ରାକ୍ଷୀ ବାନ୍ଧିବା ଆଗରୁ ନିଶ୍ଚୟ ଜାଣନ୍ତୁ ଏହି ଭୟଙ୍କର କଥା

ରାକ୍ଷୀ ପୁର୍ଣିମା ଶ୍ରାବଣ ମାସର ପୁର୍ଣିମା ତିଥିରେ ପାଳନ କରାଯାଇଥାଏ । ଏହି ଦିନ ଭଉଣୀ ଭାଇର ଲମ୍ବା ଆୟୁଷ ସୁଖ ସମୃଦ୍ଧି କାମନା କରି ରାକ୍ଷୀ ବାନ୍ଧି ଥାଏ । ଜ୍ୟୋତିଷଙ୍କର କହିବା ଅନୁଯାଇ ରକ୍ଷା ବନ୍ଧନରେ ଅନେକ ଲୋକ ଜାଣତରେ ହେଉ ବା ଅଜାଣତରେ ଅନେକ ବଡ ବଡ ଭୁଲ କରିବସିଥାନ୍ତି । ଯାହାକୁ ବହୁତ ଅଶୁଭ ହୋଇଥାଏ । ଯାହାକି ଭାଇ ଭଉଣୀର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଯାହାକି ଭାଇ ଭଉଣୀର ସଂପର୍କକୁ ଦୂରେଇ ଦେଇଥାଏ । ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ ।

ତେଣୁ ଏହି ସବୁ ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ । ଆସନ୍ତୁ ଏହି ସବୁ ଭୁଲ ଗୁଡିକ ବିଷୟରେ ଆଲୋଚନା କରିବା । ରାକ୍ଷୀ ପୁର୍ଣିମାରେ ଭଦ୍ରା କାଳ ଓ ରହୁ କାଳରେ ରାକ୍ଷୀ ବାନ୍ଧିବା ଅନୁଚିତ ହୋଇଥାଏ । ଏଥର ରାକ୍ଷୀରେ ଭଦ୍ରାର ପ୍ରଭାବ ରହିବ ନହିଁ ।

କିନ୍ତୁ ସନ୍ଧ୍ଯା ପାଞ୍ଚଟା ଶୋହଳ ମିନିଟରୁ ନେଇକି ୬.୫୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ରହିବ । ଏହା ଭିତରେ ଭୁଲରେବୀ ଭାଇର ହାତରେ ରାକ୍ଷୀ ବାନ୍ଧିବେ ନହିଁ । କାରଣ ଏହି ସମୟ ରହୁ କାଳ ରହିବ । ୨୨ ଅଗଷ୍ଟ ସକାଳ ୬.୧୪ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ଏହା ପରେ ଦିନସାରା ଦିନସାରା ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇପାରିବ । ଯେତେବେଳେକି ପୁର୍ଣିମା ତିଥି ୫ .୩୧ ମିନିଟ ପର୍ଯ୍ୟନ୍ତ ରହିବ । ଏଥି ପାଇଁ ୫ .୩୧ ମିନିଟ ପୂର୍ବରୁ ହିଁ ଭାଇର ହାତରେ ରାକ୍ଷୀ ବାନ୍ଧି ନିଅନ୍ତୁ ।

ତେବେ ଦର୍ଶକ ବନ୍ଧୁ ଏହିଠାରେ ଆପଣ ଜାଣି ନିଅନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ ହେଉଛି ସକାଳ ୬ .୧୪ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ଯା ପାଞ୍ଚଟା ୧୪ ମିନିଟ ରହିଛି । ଏହା ସହିତ ଆସନ୍ତୁ ଜାଣି ନେବା କେଉଁ ସବୁ ରାକ୍ଷୀ କିଣି ଆଣିବା ଉଚିତ । ପ୍ରାୟତଃ ରାକ୍ଷୀ କିଣି ବଜାରରୁ ଆଣିବା ଭିତରେ ତାହା ଛିଣ୍ଡି ଯାଇଥାଏ । ପୁଣି ଆମେ ଏହାକୁ ଯୋଡି କରି ଠିକ କରିଦେଇଥାଉ । ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ରାସୀ ଖଣ୍ଡିତ ହୋଇଯାଇଥାଏ ବା ଛିଣ୍ଡି ଯାଏ ତେବେ ଏହାର ପ୍ରୟୋଗ ବର୍ଜିତ ହୋଇଥାଏ । ତେବେ ଏହି ରାକ୍ଷୀ କାହା ହାତରେ ବାନ୍ଧିବା ଉଚିତ ହୋଇନଥାଏ ।

ପ୍ଲାଷ୍ଟିକ ରାକ୍ଷୀ ଜମାବି ବନ୍ଧନତୁ ନହିଁ, ପ୍ଲାଷ୍ଟିକ ରାକ୍ଷୀ କେତୁର ପଦାର୍ଥ ବୋଲି କୁହାଯାଇଥାଏ । ଏହା ଦୁର୍ନାମକୁ ବଢାଇ ଥାଏ । ତେବେ ଏହାକୁ ପିନ୍ଧାଇବା ଉଚିତ ହୋଇନଥାଏ । ଏହା କାଲେ ଭାଇର ଦୁର୍ନାମ ବଢିଥାଏ । ଏହା ସହିତ ରାକ୍ଷୀ କିଣିଲା ପରେ ଏହି କଥାର ଧ୍ୟାନ ରଖିବେକୀ କୌଣସି ଧାରୁଆ ବା ତୀକ୍ଷଣ ଜିନିଷରେ ତିଆରି ହୋଇନଥିବ । ଶୁଭ ମଉକାରେ ଏହି ଜିନିଷ ଅଶୁଭ ଫଳ ଆଣି ଦେଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଭାଇ ମଧ୍ୟ କୌଣସି ଧାରୁଆ ଜିନିଷର ଉପହାର ଦେବା ଉଚିତ ନୁହେଁ । ଯେମିତିକି ଛୁରୀ ସେଟ, ମିକସି, ଫୋଟୋ ଫ୍ରେମ , ଆଇନା, ଏହା ସହିତ ଭଉଣୀକୁ ରୁମାଲ, ବା ଚପଲ ଭଳି ଜିନିଷ ଉପହାର ଦେବା ଉଚିତ ନୁହେଁ । ଏହି ସବୁ ଜିନିଷ ଉପହାର ଦେଲେ ଫାଟ ସୃଷ୍ଟି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *