ରଜ ସଂକ୍ରାନ୍ତି (15 June) ଏହି 5ଟି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରବଳ ଧନ- Raja Sankranti

ଏବେ 15 ଜୁନ ରେ ରଜ ପର୍ବ ଆସୁଛି ଏହି ଦିନ ଭାଗ୍ୟ ଚମକିବା ପାଇଁ ଯାଉଛି କିଛି ରାଶିଙ୍କ । ସୁନା ଭଳି ଚମକିବ ସେମାନଙ୍କ ଭାଗ୍ୟ । ରାଶି ଚକ୍ରରେ ଥିବା ଥିବା ଭୋଗା ଭୋଗ ବଦଳି ଯାଇ ଥାଏ । ଗ୍ରହ ମାନଙ୍କ ଚାଲି ବଦଳି ଯାଇ ଥାଏ ଯାହା ଦ୍ଵାରା ଏହାର ପ୍ରଭାବ ମାନବ ସମାଜ ଉପରେ ପଡି ଥାଏ ଓ ଏହା ଆମକୁ ବ୍ୟକ୍ତିଗତ ଭାବେ ମଧ୍ୟ ପ୍ରଭାବିତ କରିଥାଏ । ବାର ଗୋଟି ରାଶିର ଭାଗ୍ୟରେ ଉଥାନ ଓ ପତନ ସେତେବେଳେ ଦେଖିବା ପାଇଁ ମିଳିଥାଏ ଯେଉଁ ସମୟରେ ଗ୍ରହଙ୍କ ପରିବର୍ତ୍ତନ ଦେଖା ଯାଇଥାଏ ।

ଆପଣ ଏହା ମଧ୍ୟ ଜାଣିବା ଭଲ କି ଏହାକୁ ଆମେ କେଉଁ ସମୟ ଭାବେ ନେବା ଏହା ଆମ ପାଇଁ କେଉଁ ଭଳି ପରିବର୍ତ୍ତନ ଆଣିବା ପାଇଁ ଯାଉଛି । ତେବେ ଏହାର ପ୍ରଭାବ ଆମ ଉପରେ ଏବେ ପଡିବା ପାଇଁ ଯାଉଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଦୀର୍ଘ 500 ବର୍ଷ ପରେ ଏବେ ଗ୍ରହ ମାନଙ୍କ ମହାସଂଜୋଗ ହେବା ପାଇଁ ଯାଉଛି ।

ଯାହା ଦ୍ଵାରା ଆମ ଉପରେ ଏହାର ପ୍ରଭାବ ପଡିବା ପାଇଁ ଜାଉଛି । ତେବେ ରାଶିଚକ୍ର ର କିଛି ରାଶି ଉପରେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପଡିବା ପାଇଁ ଯାଉଛି । ରଜ ପର ସମୟ ଏହାଙ୍କ ପାଇଁ ଏକ ଅଭୂଲା ସମୟ ହୋଇ ଆସିବା ପାଇଁ ଜାଉଛି । ଏହି ରାଶିଙ୍କ ର ସୌଭାଗ୍ୟ ଆସିବା ପାଇଁ ଯାଉଛି ଓ ଦୁର୍ଭାଗ୍ୟ ଦୂର ହୋଇଯିବ ।

କେବଳ ସେତିକି ନୁହେଁ ଏମାନେ ଯେଉଁ କାମରେ ହାତ ଦେବେ ସେହି କାମ ନିଶ୍ଚିତ ଭାବେ ହେବ । ଆପଣଙ୍କ ଅଚାନକ କିଛି ଧନଲାଭ ହୋଇ ପାରେ । ଚାକିରି କିମ୍ବା ବ୍ୟବଶାୟ ରେ ଆପଣଙ୍କ ଭାଗ୍ୟ ଆପଣଙ୍କ ପଟେ ରହିବ । ଆପଣଙ୍କୁ ନିଜ ପରିବାର ର ଲୋକନକ ଠାରୁ ଅଚାନକ ଧନଲାଭ ହେବ ।

ଏହି ରାଶିର ଲୋକଙ୍କ ପାଇଁ ସମୟ ବହୁତ ଭଲ ଆସିବା ପାଇଁ ଯାଉଛି ରଜ ପରେ । ଏହା ସହ ଆପଣ ଜଗି ରଖି କଥା ହୁଅନ୍ତୁ କାହା ସହ ଝଗଡା କରିବା ଭଳି କାମ କରନ୍ତୁ ନି । ନହେଲ ଆପଣଙ୍କ ପାଇଁ ଅସୁବିଧା ହୋଇ ପାରେ । ଆପଣ ନିଶ୍ଚିତ ଭାବେ କିଛି ନୂଆ କାମ କରିବା ପାଇଁ ଯାଉଛନ୍ତି ।

ଏମାନେ ଯାହା ଭି କାମ ଆରମ୍ଭ କରିବେ ସେଥିରେ ଏମାନେ ନିଶ୍ଚିତ ଭାବେ ସଫଳ ହେବେ । ଏମାନଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ ଦୟାରୁ ଏହାଙ୍କ ଜୀବନର ସମସ୍ଯା ଦୂର ହୋଇଯିବ । ଏମାନେ ଯଦି କେଉଁ କାମ ପୂରଣ ହେବା ପାଇଁ ଚିନ୍ତା କରୁଥିବେ ତାହା ନିଶ୍ଚିତ ଭାବେ ପୂରଣ ହୋଇଯିବ ।

ବ୍ୟାପାର ଓ ବାଣିଜ୍ୟ ରେ ଏମାନେ ଲାଭବାନ ହେବେ ବ୍ୟାପାର କରୁଥିବା ବ୍ୟକ୍ତିମାନେ କିଛି ନା କିଛି ନୂଆ ବ୍ୟାପାର ଖୋଲିବେ ଏହା ସହ ଚାକିରି ଥିବା ଲୋକମାନେ ପ୍ରମୋଶନ ପାଇବେ । ଏମାନେ ମାନ ସମ୍ମାନ ପାଇବେ ଏହି ରାଶିର ନାମ – ସିଂହ, ମେଷ, ବୃଷ, ବିଛା, ତୁଳା, କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *