ଏହି କଥାରେ କୌଣସି ସନ୍ଦେହ ନାହିଁ, ଯେ ଆମେ ନିଜ ଆମେ ସ୍ୱାସ୍ଥ୍ୟ ଧ୍ୟାନ ନରଖିଲେ ଓ ଖାଇବା ପିଇବା ଉପରେ ଧ୍ୟାନ ନଦେଲେ ଆମକୁ ଅସୁବିଧା ହୋଇ ଥାଏ । ଯଦି ଆମେ ଖାଇବା ରେ ପ୍ରୋଟିନ ଜିନିଷ ନ ଖାଇଲେ ଆମକୁ ବହୁତ ପ୍ରକାର ରୋଗ ହୋଇ ଥାଏ, କୁହା ଯାଏ ଯେ ସ୍ୱାସ୍ଥ୍ୟ ସବୁ ଠାରୁ ବଡ ପୁଞ୍ଜି ହୋଇ ଥାଏ । ଆଜିକା ଲୋକ ସ୍ୱାସ୍ଥ୍ୟ ପାଇଁ କମ ଓ ଧନ ପଛରେ ଅଧିକ ଦୌଡୁଛନ୍ତି ସେଥିପାଇଁ ଲୋକଙ୍କ ଜୀବନ ରେଖା କମି କମି ଚାଲିଛି ।
ଯଦି ଆମେ ପୋଷ୍ଟିକ ଆହାର ନ ଖାଇବୁ ତେବେ ଆମ ଶରୀର ରେ ଆଇରନ ମାତ୍ରା କମି ଯାଇ ଥାଏ, ଏହା ଦ୍ଵାରା ଶରୀର ରେ ରକ୍ତ କମି ଯାଇ ଥାଏ ।
ସେଥିପାଇଁ ଯଦି ଆପଣ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ପୋଷ୍ଟିକ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ ଅଟେ । ଏହା ଛଡା ଆପଣ ନିଜ ଖାଦ୍ୟ ସହ କିଛି ଡ୍ରାଇ ଫୃଟ ମଧ୍ୟ ଖାନ୍ତୁ, ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ପ୍ରଦ ହୋଇ ଥାଏ । ଆପଣଙ୍କୁ ଆମେ କହିବାକୁ ଯାଉଛୁ ଯେ ଡ୍ରାଇ ଫୃଟ ଆମ ଶରୀର ରେ ଆଇରନ ମାତ୍ରା ବଢେଇ ଥାଏ, ଯାହା ଦ୍ଵାରା ଆପଣଙ୍କ ରକ୍ତ ଅଭାବ ସମସ୍ୟା ଦୂର ହୋଇ ଥାଏ ।
ଏହା ଛଡା ଡକ୍ଟରମାନଙ୍କ ଅନୁଯାଇ ଯଦି ଦିନ ଆରମ୍ଭ ଡ୍ରାଇ ଫୃଟ ଦ୍ଵାରା ହୋଇ ଥାଏ ତେବେ ଆପଣଙ୍କ ପୁରା ଦିନ ବାହୁତ ଭଲ ରେ ଜୀବ ଆପଣ ନିଜକୁ ବହୁତ ସ୍ଵସ୍ଥ ଅନୁଭବ କରିବେ । ଡ୍ରାଇଫୃଟ ସେବନ ଦ୍ଵାରା ବ୍ରେନ ଷ୍ଟ୍ରୋକ, କ୍ୟାନ୍ସର ଏବଂ ହାର୍ଟ ସମସ୍ୟା ଭଳି ଭୟଙ୍କର ରୋଗରୁ ବି ମୁକ୍ତି ମିଳି ଥାଏ, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପିସ୍ତା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇ ଥାଏ ।
ପିସ୍ତା ଗୋଟେ ଦାନା ରେ ୧୨ଟି ଡାଳିମ୍ବ ଶକ୍ତି ହୋଇ ଥାଏ, ଗୋଟେ ଅଧ୍ୟୟନ ଅନୁଯାଇ ପ୍ରତି ଦିନ ଡ୍ରାଇ ଫୃଟ ଖାଇଲେ ହାର୍ଟ ରୋଗ ପ୍ରାୟତଃ ୩୦% କମି ଯାଇ ଥାଏ ଓ କ୍ୟାନ୍ସର ଭଳି ରୋଗ ମଧ୍ୟ ୧୧% କମ ହୋଇ ଯାଏ । ଯଦି ଆପଣ ପ୍ରତି ଦିନ ଖାଦ୍ୟ ସହ ଡ୍ରାଇ ଫୃଟ ସେବନ କରନ୍ତି ତେବେ ଆପଣଙ୍କୁ ବହୁତ ପ୍ରକାର ରୋଗ ଠାରୁ ମୁକ୍ତି ମିଳି ଥାଏ ଓ ଆପଣ ନିଜକୁ ବହୁତ ସ୍ଵସ୍ଥ ମନେ କରନ୍ତି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।