ରାତିରେ ଶ୍ମଶାନକୁ ଯିବା କଥା ନୁହେଁ କାହିଁକି ? Garuda Purana

ସମସାନ କଥା ଶୁଣିବା ମାତ୍ରେ ଅନେକ ଲୋକମାନେ ଡଋ ଯାଇ ଥାନ୍ତି । ଆପଣମାନେ ଜାଣି ଥିବେ କି ଘରେ ଆମ ବଡ ଲୋକମାନେ କହିଛନ୍ତି କି ଆମେ ମସାଣି ଯିବା ଠିକ ନଥାଏ । ଏହାର କାରଣ କଣ ହୋଇଥାଏ । ଆପଣାମନେ ଜାଣି ଥିବେ କି ଏହି ଜାଗାରେ ଅନେକ ଲୋକମାନେ ଡଋ ଯାଇକି ସେମାନଙ୍କ ଦେହ ମଧ୍ୟ କ୍ଷ୍ହରାପ ହୋଇ ଥାଏ । କିଛି ଲୋକଙ୍କ ମତରେ ରାରି ସମୟ ରେ ଏହି ଜାଗାକୁ ବିପଦ ଥାଏ । ଆପଣ କଣ ଜାଣି ଚଣି କି ଆମକୁ ଏହି ଭଳି କଣ ପାଈଁ କୁହାଯାଇଛି ।

ଆଜ୍ଞା ହଁ ଆମେ ଏହି ଭଳି ଶୁଣିବା ପାଇଁ ପାଇଛୁ କିନ୍ତୁ ଏହାର କାରଣ କେବେ ପଚାରିନେ ତେବେ ଆସନ୍ତୁ ଜାଣିବା ଏହି କଥାର ସତ୍ୟତା । ଆପଣମାନେ ବୋଧେ ହୁଏ ଜାଣି ନଥିବେ କି ଏହି ଜାଗାରେ ତାନ୍ତ୍ରିକ ଓ ବହୁତ ଅଘୋରୀ ମାନେ ନିଜର ସାଧନା କରିଥାନ୍ତି । ଏମାନେ ସବୁ ବେଳେ ରାତିରେ ହିଁ ନିଜ କାମ ଆରମ୍ଭ କରିଥାନ୍ତି ।

କାରଣ ଏମାନଙ୍କୁ ଏହା ପାଇଁ ସାନ୍ତ ଶିଷ୍ଟ ଜାଗା ଦରକାର ହୋଇଥାଏ କିନତୂ ସବୁ ଆଡେ ଜଣ ଗହଳି ହୋଇଥାଏ କେବଳ ଏହି ଜାଗାରେ ସବୁ ବେଳେ ଖାଲି ଜାଗା ଥାଏ ଓ ଶଧାରଣ ଭାବେ ଏହି ଜାଗା ସୁନସାନ ମଧ୍ୟ ଥାଏ । ସେମାନେ 3 ପ୍ରକାର ସାଧନା କରିଥାନ୍ତି ଶିବ ସାଧନା, ସମସାନ ଶାଧନା, ଶବ ସାଧନା ଏହି 3 ପ୍ରକାର ସାଧନା କରିଥାନ୍ତି ଏମାନେ ଏହି ଜାଗାରେ ।

ଏହା ମଧ୍ୟ କୁହାଯାଏ ସବୁ ଲୋକମାନେ ଶୋଇବା ପରେ ଏହି ଶାଧନା ଆରମ୍ଭ ହୋଇଥାଏ । ଏହା ରାତିରେ ହୋଇଥାଏ ଏହି ଜାଗାରେ ଅନେକ ପ୍ରକାର ଅତୃପ୍ତ ଆତ୍ମା ମାନେ ବୁଲୁଥାନ୍ତି । ଏମାନେ କାହାକୁ ଭି କ୍ଷତି ପହଞ୍ଚାଇ ପାରନ୍ତି ଏହା କହି ହେବନି ।

କାରଣ ହେଉଛି କି କିଛି ଆତ୍ମା ମାନେ ଅନ୍ୟମାନଙ୍କୁ କିଛି କରି ନଥାନ୍ତି ମାତ୍ର ଲୋକମାନେ ସେମାନଙ୍କ କଥା ଜାଣି ନପାରି ଡରୀ ଯାଇକି ବେହୋଶ ମଧ୍ୟ ହୋଇ ଯାଇଥାନ୍ତି । ମସାଣି ରେ ଏକ ଆଉ ଘଟଣା ଅଛି । ଏହି ଜାଗାରେ ଭଗବାନ ଶିବ ଓ ମା କାଳୀଙ୍କ ନିବାଶ ହୋଇଥାଏ । ଏହା କାରଣ ଥାଏ କି ମସାଣି ପାଖ ଦେଇକି ଯିବା ପାଇଁ ମଧ୍ୟ ମନା କରାଯାଏ ।

ଏହାକୁ କିଛି ଲୋକମାନେ ଅନ୍ଧବିଶ୍ଵାଶ କୁହାଯାଏ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ କି କିଛି ଖରାପ ଶକ୍ତି ରାତିରେ ଅଧିକା ଥାଏ । ଯେଉଁ ଲୋକମାନଙ୍କ ମନ ଦୁର୍ବଳ କିମ୍ବା ସେମାନେ ଏକା ରହିବା ଭଳି କାମ କରିଥାନ୍ତି ସେମାନେ ଖୁବ ଜଲ୍ଦି ଏହି ଖରାପ ଶକ୍ତି ମାନଙ୍କ ଫାଶରେ ଫଶୀ ଯାଇ ଥାନ୍ତି ।

ଆପଣମାନେ ଯଦି ଅଧିକ ଏମୋସନାଲ ଥିବା ଭଳି ଲୋକ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜକୁ ଏହି ଭଳି ରାସ୍ତାରୁ ଦୂରେଇ ରଖିବା ଦରକାର ଅଟେ । ଯେଉଁ ବ୍ୟକ୍ତି ମାନେ ଏହି ପ୍ରକାର ଖରାପ ଶକ୍ତି ପ୍ରଭାବରେ ଆସିଥାନ୍ତି ସେମାନେ ନିଜର ଉପରୁ ନିଜ କଣ୍ଟ୍ରୋଲ କୁ ହରାଇ ଦେଇଥାନ୍ତି । ଏହା ସହ ଏମାନେ ନିଜ ପରିବାର କିମ୍ବା ନିଜ ଲୋକଙ୍କୁ ମଧ୍ୟ ଏହା ପାଇଁ ଅସୁବିଧାରେ ପକାଇ ପାରନ୍ତି ।

Leave a Reply

Your email address will not be published. Required fields are marked *