ଭୁଲରେ ଏହି 3 ଟି ଜିନିଷ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ ନଚେତ ମାଡି ଆସିବ ଭୟଙ୍କର ସମସ୍ୟା

ଆମେ ଆମ ବାସ୍ତୁ ଶାସ୍ତ୍ର ଅନନୁସାରେ କାମ କରି ଥାଉ । ଏହା ପାଇଁ କୁହାଯାଏ କି ଭାରତ ର ସଂସ୍କୃତି ଖୁବ ଭଲ ଅଟେ । ଆମେ ଜାଣି ଛେ କି ଆମ ଭାରତରେ ଅନେକ ଶାସ୍ତ୍ର ମାନ ଅଛି କିନ୍ତୁ ଘର କଥା ଆସିଲେ ଆମେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେଇ ଥାଉ । ଆପଣ ମାନେ ଜାଣି ଥିବେ କି ଆମେ ଯଦି କିଛି ନୂଆ କମ କରିଇବା ପାଇଁ ଯାଉ ତା ଆଗରୁ ମଧ୍ୟ ଆମେ ଭଗବାନ ଙ୍କ ପୂଜା କରୀ ଥାଉ ପଣ୍ଡିତ ମାନଙ୍କ ପାଖରୁ ବୁଝିକି । ଆମେ ସବୁ ବେଳେ ନିଜର ଭଲ ଚାହିଁ ଥାଉ ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କେଉଁ ବସ୍ତୁ କେଉଁ ଜାଗାରେ ରହିବା ଭଲ ହୋଇ ଥାଏ ଓ କେଉଁ ବସ୍ତୁ କେଉଁ ଜାଗାରେ ରହିବା ଭଲ ହୋଇ ନଥାଏ । ଆମେ ଯଦି ସାଧାରଣ ବସ୍ତୁ ଭ୍ହାବୀ ଏହାକୁ କେଉଁ ଜାଗାରେ ଭି ରଖୀ ଦେବା ଏହା ଖରାପ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ବସ୍ତୁ ମାନ ଘରୁ କିମ୍ବା ରୋଷେଇ ଘରୁ ଏହା ସବରିବା ଖୁବ ଖରାପ ହୋଇ ଥାଏ । ଏହା କଣ ପାଇଁ ଖରାପ ହୋଇ ଥାଏ ଏହା ମଧ୍ୟ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ । ଆପଣ ମାନେ ଜାଣି ଥିବେ କି ଅଭାବ କାହା ଘରେ ନାଇ କୁହନ୍ତୁ ତ ।

କିନ୍ତୁ ଆପଣ ଏହାକୁ ଧ୍ୟାନ ରଖିବେ କି ଏହି ସବୁ ଜିନିଷ ଯେଉଁ ଭଳି ରୋଷେଇ ଘରୁ କେବେ ହେଲେ ସଋ ନ ଯାଉ । ଆପଣ ମାନେ ଏହାକୁ ସାରିବା ଆଗରୁ ହିନ ଆଣିକି ଏହାକୁ ରଖି ନେବେ । ଏହା ହେଉଛି ଚାଉଳ କୁହା ଯାଏ ଏହା ମା ଲକ୍ଷ୍ମୀ ଙ୍କ ଦୟା । ଆପଣ ମାନେ ଦେଖି ଥିବେ କି ଜମିରେ ଏହାକୁ କରିବା ଆଗରୁ ପୂଜା କରାଯାଏ ଏହା ପରେ ଯାଇ ଏହାକୂ ଆମେ ଆରମ୍ଭ କରି ଥାଉ । କୁହାଯାଏ ମା ଲକ୍ଷ୍ମୀ ଯାହା ଘର ଛାଡି ଦେଇ ଚାଲି ଯାଇ ଥାନ୍ତି ସେମାନେ ମଧ୍ୟ ଏହି ଭଳି ଭୋଗା ଭୋଗ ପାଇ ଥାନ୍ତି । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା ଶୁକ୍ର ଗ୍ରହ ସହ ମଧ୍ୟ ସମ୍ପର୍କ ରଖୀ ଥାଏ ।

ଯଦି ଆପଣ ଏହାକୁ ସାରିବା ଆଗରୁ ଜାଣି ପାରୁନାହାନ୍ତି ତେବେ ଆପଣ ଏକ କାମ ଅକରିବେ ଆପଣ ଏହାକୁ ଏକ ଜାଗାରେ ପୂର୍ଣ୍ଣ କରିକି ଏହାକୁ ରାଖୀ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଏହା ପରେ ଆସେ ଲୁଣ । ଆପଣ ଲୁଣ କେବେ ହେଲେ କାହା ପାଖରୁ ଆଣିବେ ନି କିମ୍ବା କାହା ପାଖରୁ ଆପଣ ଲୁଣ କାହାକୁ ଦିଅନ୍ତୁ ନି ଏହାକୁ ସାରିବା ଆଗରୁ ଏହା କୁ ଆପଣ ନେଇ ଆସିବେ । ନ ହେଲେ ତନ୍ତ୍ର ଶକ୍ତି ର ପ୍ରଭାବ ବଢି ପାରେ ଆପଣଙ୍କ ଜୀବନରେ । ଆପଣ ଏହା ପରେ ଯଦି ଅଟା କୁ ଆଣିକି ନିଜ ଗହରେ ରଖୁ ଛନ୍ତି ତେବେ ଏହା ସାରିବା ଆଗରୁ ଆପଣ ଆଣିକି ଏହାକୁ ରଖି ଦେଇ ଥାନ୍ତୁ ନ ହେଲେ ଆପଣ ଜାଣି ରଖନ୍ତୁ ଏହା ଆପଣଙ୍କ ମାନ ସମ୍ମାନ କୁ ହାନି କରିବ ।

Leave a Reply

Your email address will not be published. Required fields are marked *