ସାବଧାନ ! ଗୋଡରେ ଏହି ପରି ମୁଦି ପିନ୍ଧିବା ଦ୍ଵାରା ସ୍ଵାମୀ ହୋଇପାରନ୍ତି ଗରିବ ଓ ଦରିଦ୍ର- Vastu Shastra

ବନ୍ଧୁଗଣ ହିନ୍ଦୁଧର୍ମରେ ବିବାହିତ ମହିଳା ମାନେ ନିଜ ପାଦ ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି । ମହିଳା ମାନେ ନିଜ ପାଦରେ ମୁଦି ଧାରଣ କରିବା ଦ୍ଵାରା ସେମାନଙ୍କ ପାଦ ବହୁତ ସୁନ୍ଦର ଦେଖା ଯାଇଥାଏ । ପ୍ରାଚୀନ କାଳରୁ ମହିଳା ମାନଙ୍କର ଏହି ପ୍ରଥା ରହି ଆସିଛି ।

ମହିଳା ମାନେ ନିଜ ମୁଣ୍ଡରୁ ନେଇ ପାଦ ପର୍ଯ୍ୟନ୍ତ ବିଭିନ୍ନ ଅଳଙ୍କାର ପିନ୍ଧିଥାନ୍ତି । ମୁଦି ହେଉଛି ମହିଳା ମାନଙ୍କର ଶେଷ ଅଳଙ୍କାର ଯାହା ସେମାନେ ନିଜ ପାଦ ଆଙ୍ଗୁଠିରେ ଧାରଣ କରିଥାନ୍ତି ।

ସାଧାରଣତଃ ମହିଳା ମାନେ ନିଜ ପାଦ ଆଙ୍ଗୁଠିରେ ଚାନ୍ଦି କିମ୍ବା ରୂପାର ମୁଦି ପିନ୍ଧିଥାନ୍ତି ଏହାର କାରଣ ହେଉଛି ଚାନ୍ଦି ବା ରୂପାର ମୁଦି ପିନ୍ଧିବା ଦ୍ଵାରା ଉଭୟ ପତି ଓ ପତ୍ନୀଙ୍କ ଉପରେ ଉଭୟ ସୂର୍ଯ୍ୟ ଏବଂ ଚର୍ନ୍ଦଙ୍କ କୃପା ରହିଥାଏ । ହେଲେ ବନ୍ଧୁଗଣ ଏହି ମୁଦି ସ୍ଵାମୀ ମାନଙ୍କର ଦରିଦ୍ରତା ଓ ବରବାଦିର କାରଣ ମଧ୍ୟ ହୋଇଥାଏ । ମୁଦି ସହ ଜଡିତ କିଛି ନୀତି ନିୟମ ରହିଛି ଯାହାକୁ ମହିଳା ମାନେ ପାଳନ କରିବା ନିହାତି ଆବଶ୍ୟକ । ଯେଉଁ ମହିଳା ମାନେ ଏହି ନୀତି ନିୟମ ଗୁଡିକୁ ପାଳନ ନକରିବେ ସେମାନଙ୍କ ସ୍ଵାମୀଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନୀତି ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ବିବାହିତ ନାରୀ ମାନଙ୍କୁ ନିଜ ପାଦର ଦୁତୀୟ ଆଙ୍ଗୁଠିରେ ମୁଦି ପିନ୍ଧିବା ଉଚିତ ହୋଇଥାଏ । ଯଦି ମହିଳା ଚାହିଁବେ ତା ହେଲେ ନିଜ ପାଦର ଦୁଇ ଆଙ୍ଗୁଠିରେ ମୁଦି ପିନ୍ଧି ପାରିବେ ହେଲେ ଭୁଲ ସେ ମଧ୍ୟ ଗୋଟିଏ ଆଙ୍ଗୁଠିରେ ତିନୋଟି ମୁଦି ପିନ୍ଧିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ । ମହିଳା ମାନଙ୍କର ଏହି ଭୁଲ ପାଇଁ ସେମାନଙ୍କ ସ୍ଵାମୀ ମାନଙ୍କୁ ଏହାର ପରିଣାମ ସହିବାକୁ ପଡିଥାଏ ।

୨. ବନ୍ଧୁଗଣ ସମସ୍ତ ବିବାହିତ ମହିଳା ମାନଙ୍କୁ ମୁଦି ପିନ୍ଧିବା ଉଚିତ ହେଲେ କେଟ୍କ ମହିଳା ଏପରି ଅଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ମୁଦି ପିନ୍ଧିଥାନ୍ତି । ଏହା ବନ୍ଧୁଗଣ ସଂପୂର୍ଣ୍ଣ ଅଶୁଭ ହୋଇଥାଏ । ବିବାହିତ ନାରୀ ମାନଙ୍କୁ ମୁଦି ପିନ୍ଧିବା ବହୁତ ଆବଶ୍ୟକ ହୋଇଥାଏ । କାରଣ ମୁଦି ପିନ୍ଧିବା ଦ୍ଵାରା ନାରୀ ମାନଙ୍କୁ ଗର୍ଭ ଧାରଣ ସମୟରେ କୌଣସି ସମସ୍ଯା ଆସିନଥାଏ । ହେଲେ ଏହି କଥା ମଧ୍ୟ ସତ୍ୟ ଅଟେ ଯେ, ଯଦି ମହିଳା ଠିକ ଭାବରେ ମୁଦି ପିନ୍ଧିବେ ନାହିଁ ତା ହେଲେ ସେମାନଙ୍କ ସ୍ଵାମୀ ଦରିଦ୍ରତାର ଶିକାର ହେବେ ।

୩. ବନ୍ଧୁଗଣ ସମସ୍ତ ସ୍ତ୍ରୀ ମାନଙ୍କୁ ସବୁବେଳେ ଚାନ୍ଦି ବା ରୂପାର ମୁଦି ଧାରଣ କରିବା ଉଚିତ ଓ କେବେହେଲେ କାହାକୁ ନିଜ ମୁଦି ଦେବା ଉଚିତ ନୁହେଁ । ଯଦି କୌଣସି ମହିଳା ସୁନାର ମୁଦି ପିନ୍ଧୁଥାଏ ତା ହେଲେ ସେହି ମହିଳାର ସ୍ଵାମୀଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିଥାଏ । ଏହା ସହିତ ମହିଳା ମାନଙ୍କୁ କେବେହେଲେ ନିଜ ମୁଦିକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ସେମାନଙ୍କ ସ୍ଵାମୀଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେବ । ତେଣୁ ବନ୍ଧୁଗଣ ମୁଦି ସହ ଜଡିତ ଏହି ସବୁ ଭୁଲ ଗୁଡିକୁ ବିବାହିତ ମହିଳା ମାନେ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *