S ନାମର ବ୍ୟକ୍ତି ବା କୁମ୍ଭ ରାଶିର ବ୍ୟକ୍ତିଙ୍କର 2022 ରେ ବନୁଛି ମହାସଂଯୋଗ- Jyotisha Shastra

ଯଦି ଆପଣଙ୍କ ନାମ ଇଂରାଜୀ ଅକ୍ଷର Sରୁ ଆରମ୍ଭ ହୋଇଥାଏ ବା ଆପଣଙ୍କର କୁମ୍ଭ ରାଶି ହୋଇଥାଏ ତେବେ ଏହି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି । ଏହି ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ତହରେ ଆକର୍ଷଣ ସ୍ଵଭବର ହୋଇଥାନ୍ତି । ଏମାନେ ପ୍ରତିଭାଶାଳୀ ହେବ ସହ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସିଦ୍ଧାନ୍ତ ଭାବେ ଜୀବନ ଯାପନ କରିଥାନ୍ତି । ନିଜର ବୁଦ୍ଧି ବଳରେ ସବୁ କାମ ହାସଲ କରିଥାନ୍ତି । ପ୍ରେମ କ୍ଷେତ୍ର ରେ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଦାଂପତ୍ଯ ଜୀବନରେ ମହିଳା ଏମାନେ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି ।

ଏମାନେ ନିଜର ପରିଶ୍ରମ ଦ୍ଵାରା ଭୌତିକ ସୁଖ ପାଇବା ସହ ମାନ ସମାନ ପ୍ରାପ୍ତ କରିଥାନ୍ତି । S ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି କୁମ୍ଭ ରାଶିର ବ୍ୟକ୍ତି ହୋଇଥାନ୍ତି ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ଏମାନେ କଠିନ ସମୟରେ ଏହାର ସମାନ କରିଥାନ୍ତି । ଏମାନେ କାହା ସହ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହି । ଅନ୍ୟର ସାହାଜ୍ଯ ନେବା ଏମାନଙ୍କୁ ଭଲ ଲାଗେ ନାହି ।

ଏମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ଯଶ ଓ ଖ୍ଯାତିର ଅଧିକାରୀ ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଭଲ ହୋଇ ଥିବାରୁ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ସବୁବେଳେ ହସ ହସ ମୁହଁରେ ଆମେନ ନିଜକୁ ପେଶ କରିଥାନ୍ତି ।

କାହାରି ଅଧୀନରେ ରହି କାମ କରିବାକୁ ପସନ୍ଦ କରନ୍ତି ନାହି । ନିଜ କଥା କହିବାର ଶୈଳୀରେ ଅନ୍ୟ ମାନଙ୍କ ହୃଦୟ ଜିଣିଥାନ୍ତି । ଅନ୍ୟ ମାନଙ୍କୁ ସାହାଜ୍ୟର ହାତ ବଢେଇବାରେ ଆଗେଇ ଆସିଥାନ୍ତି । ଏହି ବ୍ୟକ୍ତି ମିତ୍ର ମାନଙ୍କର ଖରାପ ସମୟରେ ସାହାଜ୍ଯ କରିବା ପାଇଁ ଆଗ ଧାଡିରେ ରହିଥାନ୍ତି ।

ଏହି ନାମର ମହିଳା ମାନେ ବିବାହ ପରେ ତାଙ୍କ ସ୍ଵାମୀଙ୍କ ପ୍ରତି ପ୍ରଭାବଶାଳୀ ହୋଇଥାନ୍ତି । ଏମାନେ ପ୍ରେମ ମାମଲାରେ ଆଗରେ ରହିଥାନ୍ତି । କୌଣସି କାମ କରିବା ପୂର୍ବରୁ ଚିନ୍ତା ବିଚାର କରିଥାନ୍ତି । ପୁସ୍ତକ ଜ୍ଞାନ ବ୍ଯତୀତ ବ୍ୟବହାରିକ ଜ୍ଞାନ ଏମାନଙ୍କର ଅଧିକ ରହିଥାଏ । ଯେଉଁ ଠାରେ ଯେଉଁ ଜ୍ଞାନ ମିଳିଥାଏ ତାହାକୁ ସ୍ମରଣ ରଖିଥାନ୍ତି ।

ଏମାନଙ୍କର କ୍ରୋଧ ପାଇଁ ଏମାନେ ଅନ୍ୟ ଆଗରେ କମଜୋର ହୋଇଥାନ୍ତି । ନୂଆ ମିତ୍ର ସୃଷ୍ଟି କରିବା ପାଇଁ ଆଗ୍ରହ ହୋଇଥାନ୍ତି । ଏମାନେ ଅଧିକ ରଚାନାତ୍ମକ ହୋଇ ଥିବାରୁ କାମକୁ ଅଲଗା ଢଙ୍ଗରେ କରିଥାନ୍ତି । ଭିଡ ଭିତରେ ରହିବାକୁ ପସନ୍ଦ କରନ୍ତି ନାହି । ଯାହାକୁ ଭଲ ପାଠାନ୍ତି ତାଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି ।

ଏହି ନାମର ପୁରୁଷଙ୍କ ବୈବାହିକ ଜୀବନ ସୁଖମୟ ରହିଥାଏ । ନିଜର ପରିଶ୍ରମ ଓ ଯୋଗ୍ୟତା ବଳରେ ଧନ ଅର୍ଜନ କରିଥାନ୍ତି । କିଛି ନୂଆ କରିବାକୁ ଯାଇ ଭୁଲ ନିର୍ଣ୍ଣୟ ନେଇଥାନ୍ତି । ଏମାନଙ୍କର ହୃଦୟ କୋମଳ ସ୍ଵଭାବର ହୋଇଥାନ୍ତି । ନିଜ ପାଖରେ ଯାହା ଥାଏ ଅନ୍ୟ ମାନଙ୍କୁ ଦାନ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *