତି ସେମାନେ ଏମାଣଙ୍କର ଦିୱାନା ହୋଇ ଯାଇଥାନ୍ତି । ଯାହା କୁ ପୁରୁଷ ଙ୍କୁ ଆକର୍ଷିତ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମେ ଏମିତି ଆପଣଙ୍କ ପାଇଁ ଏଭଳି ପୋଷ୍ଟ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *