ରାଶିରୁ ଜାଣନ୍ତୁ କି ଅସଲରେ କେଉଁ ପ୍ରାଣୀ ହେଉଛି ଆପଣଙ୍କ ଆତ୍ମା ! -Jyotish Shastra

ବନ୍ଧୁଗଣ ଦୁନିଆ ରେ ସବୁ ପ୍ରା-ଣୀ ନିଜର କିଛି ଖାସ ବିଶେଷତା ସହିତ ଜନ୍ମ ନେଇଥାଏ । ବୁଦ୍ଧି ଏବଂ ଭାବିବାର ଶକ୍ତି ଅଧିକ ଥିବାରୁ ମନୁଷ୍ୟ କୁ ଶ୍ରେଷ୍ଠ କୁହାଯାଏ । କିନ୍ତୁ ସବୁ ମନୁଷ୍ୟ ନିଜର ମୂଳ ପ୍ରକୃତି ରେ କୌଣସି ନା କୌଣସି ପ-ଶୁ ହୋଇଥାଏ ।

ଏଠାରେ ପ-ଶୁ ର ଅର୍ଥ କୌଣସି ହିଂ-ସ୍ର ଜନ୍ତୁ କିମ୍ବା ଅଭଦ୍ର ନୁହେଁ । ଏଠାରେ ଅର୍ଥ ହେଉଛି ସେହି ପ-ଶୁ ସହ କିଛି ମେଳ ହୋଇଯିବା । ଏହାର ମୁଖ୍ୟ କାରଣ ହେଉଛି କି ମନୁଷ୍ୟ ଭି ଦିନେ ନା ଦିନେ ପ-ଶୁ ଥିଲା । ଏବଂ ସେହିଠାରୁ ପରିବର୍ତ୍ତିତ ହୋଇ ମନୁଷ୍ୟ ହୋଇଛି ।

ବୋଧ ହୁଏ ଏହି କାରଣ ଯୋଗୁଁ ଦୁନିଆ ର ସମସ୍ତ ଧାର୍ମିକ ଗ୍ରନ୍ଥରେ ଯେବେ ମନୁଷ୍ୟ ଓ ତାର ଆତ୍ମିକ ସ୍ଵଭାଵ ବିଷୟରେ କିଛି କଥା ହୁଏ ତେବେ ତାହାର ତୁଳନା କେହି ନା କେହି ପୌରାଣିକ ପାତ୍ର ସହିତ କରା ଯାଇଥାଏ । ଏଠି ଆମେ ଗ୍ରୀକ ଗ୍ରନ୍ଥ ରେ ମାନବ ସ୍ଵଭାଵ ବିଷୟରେ ଆଲୋଚନା କରୁଛୁ । ମନୁଷ୍ୟ ର ବ୍ୟବହାର ଓ ସ୍ଵଭାଵ କୌଣସି ନା କୌଣସି ପୌରାଣିକ ପାତ୍ର ସହିତ ତୁଳନା କରାଯାଇଛି । ଏହା ଗ୍ରହ ନକ୍ଷତ୍ର ସହିତ ମଧ୍ୟ ତୁଳନା କରାଯାଇଛି । ତେବେ ଚାଲନ୍ତୁ ଜାଣିନେବା ରାଶି ଅନୁସାରେ କେଉଁ ପ୍ରା-ଣୀ ର ଆ-ତ୍ମା ଅଛି ଆମ ଭିତରେ ।

୧- ପ୍ରଥମ ରାଶି ହେଉଛି ମେଷ । ଏହି ରାଶି ର ତୁଳନା ମାନବ ରୂପି ଭେଡ଼ିଆ ସହ କରାଯାଇଛି । ଏମାନେ ନିଜର କାର୍ଯ୍ୟ କୁ ହାସଲ କରିବା ପାଇଁ ମନୁଷ୍ୟ ରୁ ଭେଡ଼ିଆ ହୋଇ ଯାଆନ୍ତି । ଦନ୍ତ କଥା ଅନୁସାରେ ଏହା ଏକ ଅ-ଭି-ଶା-ପ । ଏମାନେ ଇଚ୍ଛା ବିରୁଦ୍ଧ ମନୁଷ୍ୟ ରୁ ଭେଡ଼ିଆ ହୋଇ ଯାଆନ୍ତି ।

୨-ବୃଷ ରାଶି ର ଜାତକ ଅନୁସାରେ ଏମାନଙ୍କ ଆ-ତ୍ମା ଓ ସ୍ଵଭାଵ ର ତୁଳନା ବନ ଦେବୀଙ୍କ ସହ କରାଯାଇଛି । ଦନ୍ତ କଥା ଅନୁସାରେ ବନ ଦେବୀ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସମସ୍ତ ପ-ଶୁ ପକ୍ଷୀ ତାଙ୍କ ଭିତରେ ନିବାସ କରିଥାନ୍ତି ।

୩-ତୃତୀୟ ରାଶି ହେଉଛି ମିଥୁନ ରାଶି । ମିଥୁନ ରାଶି ର ଜାତକ ଅନୁସାରେ ଏମାନ ଙ୍କ ର ଆ-ତ୍ମା ଓ ସ୍ଵଭାଵ ର ତୁଳନା ପରୀ ଓ ଅପ୍ସରୀ ସହ କରା ଯାଇଛି । କଥା ଅନୁସାରେ ପରୀ ଆକାରରେ ଛୋଟ ଥାଆନ୍ତି ଓ ଏମାନଙ୍କ ପାଖରେ ପର ମଧ୍ୟ ଥାଏ । ଏହି ରାଶି ର ବ୍ୟକ୍ତି ମାନେ କେବେବି ମିଛ କୁହନ୍ତି ନାହିଁ ।

୪-ଚତୁର୍ଥ ରାଶି ହେଉଛି କର୍କଟ ରାଶି ଏହି ରାଶି ର ସ୍ୱଭାବ ଓ ବ୍ୟବହାର କୁ ଏବଂ ଆ-ତ୍ମା କୁ ମୋହିନୀ ସହ ତୁଳନା କରା ଯାଇଛି । ଏମାନେ ଦେଖିବାକୁ ଜଳ ପରୀ ଭଳି ଦେଖା ଯାଆନ୍ତି ଓ ଏମାନ ଙ୍କର ପର ମଧ୍ୟ ଥାଏ

୫- ପଞ୍ଚମ ରାଶି ହେଉଛି ସିଂହ ରାଶି ଏହି ରାଶି ର ଆ-ତ୍ମା ଓ ସ୍ୱଭାବ ର ତୁଳନା ଏକ ପୌରାଣିକ ଚରିତ୍ର ଦେବ ମାନବ ନ୍କ ସହ କରା ଯାଇଛି । ଏମାନେ ବହୁତ ଆକର୍ଷଣୀୟ ଥାଆନ୍ତି ।

୬-ଷଷ୍ଠ ରାଶି ହେଉଛି କନ୍ୟା ରାଶି ଏହି ରାଶି ର ଆ-ତ୍ମା ଓ ସ୍ୱଭାବ ର ତୁଳନା କଳ୍ପିତ ବୋନେ ସହ କରା ଯାଇଛି । ଏମାନେ ଖୁବ ଶାନ୍ତ ସ୍ୱଭାବ ର ଥାଆନ୍ତି ଏବଂ କାହା ଉପରେ ନିର୍ଭର ରୁହନ୍ତି ନାହିଁ ।

୭- ସପ୍ତମ ରାଶି ହେଉଛି ତୁଳା ରାଶି । ଏହି ରାଶି ର ଆ-ତ୍ମା ଓ ସ୍ଵଭାଵ ର ତୁଳନା ପରୀ ସମାନ ଏକ ସୁନ୍ଦର ସ୍ତ୍ରୀ ଙ୍କ ସହ କରା ଯାଇଥାଏ । ଏମାନେ ବହୁତ ସୁନ୍ଦରୀ ଓ ଆକର୍ଷଣୀୟ ଥାନ୍ତି

୮-ଅଷ୍ଟମ ରାଶି ହେଉଛି ବିଛା ରାଶି ଏହି ରାଶି ର ଆ-ତ୍ମା ଓ ସ୍ୱଭାବ କୁ ପିବାଶ ସହ ତୁଳନା କରା ଯାଇଛି । ଏମାନେ ବହୁତ ଶକ୍ତିଶାଳୀ ଥାନ୍ତି ।

୯-ନବମ ରାଶି ହେଉଛି ଧନୁ ରାଶି । ଏହି ରାଶି ର ତୁଳନା ଅଶ୍ୱ ମାନବ ସହ କରା ଯାଇଛି । ଏମାନେ ବହୁତ ଜ୍ଞାନୀ ରହି ଥାଆନ୍ତି ।

୧୦- ଦଶମ ରାଶି ହେଉଛି ମକର ରାଶି ଏହି ରାଶି ମାନ ଙ୍କ ଆ-ତ୍ମା ଓ ସ୍ୱଭାବ ଅନୁସାରେ ଏମାନ ଙ୍କ ତୁଳନା କାମୁକ ପୁରୁଷ ଙ୍କ ସହ କରା ଯାଇଛି । ଏମାନେ ବହୁତ କାମୁକ ଥାନ୍ତି ।

୧୧- ଏକାଦଶ ରାଶି ହେଉଛି କୁମ୍ଭ ରାଶି ଏହି ରାଶି ର ଆ-ତ୍ମା ଓ ସ୍ଵଭାଵ ର ତୁଳନା ମାନବ ରୂପି ରୋବର୍ଟ ସହ କରା ଯାଇଛି ଏମାନେ ସ୍ଵଭାଵ ରେ ଆକର୍ଷଣୀୟ ଓ ଭାବୁକ ଓ ବୁଦ୍ଧିମାନ ରହି ଥାଆନ୍ତି ।

୧୨- ଦ୍ୱାଦଶ ରାଶି ହେଉଛି ମୀନ ରାଶି ଏହି ରାଶି ର ସ୍ୱଭାବ ଓ ଆ-ତ୍ମା ର ତୁଳନା ମଧ୍ୟ ଜଳପରି ସହ କରା ଯାଇଛି । ଏମାନେ ଆକର୍ଷଣୀୟ ଓ ଆଧ୍ୟାତ୍ମିକତା ହୋଇ ଥାଆନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *