ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରର ବାତ, ପିତ ଓ କଫ ଜନିତ ଅନେକ ସମସ୍ଯା ଦୂର କରିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଆପଣଙ୍କୁ ଏହା ସେବନ କରିବାକୁ ହେବ । ଯଦି ଆପଣ ଏହାର ଏହିପରି ସେବନ କରିବେ ତେବେ ଜୀବନରେ କେବେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ସମସ୍ଯା ହେବ ନାହିଁ ।
ଆପଣଙ୍କ ହାଡ ଶକ୍ତିଶାଳୀ ହେବା ସହ 300 ପ୍ରକାରର ରୋଗ ଆପଣଙ୍କ ଶରୀରରୁ ଦୂର ହୋଇଯିବ । ଏବେ ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା । ଯଦି ଆପଣ ଏହାକୁ ଠିକ ଉପାୟ ରେ ବନାଇ ସେବନ କରିବେ ତେବେ ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହେବ । ଆମ ଶରୀରରେ କୌଣସି ରୋଗ ଜନ୍ମ ହେବାର ଦୁଇ ଟି ମୁଖ୍ୟ କାରଣ ହୋଇଥାଏ ।
ପ୍ରଥମ ଟି ପେଟ ଜନିତ କିଛି ସମସ୍ଯା ହେଲେ ଅନେକ ରୋଗ ହୋଇଥାଏ । ଯଦି ଆପଣଙ୍କ ପେଟ ଠିକ ରହିବ ତେବେ ସବୁ ରୋଗ ଠିକ ହୋଇଯିବ । ଶେଷରେ ଅନେକ ରୋଗ ଆମ ଶରୀରରେ ଭିଟାମିନ ଓ ମିନେରାଲସ ଅଭାବରୁ ହୋଇଥାଏ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଜୀରା । ଜୀରା ର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିବେ ।
ପେଟ ଜନିତ ସମସ୍ଯା ପାଇଁ ଜୀରା ଲାଭଦାୟକ ହୋଇଥାଏ । ରକ୍ତ ଅଭାବକୁ ଦୂର କରିଥାଏ । ପାଚନ କ୍ରିୟା ଶକ୍ତିଶାଳୀ କରିଥାଏ । ଦ୍ଵିତୀୟ ସାମଗ୍ରୀ ଗୋଟା ଧନିଆ । ଯାହା ମୋଟାପଣ ସମସ୍ଯାକୁ ଦୂର କରିଥାଏ । ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ତୃତୀୟ ସାମଗ୍ରୀ ପାନମଧୁରୀ । ଯାହା ରକ୍ତ କୁ ସଫା କରିବା ସହ ଆଖିର ଆଲୁଅ ବଢାଇ ଥାଏ ।
ଏହି 3ଟି ସାମଗ୍ରୀ ରୁ ଅଧା ଚାମଚ ଲେଖାଏଁ ନିଅନ୍ତୁ । ଏହି 3ଟି ସାମଗ୍ରୀ କୁ ଏକ ଗ୍ଳାସ ପାଣି ରେ ପକାଇ ଦିଅନ୍ତୁ । ରାତି ସାରା ଏହି ସବୁ ସାମଗ୍ରୀ କୁ ପାଣି ରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣି କୁ ଛାଣି ନିଅନ୍ତୁ । ତାପରେ ଏହାକୁ ଗ୍ଯାସ ରେ ବସାଇ ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଆପଣ ଏହାକୁ ଛାଣି ବା ବିନା ଛାଣି ଏହାର ସେବନ କରି ପାରିବେ ।
ଆପଣ ନିଜର ସ୍ଵାଦ ପାଇଁ ଏଥିରେ ମହୁ ର ପ୍ରୟୋଗ କରିପାରିବେ । ଯଦି ଆପଣଙ୍କୁ ଡାଇବେଟିସ ସମସ୍ଯା ଅଛି ତେବେ ମହୁ ବ୍ୟବହାର କରନ୍ତୁ ନାହିଁ । 5ରୁ 7 ମିନିଟ ଫୁଟାଇବା ପରେ ଏହାକୁ ଛାଣି ନିଅନ୍ତୁ । ଯଦି ଆପଣ ଛାଣି କି ଏହାର ସେବନ କରିବେ ବଞ୍ଚି ଯାଇଥିବା ସାମଗ୍ରୀ କୁ ଚୋବାଇ ଖାଇ ପାରିବେ । ତେଣୁ ବେସ୍ତ ହେବ ଏହାକୁ ନ ଛାଣି ସେବନ କରନ୍ତୁ । ସକାଳୁ ଚାହା ବଦଳରେ ଏହାର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।