ଠାକୁର ଘରେ ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ସଂକେତ ଦେଇଥାଏ, ଆପଣଙ୍କୁ ମିଳୁଛି କି ଏହି ସଂକେତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଜଣାଇବୁ ପୂଜା ସମୟରେ କଣ ହେଲେ ଆପଣଙ୍କର ଧନ ବୃଦ୍ଧି ହୋଇଥାୟ । ଆପଣ ମାନେ ପ୍ରତ୍ୟକ ଦିନ ଆପଣ ମାନଙ୍କ ଘରେ ଠାକୁର ପୂଜା କରୁଥିବେ । କିନ୍ତୁ ବନ୍ଧୁଗଣ ଠାକୁର ପୂଜା ସମୟରେ କି ଲକ୍ଷଣ ଆପଣ ମାନେ ଦେଖିଲେ ଆପଣଙ୍କୁ ଶୁଭ ଫଳ ଓ ଅଶୁଭ ଫଳ ମିଳିବ ବୋଲି ଆପଣ ଜାଣିପାରିବେ ସେ ବିଷୟରେ ଆଜି ଆପଣଙ୍କୁ ଆମେ ଜଣାଇଦବୁ । ବନ୍ଧୁଗଣ ଯଦି ଠାକୁର ପୂଜା ସମୟରେ ଆପଣଙ୍କ ଘରେ ଛୋଟ ଶିଶୁ କାନ୍ଦିବାର ଆପଣ ଶୁଣନ୍ତି ତାହାଲେ ଆପଣ ଜାଣିଯିବେ କି ଆପଣଙ୍କଘରକୁ କୌଣସି ଏକ ନକରାତ୍ମକ ଶକ୍ତି ପ୍ରବେଶ କରିସାରିଛି ।

ଆପଣଙ୍କ ଘରେ ଅଶାନ୍ତି ଦେଖା ଦବ । ଆପଣଙ୍କ ଘରେ ଧନ ର ଅଭାବ ହେବ । ଆପଣଙ୍କ ପରିବାରରେ କଳହ ଦେଖାଦବ ।  ବନ୍ଧୁଗଣ ଯଦି ଆପଣଙ୍କ ଘରେ ଠାକୁର ପୂଜା ସମୟରେ କୌଣସି ଅତିଥି ଆସିଲେ ସେ ସକାଳ ହଉ କି ସନ୍ଧ୍ୟା ସମୟ ହଉ ତାହାଲେ ଆପଣ ଜାଣିବେ ଆପଣଙ୍କ ପାଇଁ ଏହା ହଉଛି ଶୁଭ ସଙ୍କେତ । ଆପଣଙ୍କ ଘରେ କେବେ ବି ଧନ ର ଅବାଭ ହେବ ନାହି । ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ଲାଗିରହିବ ।

ସନ୍ଧ୍ୟା ସମୟରେ ଆପଣ ଠାକୁର ପୂଜା କରିବା ସମୟରେ ଯଦି ଆପଣଙ୍କ ଘରକୁ କୌଣସି ସୁହାଗିନୀ ମହିଳା ଆସୁଛନ୍ତି ତାହାଲେ ଆପଣ ଜାଣିଯିବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଆଗମନ କରିସାରିଛନ୍ତି । ଆପଣଙ୍କର ଧନର କେବେବି ଅଭାବ ହେବ ନାହି । ଆପଣଙ୍କର ଧନ ବୃଦ୍ଧି ହେବ । ଧନ ର ଅଭାବ କେବେ ଦେଖା ଦବ ନାହି । ଆପଣଙ୍କ ପରିବାରରେ ସର୍ବଦା ସୁଖ ଶାନ୍ତି ଦେଖା ଦବ । ଆପଣଙ୍କ ମନ ସବୁବେଳେ ଆନନ୍ଦ ରହିବ ।  ଯଦି ଆପଣଙ୍କ ଘରକୁ ସକାଳେ ହଉ କି ସନ୍ଧ୍ୟା ସମୟରେ ଯେଉଁ ଅତିଥି ଆସୁଛନ୍ତି ତାହାଲେ ଆପଣ ସେମାନକଙ୍କୁ ନିଶ୍ଚିନ୍ତ ଭାବରେ ଜଳପାନ ଦେବେ କିଛି ନହେଲେବି ପାଣି ଗ୍ଲାସ ଟେ ମଧ୍ୟ ଦେବେ । ଏହା କରିବା ଦ୍ଵାରା ସେମଙ୍କର ଆଶ୍ରିବାଦ ଆପଣ ମାନଙ୍କୁ  ମିଳିଥାୟ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କର କେବେବି ଧନ ର ଅଭାବ ହେବନାହି ।

ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ଦେଖାଦବ । ଆପଣଙ୍କ ମନ ବହୁତ ଭଲ ରହିବ ।ବନ୍ଧୁଗଣ ଆପଣ କେବେ ବି ଘରକୁ ଆସୁଥିବା ଅତିଥି ମାନଙ୍କୁ କେବେବି ଖାଲି ପେଟରେ ଫେରାଇବେ ନାହି । କିଛି ନା କିଛି ଖୁଆଇବେ । ତାହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ହୋଇଥାନ୍ତି ।  ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଆପଣ ଠାକୁର ପୂଜା ସମୟରେ  କି କାମ କଲେ ଆପଣଙ୍କ ଗୃହରେ ଶୁଭ ଓ ଅଶୁଭ ର ସଙ୍କେତ ଦେଖା ଦେଇଥାୟ ।

Leave a Reply

Your email address will not be published. Required fields are marked *