ରାତି ଅଧରେ ପରିସ୍ରା ଲାଗୁଥିଲେ ଜାଣନ୍ତୁ ଏହି କଥା, ନଚେତ ପରେ ପସ୍ତେଇବେ

ବନ୍ଧୁଗଣ ପ୍ରତେକ ଦିନ ଉଚିତ ମାତ୍ରା ରେ ପାଣି ପିଇବା ବହୁତ ଜରୁରୀ ଅଟେ । ଏ କଥା ଆପଣ ମାନେ ନିଶ୍ଚୟ ଜାଣିଥିବେ । ପାଣି ସେବନ କରିଲେ ସ୍ୱାସ୍ଥ୍ୟକୁ ବହୁ ମାତ୍ରାରେ ଲାଭ ମିଳିଥାଏ । ଏହା ସହ ପରିସ୍ରା କରିବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଭଲ କାର୍ଯ୍ୟ ଅଟେ । କିନ୍ତୁ ଆପଣ କଣ ଜାଣିଛନ୍ତି ଅଧ ରାତିରେ ଉଠି ପରିସ୍ରା କାହିଁକି କରିଥାଉ ? କହିବାକୁ ଗଲେ ଯଦି ଅଧ ରାତିରେ ନିଦ ଭାଙ୍ଗିଯାଏ ତେବେ ପରିସ୍ରା ନିହାତି ଲାଗିଥାଏ । କିନ୍ତୁ ଏହି ଠାରେ ଜାଣି ରଖନ୍ତୁ ଯେ ଅତ୍ୟଧିକ ପରିସ୍ରା ଲାଗିବା ଆପଣଙ୍କ ଶରୀର ପାଇଁ ଭଲ ନୁହେଁ ।

ପରିସ୍ରା କମ ଆସିବା ବି ଭଲ ନୁହେଁ । ଆଜି ଆମେ ଆପଣଙ୍କୁ କହିବୁ ରାତି ଧରେ ପରିସ୍ରା ଲାଗିବାର କାରଣ ବିଷୟରେ । ଯଦି ଡାକ୍ତର ଙ୍କ କଥା ଅକହିବା ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଯେତେବେଳେ ପରିସ୍ରା ଲାଗେ ସେତେବେଳେ ଆମ ଶରୀରରେ ରହିଥିବା ବିଷାକ୍ତ ପଦାର୍ଥ ଓ ହାନିକାରକ ପଦାର୍ଥ ବାହାରକୁ ଆସିଥାଏ । ଯାହା ଦ୍ଵାରା ଆମ ଶରୀର ସୁସ୍ଥ ଓ ରୋଗ ମୁକ୍ତ ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବ୍ୟକ୍ତିକୁ ଅଧ ରାତିରେ କାହିଁକି ପରିସ୍ରା ଲାଗିଥାଏ ?

ଯଦି କୌଣସି ବ୍ୟକ୍ତି ରାତିରେ ଶୋଇବା ଆଗରୁ ବହୁତ ଅଧିକ ପାଣି ପିଇଥାଏ ବା ତରଳ ପଦାର୍ଥର ସେବନ କରିଥାଏ ତେବେ ନିହାତି ରାତିରେ ପରିସ୍ରା ଲାଗିଥାଏ । କିନ୍ତୁ ପରିସ୍ରା କରିବା ସମୟରେ ଶରୀରରେ ରକ୍ତ ର ପ୍ରଭାବ ଜୋର ହୋଇଯାଏ । କାରଣ ରାତି ଅଧରେ ପରିସ୍ରା ଲାଗିଲେ ଆମ ଶରୀର ଠିକ ଭାବେ ସତେଜ ହୋଇ ନ ଥାଏ । ଯାହା ଫଳରେ ଆମ ଶରୀରରେ ପ୍ରଭାବିତ ରକ୍ତ କଣିକା ଆମ ମସ୍ତିସ୍କରେ ଅଟକି ଯାଇଥାଏ ।

ଆଉ ଯେବେ ମସ୍ତିସ୍କରେ ଅଟକିଥିବା ରକ୍ତ କଣିକା ଠିକ ଭାବରେ ସଞ୍ଚଳିତ ହୋଇପାରେ ନାହି ତେବେ ଏହା ଦ୍ଵାରା ବ୍ରେନ ଷ୍ଟୋକ ହେବାର ସମ୍ଭାବନା ଅଧିକ ରହିଥାଏ । ଆଉ ଏକ ସର୍ଭେ ରୁ ଜଣା ପଡିଛି ଯେ 50 ବର୍ଷ ବୟସ ପରେ ପ୍ରାୟତ ଅଧିକାଂଶ ମହିଳା ଓ ପୁରୁଷଙ୍କୁ ରାତି ଅଧରୁ ପରିସ୍ରା ଲାଗିଥାଏ । ଆଉ ଏହି ବୟସର ଲୋକେ ରାତିରେ 2ରୁ ଅଧିକ ଥର ଉଠିଥାନ୍ତି ପରିସ୍ରା ପାଇଁ । ଏହା ଦ୍ଵାରା ନିଦ ଭଲ ହୁଏ ନାହି । ଯାହା ଦ୍ଵାରା ଚିନ୍ତା ଅଧିକ ବଢିବା ସହ ସେହି ମଣିଷ ଚିଡିଚିଡା ସ୍ଵଭାବର ହୋଇଯାଏ ।

ଏହି ବ୍ରେନ ଷ୍ଟୋକର ଭୟ ଅଧିକ ବଢିବାରୁ ଯଦି ଆପଣ ହଠାତ ରାତିରୁ ଉଠି ପରିସ୍ରା ଯାଉଛନ୍ତି ତେବେ ଆପଣ କିଛି ସାବଧନତା ଅବଲମ୍ବନ କରନ୍ତୁ । ଯଦି ଆପଣଙ୍କୁ ରାତିରେ ପରିସ୍ରା ହଠାତ ଲାଗୁଛି ତେବେ ପରିସ୍ରା କରିବା ପୂର୍ବରୁ ନିଜର ପାଦ ସେଯରେ ସେ ପର୍ଯ୍ଯନ୍ତ ରଖନ୍ତୁ ଯେବେ ଯାଏଁ ଆପଣଙ୍କୁ ସତେଜ ଅନୁଭବ ନ ହୋଇଛି ।

ରାତିରେ ଶୋଇବା ପୂର୍ବରୁ ପରିସ୍ରା ନିଶ୍ଚୟ କରନ୍ତୁ । ଏହା ଛଡା ପରିସ୍ରାକୁ କେବେବି ଅଧିକ ସମୟ ଯାଏଁ ଅଟକ ରଖିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *