ପ୍ରତ୍ୟେକ କଥାକୁ ଶୀଘ୍ର ମନେ ରଖିବା କିପରି, ବାସ କରନ୍ତୁ ଏହି ଛୋଟ ଉପାୟ

ବନ୍ଧୁଗଣ ନମସ୍କାର । ଆସନ୍ତୁ ଜାଣିବା ଆପଣ ଯଦି କିଛି କଥା କିମ୍ବା କିଛି ଜିନିଷକୁ ହଟାତ ଭୁଲିଯାଉଛନ୍ତି ତାହାଲେ କଣ କଲେ ଆପଣ ସେହି କଥା କୁ ହଟାତ ଭୁଲିବେ ନାହି । ବନ୍ଧୁଗଣ ଆସନ୍ତୁ ଆମେ ଆପଣଙ୍କୁ କିଛି ଉଦାହରଣ କହୁଛୁ ଆମେ ଆପଣ ମାଙ୍କୁ ୨ଟି ଶବ୍ଦ ଦବୁ ଯାହା ଆପଣ ମାନଙ୍କୁ ଚିନ୍ତା କରିବାକୁ ପଡିବ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ପ୍ରଥମ ଶବ୍ଦ ଟି କହିବାକୁ ଯାଉଛୁ ତାହା ଆପଣ ଭାବନ୍ତୁ ସ୍ଵାମୀ ବିବେକାନନ୍ଦ , ୨ଶବ୍ଦ ଟି ହଉଛି ନଦାନକାନନ ଜୁ ।

ବନ୍ଧୁଗଣ ଆପଣ ମାନେ ଏପରି ଭାବିଥିବେ ଆମେ ଯେତେବେଳେ ସ୍ଵାମୀ ବିବେକାନନ୍ଦଙ୍କ କଥା କହିଲୁ ଆପଣ କିଛି ଭାବି ପାରିବେ ନାହି । କିନ୍ତୁ ଯେତେବେଳେ ଆମେ ନଦାନକାନନ ଜୁ କଥା କହିଲୁ ସେହିସମୟରେ ଆପଣ ମାନେ ସେହି ନନ୍ଦନକାନନର ଦୃଶ୍ୟ ଓ ସେଠାକାର ଜୀବ ଜନ୍ତୁଙ୍କର ଦୃଶ୍ୟ ଆପଣଙ୍କ ମସ୍ତିସ୍କରେ ଖେଇଯିବ । ବନ୍ଧୁଗଣ ଏହା କଣ ପାଇଁ ହୁଏ କାରଣ ଆପଣ ଶୁଣିଥିବା ବିଷୟଠାରୁ ଦେଖିଥିବା ଜିନିଷ ଗୁଡିକୁ ଆପଣ ଭଲ ଭାବେ ମନେରଖିଥାନ୍ତି । ବନ୍ଧୁଗଣ ଆପଣ ସ୍ଵାମୀ ବିବେକାନନ୍ଦଙ୍କ କଥା ପିଲା ବେଳେ ୨ କିମ୍ବା ୩ଥର ଶୁଣିଥିବେ କିନ୍ତୁ ଆପଣମାନେ ନନ୍ଦନକାନନ କୁ ଅତିକମ ରେ ୧କିମ୍ବା ୨ଥର ବୁଲିଆସିଥିବେ ସେଥିପାଇଁ ମନେରହିଥାୟ ।

ବନ୍ଧୁଗଣ ଆମ ମସ୍ତିସ୍କରେ ଦେଖିଥିବା ଚିତ୍ରକୁ ସହଜରେ ମାନେ ରଖିଥାୟ । ତାହାଲେ ବନ୍ଧୁଗଣ ଆପଣଙ୍କୁ ଏହାକରିବା ଆବସ୍ୟକ ଯଦି ଆପଣଙ୍କୁ କିଛି କଥା ଉପରେ ମନେରହିବାକୁ ପଡୁଛି ତାହାଲେ ଆପଣ ମାନେ ସେହି ଜିନିଷର ଚିତ୍ରକୁ ମନରେ ଏକ ତିଆରି କରନ୍ତୁ କାରଣ ଯଦି ଆପଣ ଗୋଟେ ଚିତ୍ର ତିଆରି କରିଥାନ୍ତି ତାହାଲେ ଆପଣଙ୍କର ମସ୍ତିସ୍କରେ ସେହି କଥାଟି ସାରା ଜୀବନ ମନେ ରହିଥାୟ । ବନ୍ଧୁଗଣ ଆପଣ ଭାବନ୍ତୁ ଯଦି ନିଉଟନଙ୍କ ୩ଲ every action has an equal and opposite reaction କଥାଟି ମାନେ ରଖିବାର ଅଛି ତାହାଲେ ଆପଣ ମାନେ ଏହାର ଫଟୋ ଆପଣ ନିଜ ମସ୍ତିସ୍କରେ ଏପରି ତିଆରି କରିବେ ଯେବେ ଏକ ପେଁଡୂ କୁ କୌଣସି ଏକ କାନ୍ଥକୁ ଜୋରରେ ମାରିଥାଉ ତେବେ ତାହା ସେହି ଗତିରେ ହିଁ ଆମ ପାଖକୁ ଫେରିଆସିଥାୟ । ତାହାଲେ ବନ୍ଧୁଗଣ ଆପଣ ମାନେ ଏହି କାନ୍ଥ ସହ ଥିବା ଉଦାହରଣ ଟିକୁ କେବେ ଭୁଲନ୍ତୁ ନାହିଁ । ଓ ଆପଣମାନେ ନିଉଟନଙ୍କ 3ଲ କେବେ ଭୁଲିପାରିବେ ନାହିଁ ।

ବନ୍ଧୁଗଣ ନିଉଟନଙ୍କ 3ଲ ଏକ ଉଦାହରଣ ଆପଣ ମାନଙ୍କ ପାଇଁ ଥିଲା । ବନ୍ଧୁଗଣ ଆପଣ ମାନେ ଏହିଭଳି ଭାବେ ଆପଣମାନେ ଜୀବନର ପ୍ରତ୍ୟକ କଥାକୁ ମନେରଖିପାରିବେ । ସେ ପାଠ ହଉ କି ଅନ୍ୟ କିଛି କାରଣ ହଉ ଆପଣ ଏହି ଭଳି ଭାବେ ମନେ ରଖି ପାରିବେ । ତାହାଲେ ବନ୍ଧୁଗଣ ଆପଣ ମନେ ଜାଣିଲେ ତ ଯଦି ଆପଣ କିଛି ଜିନିଷ ଓ କିଛି କଥା ଭୁଲିଯାଉଛନ୍ତି ତାହାଲେ ଏହି ଉପାୟଟି କରନ୍ତୁ ଦେଖିବେ ଆପଣ ମାନେ ସେହି କଥା କୁ କେବେ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *