ଆପଣମାନେ ଜାଣିଥିବେ କି କୁହାଯାଏ କି ଆମେ ଯାହା ଭି ଦେଖିକି ରାତିରେ ସଉ କିମ୍ବା ଯାହା ଭି ଆମେ ଦେଖିକି ରାତିରେ ଗପି ଥାଉ ତାକୁ ଆମେ ସ୍ଵପ୍ନ ରେ ଦେଖି ଥାଉ । ଏହା କଣ ସତ ଏହା କଣ ଆମ ମୁଣ୍ଡ ପାଇଁ ଲାଗୁ ହୁଏ । ଆଜ୍ଞା ହଁ ଏହା ଆମ ମୁଣ୍ଡ ସହ ଆମ ଶରୀର ପାଇଁ ମଧ୍ୟ ଲାଗୁ ହୋଇ ଥାଏ । ଆମେ ଶରୀର ରେ ଯାହା ଭି ଖାଉ ଏହାର ପ୍ରଭାବ୍ବ ଆମ ଉପରେ ପଡେ । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଏହା ଆମ ପାଇଁ ରାତି ସମାୟାରେ ଅଧିକ ଜରୁରୀ ଥାଏ ।
ଆଜି ଆମେ ସେହି ବିଷୟରେ କହିବା ପାଇଁ ଯାଉଛୁ କି ଆମେ ରାତିରେ କିଭଳି ଖାଇବା କୁ ଖାଇବା ଦରକାର । ଯଦି ଦେଖିବା ପାଇଁ ତ ଆମେ ରାତିରେ ଶରୀରୀ ପାଇଁ ଯାହା ଭଲ ଅଛି ତାକୁ ହି ଖାଇବା ।
ଯାହା ଆମ ପାଇଁ ଭଲ ଏହା କରିବାର କାରଣ ଆମ ଶରୀର ର ରାତିରେ କେବଳ ଗୋଟେ କାମ ଥାଏ ତାହା ହେଉଛି ଖାଦ୍ଯ ହଜମ ହେବା । ତେଣୁ ସେହି ଭଳି ଖାଦ୍ଯ ଖାଇବା ଯାହା ଆମକୁ ଖୁବ ଭଲ ନୂତରିଏନ୍ଟ ଦେବ । ଆମକୁ ରସୁଣ ଖାଇବା ଦରକାର ରାତିରେ କାରଣ ହେଉଛି ରସୁଣ ରେ ଅନେକ ରୋଗକୁ ଭଲ କରିବାର ଗୁଣ ଅଛି । ଆଜି ଆମେ କହିବା କି ରସୁଣ ଖାଇବା ଦ୍ଵାରା ଆପଣ କିଭଳି ସମସ୍ୟାରୁ ମୁକ୍ତ ହୋଇ ପାରିବେ ।
ଆପଣ ରାତିରେ ଶୋଇବା ଆଗରୁ ଏକ ରସୁଣ କୋଲା କୁ ମହୁ ସହ ଖାଇ ନିଅନ୍ତୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଅନେକ ସମସ୍ଯା ଦୂର ହୋଇଯିବ । ଏହା ଦ୍ଵାରା ଜଏଣ୍ଟ ପେନ, ଇଣ୍ଡାଇଜେସନ, କ୍ୟାନ୍ସର ଭଳି ରୋଗ ଭଲ ହୋଇଯିବ । ଆପଣ ଏହାକୁ ରାତିରେ ଖାଇ ନିଅନ୍ତୁ ଖାଇ ସାରିବା ପରେ ଅଧ ଘଣ୍ଟା ପରେ ଖାଇ ନେବେ । ଆସନ୍ତୁ ଜାଣିବା କି ରସୁଣ ଖାଇବା ଦ୍ଵାରା କେଉଁ କେଉଁ ରୋଗ ହେବା ବନ୍ଦ ହୋଇ ଜୀବ ।
ଆଜି କାଲୀ ସହର ରେ ଅନେକ ରୋଗ ଅଛି ତା ମଧ୍ୟ ରୁ ହୃଦୟ ର ବିଭିନ୍ନ ରୋଗ ଅଧିକ ଦେଖା ଯାଉଛି ଏହାର କାରଣ ହେଉଛି କି ଆମ ଶରୀରୀ ରେ ଥିବା ଅଶୋଧିତ ରକ୍ତ । ଜାହହା ଆମକୁ ବିଭିନ୍ନ ଚର୍ମ ରୋଗ କରାଇବା ସହ ବିଭିନ୍ନ ହୃଦ ରୋଗ କୁ ମଧ୍ୟ ପ୍ରୋସ୍ଛାହନ ଦେଇ ଥାଏ । ଏହାର ପ୍ରଥମ କାରଣ ହେଉଛି ଆମ ହାର୍ଟ ର କାମ ହେଉଛି ଏହା ରକ୍ତ କୁ ଶରୀରର ସବୁ ଆଡକୁ ପଠାଇ ଥାଏ ।
ଯଦି ହାର୍ଟ ବ୍ଲକ ହେଇ ଯାଏ କିମ୍ବା ଏହା ଆମ କୁ କଷ୍ଟ ଦେଉଛି । ତାହେଲେ ଆପଣ ଏହା ଜାଣି ନିଅନ୍ତୁ କି ଏହା ଆପଣଙ୍କ ରକ୍ତ ବହଳିଆ ହେବା ଯୋଗୁ ହୋଇଛି ନ ହେଲେ ଏହା ଆପଣଙ୍କ ରକ୍ତରେ ଖରାପ ଜିନିଷ ଥିବା ଦ୍ଵାରା ହୋଇ ଯାଇଛି । ଆମର ରକ୍ତ ବହଳିଆ ହେବାର କାରଣ ହେଉଛି ଆମ ଶରୀର ର ସଠିକ ଭାବେ ଡାଇଜେସନ ଭଲ ହୋଇ ନଥାଏ । ତେଣୁ ଏହି ପାଇଁ ଆପଣ ରସୁଣ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ । ଏହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ହରାଇ ପାରେ ।