ସୀତା ହନୁମାନଙ୍କୁ ଲଙ୍କାରୁ ଫେରିବା ବେଳେ କେଉଁ ଜିନିଷ ଦେଇଥିଲେ? Ramayan Quiz

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରାମାୟଣ କୁଇଜର ୩ୟ ଅଧ୍ୟାୟଓଡ଼ିଆ ରାମାୟଣ କୁଇଜ,ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ ନଂ ୧- ହନୁମାନ ଜନ୍ମ ସମୟରେ କଣ କରିଥିଲେ?

ଉତ୍ତର- ହନୁମାନ ଜନ୍ମ ସମୟରେ ସୂର୍ଯ୍ୟ ଦେବତାଙ୍କୁ ସୁନ୍ଦର ଫଳଭାବି ଖାଇଦେଇଥିଲେ ।

ପ୍ରଶ୍ନ ନଂ ୨-ହନୁମାନ ସୂର୍ଯ୍ୟଙ୍କୁ ଧରିବା ପାଇଁ କେତେ ବାଟ ଦୂର ଯାଇଥିଲେ?

ଉତ୍ତର-ହନୁମାନ ସୂର୍ଯ୍ୟଙ୍କୁ ଧରିବା ପାଇ ତିନିଶହ ଯୋଜନ ବାଟ ପର୍ଯ୍ୟନ୍ତ ଯାଇଥିଲେ ।

ପ୍ରଶ୍ନ ନଂ ୩-ଡେଇଁ ବାରେ ଦକ୍ଷ ହେବାପାଇଁ ହନୁମାନଙ୍କୁ କିଏ ଆଶ୍ରିର୍ବାଦ ଦେଇଥିଲେ?

ଉତ୍ତର-ଡେଇଁ ବାରେ ଦକ୍ଷ ହେବାପାଇଁ ହନୁମାନଙ୍କୁ ପବନ ଦେବତା ଆଶ୍ରିର୍ବାଦ ଦେଇଥିଲେ ।

ପ୍ରଶ୍ନ ନଂ ୪- ହନୁମାନଙ୍କର ନାମକରଣ ଏପରି କାହିଁକି ହୋଇଛି?

ଉତ୍ତର-ଇନ୍ଦ୍ରଦେବତା ତାଙ୍କ ବଜ୍ରର ପ୍ରହାର ରେ ହାଡ ଭାଙ୍ଗିବାରୁ ହନୁମାନଙ୍କର ନାମକରଣ ହୋଇଛି ।

ପ୍ରଶ୍ନ ନଂ ୫-ସୁଗ୍ରୀବ ନିକଟରେ ହନୁମାନ କଣ ଥିଲେ?

ଉତ୍ତର-ସୁଗ୍ରୀବ ନିକଟରେ ହନୁମାନ ମନ୍ତ୍ରୀ ଥିଲେ ।

ପ୍ରଶ୍ନ ନଂ ୬- ସୁଗ୍ରୀବ ସହିତ ମିତ୍ରତା କରିବା ପାଇଁ ରାମଚନ୍ଦ୍ରଙ୍କୁ କିଏ କହିଥିଲା?

ଉତ୍ତର-ସୁଗ୍ରୀବ ସହିତ ମିତ୍ରତା କରିବା ପାଇଁ ରାମଚନ୍ଦ୍ରଙ୍କୁ କବନ୍ଧ ରାକ୍ଷାସ କହିଥିଲା ।

ପ୍ରଶ୍ନ ନଂ ୭-ରାମ ଏବଂ ଲକ୍ଷ୍ମଣ କୁ ଦେଖି ସୁଗ୍ରୀବ କଣ ଭାବିଲା?

ଉତ୍ତର-ରାମ ଏବଂ ଲକ୍ଷ୍ମଣ କୁ ଦେଖି ସୁଗ୍ରୀବ ବାଳି ର ଦୂତ ବୋଲି ଭାବିଲା ।

ପ୍ରଶ୍ନ ନଂ ୮-ହନୁମାନ କେଉଁ ରୂପ ହୋଇ ରାମ ଏବଂ ଲକ୍ଷ୍ମଣଙ୍କର ପାଖକୁ ଗଲା?

ଉତ୍ତର-ହନୁମାନ ବ୍ରାହ୍ମଣ ରୂପଧରି ରାମ ଏବଂ ଲକ୍ଷ୍ମଣ ପାଖକୁ ଗଲା ।

ପ୍ରଶ୍ନ ନଂ ୯-ସୀତା ଙ୍କୁ ଖୋଜିବା ପାଇଁ ସୁଗ୍ରୀବ କଣ କରିଥିଲେ?

ଉତ୍ତର-ସୀତାଙ୍କୁ ଖୋଜିବା ପାଇଁ ସୁଗ୍ରୀବ ପ୍ରତିଜ୍ଞା କରିଥିଲେ ।

ପ୍ରଶ୍ନ ନଂ ୧୦-ସୀତାଙ୍କର ଅଳଙ୍କାର ଗୁଡିକୁ ରାମଚନ୍ଦ୍ରଙ୍କୁ କିଏ ଦେଖାଇ ଥିଲେ?

ଉତ୍ତର-ସୀତାଙ୍କର ଅଳଙ୍କାର ଗୁଡିକୁ ରାମଚନ୍ଦ୍ରଙ୍କୁ ସୁଗ୍ରୀବ ଦେଖାଇ ଥିଲେ ।

ପ୍ରଶ୍ନ ନଂ ୧୧-ସୀତାଙ୍କୁ ରାବଣ ନେଇଥିବା ଖବର ରାମଚନ୍ଦ୍ର କାହାଠାରୁ ପାଇଥିଲେ?

ଉତ୍ତର-ସୀତାଙ୍କୁ ରାବଣ ନେଇଥିବା ଖବର ରାମଚନ୍ଦ୍ର ଏକ ବକ ପକ୍ଷୀଠାରୁ ପାଇଥିଲେ ।

ପ୍ରଶ୍ନ ନଂ ୧୨-ମାଲ୍ୟାବନ୍ତ ପର୍ବତରେ ରାମଚନ୍ଦ୍ର ଏକ କୁକୁଟ ପକ୍ଷୀକୁ କଣ ପ୍ରଦାନ କରିଥିଲେ?

ଉତ୍ତର-ମାଲ୍ୟାବନ୍ତ ପର୍ବତରେ ରାମଚନ୍ଦ୍ର ଏକ କୁକୁଟ ପକ୍ଷୀକୁ ନିଜର ମୁକୁଟ ପ୍ରଦାନ କରିଥିଲେ ।

ପ୍ରଶ୍ନ ନଂ ୧୩-ସୁରସା କୁ ଦେବତା ମାନେ ହନୁମାନ ନିକଟକୁ କାହିଁକି ପଠାଇଥିଲେ?

ଉତ୍ତର-ହନୁମାନଙ୍କର ବଳକୁ ପରୀକ୍ଷା କରିବା ପାଇଁ ଦେବତା ମାନେ ସୁରସା କୁ ହନୁମାନଙ୍କର ନିକଟକୁ ପଠାଇଥିଲେ ।

ପ୍ରଶ୍ନ ନଂ ୧୪-ହନୁମାନ ଲଙ୍କାରେ ସୀତାଙ୍କୁ କିପରି ଖୋଜିଥିଲେ?

ଉତ୍ତର-ହନୁମାନ ଲଙ୍କାରେ ସୀତାଙ୍କୁ ବିଭିନ୍ନ ରୂପ ଧାରଣ କରି ଖୋଜିବାକୁ ଆରମ୍ଭ କରିଥିଲେ ।

ପ୍ରଶ୍ନ ନଂ ୧୫-ସୀତାଙ୍କୁ ନପାଇ ହନୁମାନ ଯାଇ କେଉଁଠାରେ ପହଞ୍ଚିଥିଲେ?

ଉତ୍ତର-ସୀତାଙ୍କୁ ନପାଇ ହନୁମାନ ଯାଇ ଅଶୋକ ବନରେ ପହଞ୍ଚିଥିଲେ ।

ପ୍ରଶ୍ନ ନଂ ୧୭-ସୀତା ହନୁମାନଙ୍କୁ କଣ ଦେଇଥିଲେ?ଉତ୍ତର-ସୀତା ହନୁମାନଙ୍କୁ ନିଜର ମଥା ମଣି ଦେଇଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *