ରାତି 3 ଟା ରେ ଯଦି ଭାଙ୍ଗି ଯାଉଛି ଆପଣଙ୍କ ନିଦ, ତେବେ ହେଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ଏହା ପଛର ରହସ୍ୟ

ବନ୍ଧୁଗଣ ଏହି ଦୁନିଆ ରହସ୍ୟମୟ କଥାରେ ଭରି ରହିଛି । ବନ୍ଧୁଗଣ ବହୁତ ଲୋକଙ୍କର ନିଦ ସଖାଳ ସମୟରେ ଭାଙ୍ଗିଥାଏ ଓ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ନିଦ ରାତି ୧ ରୁ ୩ଟାରେ ଭାଙ୍ଗିଥାଏ । ରାତ୍ରି କାଳର ଏପରି କିଛି ସମୟ ରହିଛି ଯାହାକୁ ବହୁତ ଅଶୁଭ ମନା ଯାଇଥାଏ ।

ଏହି ସମୟରେ ଅଧିକ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ବନ୍ଧୁଗଣ ଯଦି ଆପଣ ରାତ୍ରିର ୧ ରୁ ୩ଟା ସମୟ ମଧ୍ୟରେ ହଠାତ ଉଠିଯାନ୍ତି ତା ହେଲେ ଆପଣଙ୍କୁ କୌଣସି ଜିନିଷ ଭାବନାତ୍ମକ ରୂପରେ ଚିନ୍ତିତ କରିପାରେ । ଆପଣଙ୍କ ଶରୀରରେ ହେଉଥିବା ସକରାତ୍ମକ ଊର୍ଜା ମଧ୍ୟ ଏହା ଦ୍ଵାରା ପ୍ରଭାବିତ ହେଇଯିବେ । ବନ୍ଧୁଗଣ ରାତ୍ରି ସମୟରେ ୧ ରୁ ୩ଟା ପର୍ଯ୍ୟନ୍ତ ସମୟ କାହିଁକି ଅଶୁଭ ହୋଇଥାଏ, ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ରାତ୍ରିର ଏହି ସମୟରେ କୌଣସି ମନ୍ଦିର ଖୋଲା ହୋଇ ରହିନଥାଏ, କୌଣସି ଦେବିଦେବତାଙ୍କୁ ପୂଜା କରାଯାଏ ନାହିଁ ଓ କୌଣସି ଶବ୍ଦ ମଧ୍ୟ ଆସିନଥାଏ । ବନ୍ଧୁଗଣ ଏହି କାରଣ ହେତୁ ଏହି ସମୟ ନକରାତ୍ମକ ଊର୍ଜା ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ନକରାତ୍ମକ ଊର୍ଜା ୧୦୦ ଗୁଣ ଅଧିକ ଶକ୍ତିଶାଳୀ ହୋଇ ଯାଇଥାଏ ଓ ଏହି ସମୟରେ ତାନ୍ତ୍ରିକ ମାନେ ନିଜର ସିଧି ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ସାଧନା କରିଥାନ୍ତି ।

ବନ୍ଧୁଗଣ ଏହି ସାଧନା ମଧ୍ୟରେ ବଳିପ୍ରଥା ଓ ଗୁପ୍ତ ସାଧନା ମଧ୍ୟ ରହିଛି । ତନ୍ତ୍ରବିଦ୍ୟା ଅନୁଯାୟୀ ରାତ୍ରିର ଏହି ୧ ରୁ ୩ଟା ମଧ୍ୟରେ ଥିବା ସମୟ ବଳି ସାଧନା ଆଦି ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତାନ୍ତ୍ରିକ ମାନେ ନିଜର ସିଧି ପୂରଣ କରିବା ପାଇଁ ଏହି ସମୟରେ ସାଧନା କରିଥାନ୍ତି । ଏହି ସମସ୍ତ କଥାକୁ ଦ୍ରୁଷ୍ଟିରେ ରଖିଲେ ଏହି ସମୟରେ ବ୍ରମ୍ହାଣ୍ଡରେ ସମସ୍ତ ନକରାତ୍ମକ ଶକ୍ତି ଘୁରି ବୁଲୁଥାଏ ।

ତେଣୁ ଏହି ସମୟ ତାନ୍ତ୍ରିକ ମାନଙ୍କ ପାଇଁ ବହୁତ ଶୁଭ ରହିଥାଏ । ହେଲେ ଏହି ସମୟ ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ରହିଥାଏ । କାରଣ ଏହି ସମୟରେ ବହୁତ ଜଘନ୍ୟ ଘଟଣା ମାନ ଘଟିଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ରାତ୍ରି ସମୟରେ ବହୁତ ସାବଧାନ ରହିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଭୁଲ ସେ ମଧ୍ୟ ଶୋଇବା ପୂର୍ବରୁ ରାତ୍ରି ସମୟରେ ଭୁତ ପ୍ରେତ ବିଷୟରେ ଚିନ୍ତା କରିବେ ନାହିଁ । ଏହା ସହିତ ଯଦି ଆପଣ ରାତ୍ରିର ଏହି ସମୟରେ ଉଠୁଛନ୍ତି ତା ହେଲେ ଘର ଅଗଣାକୁ ଭୁଲ ସେ ମଧ୍ୟ ଯିବେ ନାହିଁ ଓ ଏମିତି କୌଣସି ସ୍ଥାନକୁ ଯିବେ ନାହିଁ ଯେଉଁଠି କୌଣସି ନରର ବଳି ଦିଆ ଯାଉଥିବ । ବନ୍ଧୁଗଣ ଯଦି ଆପଣଙ୍କର ନିଦ ଭାଙ୍ଗିଯାଉଛି ତାହାଲେ ଭଗବାନଙ୍କ ସ୍ମରଣ କରନ୍ତୁ ଓ ସତର୍କ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *