ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୌଣସି ପିଲାର ଜନ୍ମ ଭଗବାନଙ୍କ ନିଶ୍ଚିନ୍ତ କରା ହୋଇଥିବା ସମୟରେ ହିଁ ହୋଇଥାଏ । ଛୋଟ ପିଲା ରୂପରେ ମାନବ ହୋଇ ଆସିଥାଏ । ଏ ଦୁନିଆରେ କେବେ ଓ କାହାର ଆଗମନ ହେବ ଏହା କେବଳ ଭଗବାନ ନିଶ୍ଚୟ କରିଥାନ୍ତି । ଜନ୍ମ ଓ ମୃତ୍ୟୁ ଈଶ୍ବରଙ୍କ ହାତରେ ରହିହି । ହିନ୍ଦୁ ଶାସ୍ତିର ଅନୁଯାୟୀ ମାନବ ଜୀବନର ଜନ୍ମ ସହ ତାର ଭାଗ୍ୟ ଲେଖା ହୋଇ ଆସିଥାଏ । ଅନେକ ସମୟରେ ଏମିତି କିଛି ଚମତ୍କାର ହୋଇଥାଏ ଯାହା କେହି କଳ୍ପନା କରି ନ ଥାନ୍ତି । ଶିଶୁ ଜନ୍ମର କୌଣସି ସମୟ ନ ଥାଏ । ଆଜି ଆମେ ଆପଣଙ୍କୁ ରାତିରେ ଜନ୍ମ ହୋଇଥିବା ଶିଶୁଙ୍କର ଗୁଣ ବିଷୟରେ କହିବାକୁ ଯାଉଛୁ ।
୧- ଯେଉଁ ପିଲା ମାନଙ୍କର ଜନ୍ମ ରାତି ସମୟରେ ହୋଇଥାଏ ସେମାନେ ଦାୟିତ୍ବବାନ ହୋଇଥାନ୍ତି । କୌଣସି କାର୍ଯ୍ୟ ଆରମ୍ଭ କରିବା ଆଗରୁ ସେମାନେ ବହୁତ ଚିନ୍ତା ବିଚାର କରିଥାନ୍ତି । ଏମାନେ ତରବର କୌଣସି ନିସ୍ପତି ନିଅନ୍ତି ନାହି ।
୨- ରାତିରେ ଜନ୍ମ ହୋଇଥିବା ପିଲା ଖୋଲା ଆଖିରେ ସ୍ଵପ୍ନ ଦେଖିବା ସହ ତାକୁ ପୁରା କରିବାରେ ବିଶ୍ଵାସ କରିଥାନ୍ତି । ଏମାନେ ବହୁତ ମେହନତୀ, କର୍ମଠ, କାର୍ଯ୍ୟକୁ ଠିକ ସମୟରେ କରିଥାନ୍ତି ।
୩- ରାତିରେ ଜନ୍ମ ହୋଇଥିବା ପିଲା ଯେଉଁ କାମରେ ହାତ ଦେଇଥାନ୍ତି ଯେବେ ଯାଏଁ ସେହି କାମ ସଫଳ ନ ହୋଇଛି ସେମାନେ ହାର ମାନନ୍ତି ନାହି । ସେହି କାମ ପୁରା କରିବାକୁ ପୁରା ଉଦ୍ୟମ ଜାରି ରଖିଥାନ୍ତି ।
୪- ରାତିରେ ଜନ୍ମ ହୋଇଥିବା ଶିଶୁ କିଛି ନା କିଛି ନା ଶିଖିବାକୁ ବିଶ୍ଵାସ କରନ୍ତି । ଏମାନଙ୍କର ବିଶେଷ କଥା ହେଉଛି ସଙ୍କଟା ଆସିଲେ ନିଜେ ନିଜକୁ କମଜୋର ହେବାକୁ ଦିଅନ୍ତି ନାହି । ଏହା ସହ ଲାଇଫରେ ଯଦି କିଛି ସମସ୍ଯା ଆସେ ଫେସ ଟୁ ଫେସ ସାମନା କରିଥାନ୍ତି ।
୫- ରାତିରେ ଜନ୍ମଗ୍ରହଣ କରିଥିବା ପିଲା ନିଜର ବାଣୀ ଦ୍ଵାରା ଅନ୍ୟର ହୃଦୟ ଜିଣି ପାରନ୍ତି । ଏମିତିକି ଲୋକ ମାନଙ୍କୁ କେମିତି ଇମ୍ପପ୍ରେସ କରି ହେବ ଏହି କାଳ ଏମାନଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ । ଏମାନେ ବହୁତ କମ ସମୟରେ ଅନ୍ୟଙ୍କୁ ଇମ୍ପରେଶ କରିଥାନ୍ତି ।
୬- ରାତିରେ ଜନ୍ମଗ୍ରହଣ କରିଥିବା ପିଲା ଯେଉଁ ମାନଙ୍କର ଭୁଲ ଦେଖିଥାନ୍ତି ତୁରନ୍ତ ଏହାର ପ୍ରତିବାଦ କରିବା ସହ ଜବାବ ଦେଇଥାନ୍ତି । ଏମାନେ କେବେ ବି ଭୟ କରନ୍ତି ନାହି । ଏମାନେ ପୁରା ସ୍ପଷ୍ଟବାଦୀ ହୋଇଥାନ୍ତି । ପୁଅ ବା ଝିଅ ହେଉ ରାତିରେ ଜନ୍ମ ହୋଇଥିଲେ ଏମାନଙ୍କର ବ୍ୟକ୍ତିତ୍ବ ବହୁତ ଭଲ ହେବ ସହ ଭବିଷ୍ୟରେ ଉନ୍ନତି କରିଥାନ୍ତି ।
୭- ଏଭଳି ପିଲାମାନେ ବହୁତ ବୁଦ୍ଧିମାନ ହେବା ସହ କିଛି ନା କିଛି କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏହା ସହ ଏମାନଙ୍କୁ ଭଲ ମାର୍ଗ ଦର୍ଶନ କରାଇବା ଉଚିତ । ଏମାନେ ନିଜ କ୍ଯାରିୟର ନିଜେ ବାଛିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।