ରଜ ପର୍ବ (14 June) ଏହି 5ଟି ରାଶିର ଭାଗ୍ୟ ଚମକିବ, ମିଳିବ ପ୍ରବଳ ଧନ

ଆସନ୍ତା ୧୪ ତାରିଖ ଠାରୁ ରଜ ପର୍ବ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ରଜ ପର୍ବ ତିନି ଦିନ ଧରି ପାଳିତ ହୁଏ । ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ବା ବସୁମତୀ ସ୍ନାନ । ତେବେ ଏହି ତିନି ଦିନ ପର୍ଯ୍ୟନ୍ତ ଘରର ଝିଅ ମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ । ସଜବାଜ ହୋଇ ଦୋଳି ଖେଳି ଥାଆନ୍ତି । ଘରେ ଘରେ ପୋଡ଼ ପିଠା ଆଦି ବିଭିନ୍ନ ପିଠା ପ୍ରସ୍ତୁତ କରାଯାଇ ଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ର ଗଣନା ଅନୁସାରେ ।

ଏହି ରଜ ପର୍ବ ଦିନ ପର ଠାରୁ କିଛି ରାଶିଙ୍କୁ କିଛି ଶୁଭ ଫଳ ପ୍ରାପ୍ତ ହେବ । ଏମାନଙ୍କ ପାଇଁ ଏବେ ବହୁତ ଶୁଭ ସମୟ ଆସୁଛି । ତେବେ କଣ ଏହି ରାଶି ଗୁଡିକ ତାହା ଆମେ ଜାଣିବା । ପ୍ରଥମ ରାଶି ହେଉଛି ସିଂହ ରାଶି – ଆସନ୍ତା ରଜ ପର୍ବ ଦିନ ଠାରୁ ଆପଣଙ୍କ ର ପ୍ରତେକ କାର୍ଯ୍ୟ ରେ ଆପଣଂକୁ ସଫଳତା ପ୍ରାପ୍ତ ହେବ ।

ଆପଣଙ୍କର ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରେ ଅତିବାହିତ ହେବ । ଯେଉଁମାନେ ଅବିବାହିତ ସେମାନଙ୍କୁ ପ୍ରେମ ପ୍ରୋପଜାଲ ଆସିପାରେ । ଦ୍ଵିତୀୟ ରାଶି ହେଉଛି ତୁଳା ରାଶି – ଏହି ରାଶିର ଲୋକଙ୍କ ପାଇଁ ବହୁତ ଭଲ ସମୟ ଅଛି ।

ଆପଣଙ୍କ ଜୀବନର ସବୁ ସମସ୍ୟା ଏବେ ଦୂର ହେବ । ଆପଣଙ୍କ ର ବ୍ୟବସାୟ ରେ ଉନ୍ନତି ହେବ । କିନ୍ତୁ ଆପଣ ବ୍ୟୟ କରିବା ସମୟରେ ଦେଖିକରି ବ୍ୟୟ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ତୃତୀୟ ରାଶି ହେଉଛି କନ୍ୟା ରାଶି – ଆପଣଙ୍କ ର ସବୁ ସମସ୍ୟା ଏହି ରଜ ପର୍ବ ଠାରୁ ସମାଧାନ ହୋଇଯିବ ।

ଆପଣଙ୍କ ର ଅଟକିଥିବା କାର୍ଯ୍ୟ ଏବେ ପୂର୍ଣ ହେବ । ପରିବାରରେ ସୁଖ ଶାନ୍ତି ଆଦିର ବୃଦ୍ଧି ହେବ । ଧନ ବୃଦ୍ଧି ହେବ । ଯେଉଁମାନେ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କର ପରୀକ୍ଷା ରେ ଭଲ ଫଳ ମିଳିବ । ଚତୁର୍ଥ ରାଶି ହେଉଛି ବୃଷ ରାଶି – ଆପଣଙ୍କ ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇ ପାରେ ।

ଆସନ୍ତା ରଜ ପର ଠାରୁ ଆପଣଂକୁ ନିଜର ଆୟ ଅଧିକ ବୃଦ୍ଧି ହେବ । ବ୍ୟୟ କମ ହେବ । କିନ୍ତୁ କୌଣସି କାର୍ଯ୍ୟ କରିବା ଆଗରୁ ଆପଣ ଭାବି ଚିନ୍ତି କାର୍ଯ୍ୟ କରିବେ । ପଞ୍ଚମ ରାଶି କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କୁ ରଜ ପର ଠାରୁ ଅନେକ ଲାଭ ହେବାର ଯୋଗ ଅଛି ।

କୌଣସି ସ୍ଥାନ କୁ ଆପଣ ଯାତ୍ରା କରିପାରନ୍ତି । ଧନ ଲାଭ ହେବ । କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥିଲେ ତାହା ପୁର୍ଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣ ଯାହାଭି କରିବେ ସବୁ ବେଳେ ଫାଇଦା ରେ ରହିବେ ଏହି ସମୟ ରେ ।

Leave a Reply

Your email address will not be published. Required fields are marked *