Vastu Shastra- ଭୁଲ ରେ ହେଉ ପଛକେ, ଯଦି ରାସ୍ତାରେ ଯିବା ସମୟରେ ଦେଖନ୍ତି ଏହି 4 ଟି ଜିନିଷ, ରାତାରାତି ଚମକି ଉଠେ ଭାଗ୍ୟ, ବ୍ୟକ୍ତି ହୋଇଯାଏ ମାଲାମାଲ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏପରି କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କୁ କରିବା ଉଚିତ ହୋଇନଥାଏ । ଏହି ଭୁଲ ପାଇଁ ସେମାନେ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଭୁଲ ଅଛି ଯାହାକୁ କରିବା ବା ଦେଖିବା ଦ୍ଵାରା ମଣିଷ ଜୀବନ ସଂପୂର୍ଣ୍ଣ ବଦଳି ଯାଇଥାଏ ।

ଏହି ଭୁଲ ପାଇଁ ମଣିଷ ମନରେ ସକାରାତ୍ମକ ଊର୍ଜାର ପ୍ରଭାବ ବଢିଥାଏ । ଯାହାଫଳରେ ସେ ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧିକୁ ଭୋଗ କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଭୁଲ ଦୃଶ୍ୟ ବା ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ମଣିଷ ଆଜୀବନ ସୁଖ ଭୋଗ କରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯିଏ ଜନ୍ମ ନେଇଛି ସେ ନିଶ୍ଚୟ ଦିନେ ଦିନେ ଏହି ଇହଲୀଳା ଛାଡିବ । ତେଣୁ ଯଦି ଆପଣ ମାନେ ରାସ୍ତାରେ ଯାଉଥିବା ସମୟରେ ଭୁଲ ସେ କୌଣସି ଅନତିମ ଯାତ୍ରା ଦେଖିବେ ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ଅନତିମ ଯାତ୍ରା ଦେଖିବେ ତା ହେଲେ ତାହାକୁ ନିଶ୍ଚୟ ଦୁଇ ହାତ ଯୋଡି ନମସ୍କାର କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ କଷ୍ଟ ଓ ସମସ୍ଯା ଦୂର ହୋଇଯାଏ ।

୨. ବନ୍ଧୁଗଣ ବେଳେବେଳେ ରାସ୍ତାରେ ଯିବା ସମୟରେ କିନ୍ନର ମାନେ ଆସିଯାଇଥାନ୍ତି । କିନ୍ନର ଆସିବା ଦ୍ଵାରା କେତେକ ଲୋକ ଏହାକୁ ଅଶୁଭ ମାନି ଥାନ୍ତି । କିନ୍ତୁ ବନ୍ଧୁଗଣ ବ୍ରମ୍ହାଙ୍କର ଛାୟାରୁ କିନ୍ନରଙ୍କ ଉତ୍ପତ୍ତି ହୋଇଛି । ବନ୍ଧୁଗଣ କିନ୍ନରଙ୍କୁ ଭଗବାନ ରାମ ଓ ବ୍ରମ୍ହା କେତେକ ବରଦାନ ଦେଇଛନ୍ତି । ତେଣୁ ଯଦି ଆପଣ କିନ୍ନରଙ୍କୁ ରାସ୍ତାରେ ଦେଖି ତାଙ୍କର ଆଶୀର୍ବାଦ ନେଉଛନ୍ତି ତା ହେଲେ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । କିନ୍ନରଙ୍କୁ ଦେଖିବା ଏକ ଶୁଭ ସଙ୍କେତ ମାନା ଯାଇଥାଏ ।

୩. ଯଦି ବନ୍ଧୁଗଣ ଆପଣ ରାସ୍ତାରେ ଯାଉଥିବା ସମୟରେ ଟଙ୍କା ବା ମୁଦ୍ରା ପାଉଛନ୍ତି ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ରାସ୍ତାରେ ଟଙ୍କା ମିଳିବାର ଅର୍ଥ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ସହ ଅଛନ୍ତି ଓ ଆଗାମୀ ସମୟରେ ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବାକୁ ଯାଉଛନ୍ତି ।

୪. ବନ୍ଧୁଗଣ କେତେକ ଲୋକଙ୍କର ଅଧା ରାତିରୁ ହଠାତ ନିଦ ଭାଙ୍ଗି ଯାଇଥାଏ । ବନ୍ଧୁଗଣ ରାତ୍ରି ସମୟରେ ନିଦ ଭାଙ୍ଗିବାକୁ ଏକ ଶୁଭ ସଙ୍କେତ କୁହାଯାଇଛି । ଯଦି ଆପଣଙ୍କ ନିଦ ରାତ୍ରି ସମୟରେ ଭାଙ୍ଗିଯିବ ତା ହେଲେ ଆପଣ ଭଗବାନଙ୍କୁ ସ୍ମରଣ କରି ନିଜର ମନସ୍କାମନା ବିଷୟରେ ଜଣାନ୍ତୁ । ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *